ରାଜ୍ୟ ଖବର

ଦେଖନ୍ତୁ ଛେଳି ଜନ୍ମ ଦେଲା ମଣିଷ ଛୁଆ ଦେଖନ୍ତୁ ଅଧା ମଣିଷ ଅଧା ଛେଳି Viral video

ମଣିଷ ସବୁବେଳେ ମଣିଷ ଛୁଆ ଜନ୍ମ ଦିଏ ଏବଂ ଅନ୍ୟାନ୍ୟ ପ୍ରାଣୀ ସମସ୍ତ ନିଜ ପରି ଜନ୍ମ କରିଥାନ୍ତି । କିନ୍ତୁ ଆଶ୍ଚର୍ୟ୍ଯ ର ବିଷୟ ଜଣେ ଛେଳି ଦେଇଛି ମଣିଷ ଛୁଆ ଜନ୍ମ ।

ଛେଳି ଜନ୍ମ ହେଲେ ସାଧାରଣତଃ ରଙ୍ଗ କଳା କିମ୍ବା ଧଳା ଏବଂ ରୁମ୍ ଏବଂ ଲାଞ୍ଜ ଥାଇ ଜନ୍ମ ହୋଇଥାଏ । କିନ୍ତୁ ବର୍ତ୍ତମାନ୍ ଘଟଣା ରେ ହୋଇଛି ସମ୍ପୂର୍ଣ ଅଲଗା ଯାହା ଦେଖି ବୈଜ୍ଞାନିକ ମଧ୍ୟ ଆଶ୍ଚର୍ୟ୍ଯ ହୋଇଯାଇଛନ୍ତି ।

ଛେଳି ଟିଏ ଜନ୍ମ ଦେଇଛି ମଣିଷ ଛୁଆ ପରି ଛୁଆଟିଏ । ସେହି ଛୁଆଟିକୁ ଅଧା ମଣିଷ ଅଧା ଛେଳି କହିଲେ ମଧ୍ୟ ଭୁଲ ହେବନାହିଁ । ଛେଳି ପେଟରୁ ଜନ୍ମ ହୋଇ ସେହି ଛୁଆଟିର ଲାଞ୍ଜ ନାହିଁ ।

ଛେଳି ଟିର ଏମିତି ଛୁଆ ଜନ୍ମ୍ ହେବା ପରେ ଗାଁ ଲୋକେ ଆଶ୍ଚର୍ୟ୍ଯ ହୋଇଯାଇଥିଲେ ଏବଂ ସମସ୍ତଙ୍କୁ ଡାକିଥିଲେ ଏହା ଦେଖି ସମସ୍ତେ ଫୋଟ ଉଠାଇଥିଲେ । ମାତ୍ର ଛେଳି ଛୁଆ ଟି ଅଳ୍ପ ସମୟ ମଧ୍ୟରେ ମୃ-ତ୍ୟୁ ବରଣ କରିଥିଲା । ଦେଖନ୍ତୁ ଏହି ଭିଡିଓ

Leave a Reply

Your email address will not be published. Required fields are marked *