ମିଳିଲା ଭୟଙ୍କର ଚେତାବନୀ mamita ଙ୍କ ଦୋଷୀଙ୍କୁ ମିଳିବ ଏମିତି ଦଣ୍ଡ ଜାଣିଲେ ଲୋମ ଟାଙ୍କୁରୀ ଉଠିବ 

ଏହି ବିଷୟରେ ଯଦି କିଛି ଭୁଲ କହିଛି ତାହେଲେ କୁହନ୍ତୁ କି ଭୁଲ କହୁଚି ବୋଲି ।ଝିଅ ମୋର ମରିବ,ଭାଇ ମୋର ମରିବ,ଭଉଣୀ ମୋର ମରିବ, ପର୍ମିଶନ୍ ଦେବେ ସରକାର। ଓହଃ ତୁମେ ଆଇଚ ଆଉ। ନାଇଁ ଆଜ୍ଞା ଏହି ବିଷୟକୁ କେବେ ହେଲେ ସମର୍ଥନ କରିବି ନାହିଁ।ଏହି ବିଷୟକୁ କେବେ ବି ପର୍ମିଜନ ଦେଇ ପାରିବି ନାହିଁ ବା ପର୍ମିଶନ ନେବାକୁ ବି ଚାହିବି ନାହିଁ ।

 

ଭାରିକଷ୍ଟ ଲାଗେ ଆଉ ଭାରି ଦୁଃଖ ମଧ୍ୟ ଲାଗେ। ଗୋଟେ ଲୋକ ନ୍ୟାୟ ପାଇବା ପାଇଁ କାନ୍ଦିଥାଏ ଏବଂ ତାକୁ ନ୍ୟାୟ ମିଲିପରୁନଥିବ ରାଜ୍ୟ ସରକାରଙ୍କ ପର୍ମୀଶନ ଦରକାର ପଡ଼ିଥାଏ ।ଆରେ ଜନ୍ମ କରିଲା ମୋ ମା ,ପାଠ ପଢେଇଲା ମୋ ବାପା ତାକୁ କପଡା ଦେଲା, ତାକୁ ବହି ଦେଲା,ସବୁ କରିଲା।

 

 

 

 

କିନ୍ତୁ ଯେତେବେଳେ ଝିଅଟା ମରିଲା କି ଅସୁବିଧା ହେଲା ପର୍ମିସନ୍ ଦେବ କିଏ ସରକାର ।ସରକାର କିଏ? ସରକାର ଯଦି ନ୍ୟାୟ ଦେଇ ପାରିଥାନ୍ତା ତାହେଲେ ପୋଲିସ ମାନେ କାହିଁକି ମାଟିଆ ପୋଷାକ ପିନ୍ଧିକି ଥାନ୍ତେ।ପୋଲିସମାନେ ଆଜି ଧଳା ସାର୍ଟ ପିନ୍ଧି ପୁରା କଲର୍ ଟେକି ପୁରା ବିନ୍ଦାସ ହେଇଥାନ୍ତେ। ଆଉ ଆମ ଓଡ଼ିଶା ପୋଲିସଙ୍କର ବହୁତ ଧର୍ଯ୍ୟ। ଏତେ ଧର୍ଯ୍ୟ ଯେ ଆପଣ ମାନେ ବିଶ୍ୱାସ ବି କରିପାରିବେ ନାହିଁ। କାହିଁକି ,ସରକାରରେ ପୋଲିସମାନେ ଏତେ ସୁନ୍ଦର ଯଦି ଗୋଟେ ଘଟଣାରେ କିଏ ଯଦି କାହାକୁ ଚିମୁଡି ପକେଇବେ,ଯଦି ଗୋଟେ ସ୍ତ୍ରୀ ଲୋକ ଆସି କହିବେ ମୋର ଚିରିଗଲା ସକାଳୁ ଫୋନ ଆସିବ ଆଜ୍ଞା ବାବୁ ଡାକୁଛନ୍ତି।

 

 

 

 

କିନ୍ତୁ ୩୦୨ ଧାରା ଲାଗିଲା ପରେ ସେ ବିଦ୍ୟା ଭାରତୀ ହେଉ କି ସେ ଦିଏଫ୍ ହେଉ କ୍ରାଇମବ୍ରାଞ୍ଚ ଭୁବନେଶୱର ରୁ କୁଆଡୁ କୁଆଡୁ ଆସି ପାରଳାଖେମୁଣ୍ଡି ରୁ ଯାଇକି ପହଞ୍ଚୁଚନ୍ତି କାତିପଦାରେ। କିନ୍ତୁ ଆଉ କେଉଁ ଗାଁରୁ ଯଦି ପର୍ଷ କି ଫୋନ ଚୋରି କରି ନେଇଯାଇଛି ତାକୁ କନେଷ୍ଟବଳ ଆସି କହିବ ବାବୁ ଡାକୁଛନ୍ତି ଆସିବ।

https://youtu.be/8xV2sXtObPc

ଆରେସେ ବାବୁ ଟା କିଏ?ଯଦି ସେ ବାବୁର ଏତେ ଦମ୍ ଅଛି,ତାହେଲେ ଏ ବଡ଼ ବାବୁ ମାନେ କାହିଁକି ଲଢ଼ୁଛନ୍ତି?ପରି ଘଟଣାରେ ଓଡ଼ିଶା ସରକାର କଣ ପାଇଁ ଓକିଲ ଲଗେଇଛନ୍ତି ସିବିଆଇ ତଦନ୍ତ ନ ହେଉ ବୋଲି।ଏହି ବିଷୟରେ କହିବ କଥା ଯେ ଆସନ୍ତୁ ଯୋଉ ପ୍ରମିଳା ମଲିକ କହିଲେ- କ୍ରାଇମବ୍ରାଞ୍ଚ କଣ ସ୍ଵର୍ଗରୁ ଆସିଛି।ତାହେଲେ ଆପଣମାନଙ୍କ କ୍ରାଇମବ୍ରାଞ୍ଚଙ୍କ ଉପରେ କିଛି ଅସୁବିଧା ନାହିଁ।

Leave a Comment

Your email address will not be published. Required fields are marked *

Scroll to Top