ରାଜ୍ୟ ଖବର

ଆପଣ ପାଖରେ ଯଦି ଏଇ ୧ ଟଙ୍କିଆ note ଅଛି ତାହାଲେ ଆପଣ ବି କମେଇବେ 7lakh ଟଙ୍କା ,ଦେଖନ୍ତୁ କେମିତି…

ପୁରୁଣା ମୁଦ୍ରା ସଂଗ୍ରହ କରୁଥିବା ଲୋକମାନଙ୍କ ପାଇଁ ଆସିଛି ଖୁସି ଖବର।ଘରେ ବସି ପୁରୁଣା ମୁଦ୍ରାକୁ ଲକ୍ଷାଧିକ ଟଙ୍କା ରେ ବିକ୍ରି କରିବା ସହିତ ଖୁବ୍ ଭଲ ରୋଜଗାର ମଧ୍ୟ କରିପାରିବେ।୧ ଟଙ୍କା ବଦଳରେ ମିଳିବ ୭ ଲକ୍ଷ ଟଙ୍କା।ପ୍ରାୟ ୨୬ ବର୍ଷ ପୂର୍ବେ ଭାରତ ସରକାରଙ୍କ ପକ୍ଷରୁ ୧ ଟଙ୍କିଆ ନୋଟ୍ କୁ ବନ୍ଦ କରାଯାଇଥିଲା।

କିନ୍ତୁ ୨୦୧୫ ମସିହା ଜାନୁଆରୀ ରେ ୧ ଟଙ୍କାର ପୁନଃ ଅଣାଯିବା ସହ ପୁଣି ଥରେ ଏକ ନୂଆ ରୂପ ଦିଆଯାଇଥିଲା।୧୯୩୫ ମସିହାରେ ଚାଲିଥିବା ବ୍ରିଟିଶ ସମୟରେ ଏହି ନୋଟ୍ କୁ ଉପଲବ୍ଧ କରାଯାଇଥିଲା।ଏବେ ଏହି ନୋଟ୍ ବାବଦରେ ୭ ଲକ୍ଷ ଟଙ୍କା ମିଳିପାରିବ।କିନ୍ତୁ ଏହି ନୋଟ୍ ରେ ଜେ. ଡବ୍ଲୁ. କେଲି ଙ୍କ ତର୍କ ଥିବା ଦରକାର।

 

୧୯୫୭ମସିହାରେ ୧ ଟଙ୍କା ନୋଟ୍ ବଦଳରେ ୫୭୦୦୦ ଟଙ୍କା ମିଳିପାରିବ।୧୯୬୬ ମସିହାରେ ନୋଟ୍ ବଦଳରେ ୪୫୦୦୦ ଟଙ୍କା ମିଳିପାରିବ।କେବଳ ଏହି ସବୁ ନୋଟ୍ ରେ ଅର୍ଥ ମନ୍ତ୍ରାଳୟର ପୂର୍ବତନ ମୁଖ୍ୟ ସଚିବ ଦସ୍ତଖତ ରହିବା ଆବଶ୍ୟକ।୧୯୭୭ ମସିହାରୁ ୧୯୭୯ ମସିହା ପର୍ଯ୍ୟନ୍ତ ପ୍ରଧାମନ୍ତ୍ରୀ ମୋରାରାଜି ଦେଶାଇ ଙ୍କ ଅଧିନରେ ଥିଲା..

ସେହି ସମୟରେ ଏହା ଭାରତର ପ୍ରଥମ ଅଣ କଂଗ୍ରେସ ସରକାର ରହିଥିଲା।ଯଦି କାହା ପାଖରେ ଏହି ନୋଟ୍ ଗୁଡ଼ିକ ମଧ୍ୟରୁ, କୌଣସି ନୋଟ୍ ଅଛି ତେବେ ସେମାନଙ୍କୁ କ୍ରାଇମ ବଜାର ୱେବ୍ ସାଇଟ୍ କୁ ଯାଇ ନିଜ ନାମ , ଇ-ମେଲ,ସମ୍ପୂର୍ଣ୍ଣ ଠିକଣା ସହିତ ବିବରଣୀ ଦେଇ ଏକ ଆକାଉଣ୍ଟ୍ ତିଆରି କରିବାକୁ ପଡ଼ିବ।ଏହା ପରେ ହିଁ ୱେବ୍ ସାଇଟ୍ ରେ ଅନଲାଇନ୍ ମାଧ୍ୟମରେ ପୁରୁଣା ମୁଦ୍ରା କୁ ବିକ୍ରି କରିପାରିବେ।

Leave a Reply

Your email address will not be published. Required fields are marked *