ରାଜ୍ୟ ଖବର

ସମସ୍ତଙ୍କ ସାମ୍ନାରେ ବୋହୂର ତଣ୍ଟି ଚିପିଲା ଶଶୁର ଦେଖନ୍ତୁ ଏହି Viral video କେମିତି କେହି କାହାକୁ ଛାଡୁ ନାହାନ୍ତି

ଶଶୁର ବୋହୂ ଙ୍କ ସମ୍ପର୍କ ବାପ ଝିଅଙ୍କ ସମ୍ପର୍କ ପରି । ଝିଅଟି ବାହା ହେଇ ଆସି ନିଜ ବାପା ଙ୍କୁ ଛାଡି ଶଶୁର ଙ୍କୁ ପାଇଥାଏ ଠିକ୍ ସେହିପରି ଶଶୁର ଙ୍କୁ ମଧ୍ୟ ପୁଅ ବଦଳରେ ଝିଅଟିଏ ମିଳିଥାଏ ।

ସମସ୍ତ ସମୟରେ ଶଶୁର ବୋହୂ ସମ୍ପର୍କ ସମ୍ମାନିତ । କିନ୍ତୁ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଶଶୁର ବୋହୂଙ୍କୁ ବାଡେଇବା ପାଇଁ ପଛଉ ନାହାନ୍ତି । ବୋହୂ ଙ୍କୁ ବାଡେଇବା ସହ ତାଙ୍କ ଚୁଟି ମଧ୍ୟ ଭିଡିଛନ୍ତି ।

ବୋହୂ ଠାକୁର ଘରେ ପ୍ରବେଶ କରିବାକୁ ଯାଉଥିବା ବେଳେ ଅଟକେଇ ଦେଇଥିଲେ ଶଶୁର । ଏହି ମଧ୍ୟରେ ଲାଗି ଯାଇଥିଲା ଝଗଡ଼ା । ଝଗଡ଼ା ମଧ୍ୟରେ ଲାଗୁଥିଲା କେହି କାହାଠୁ କମ୍ ନୁହେଁ ।

କେହି କାହାକୁ ଝଗଡ଼ା ସମୟରେ ଛାଡୁନଥିବା ବେଳେ ସ୍ଥାନିତ ବାସିନ୍ଦା ଭିଡିଓ କରିଦେଇଥିଲେ । ଏହି ଭିଡିଓ ଟି ବର୍ତ୍ତମାନ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଏହି ଭିଡିଓ –

Leave a Reply

Your email address will not be published. Required fields are marked *