କେଉଁ MLA ଭାଣିଜି କୁ ବାହା ହେବେ sumit, ଜାଣନ୍ତୁ..

ତପସ୍ଵନୀ କହିଛନ୍ତି ଭୁଲ୍ ହୋଇଗଲା ଯେ ସେ ବଡ଼ ଘର ଲୋକର ଝିଅ ନୁହେଁ।ମନ୍ତ୍ରୀଙ୍କ ଭାନିଜୀ ହୋଇପାରିଲେ ନାହିଁ।ବାପାଙ୍କ ପାଖରେ କୋଟି କୋଟି ସମ୍ପତି ନାହିଁ।ସୁମିତ ନଭେମ୍ବର ଯାଏଁ କଣ୍ଟାକ୍ଟ୍ ରେ ନଥିଲେ।ଗୋଟେ ଘରେ ଯଦି ସ୍ବାମୀ ସ୍ତ୍ରୀ ରହିଗଲେ ଏଇଟା କଣ ସମ୍ପର୍କ କୁହନ୍ତି।ସ୍ବାମୀ ,ସ୍ତ୍ରୀ ୨ଜଣ ହସିକି କଥା ହେବା,ଦୁଃଖ ଓ ସୁଖର ସା ଥି ହୁଅନ୍ତି,ଭଲ ସମ୍ପର୍କ ହୋଇଥାଏ।

ବାପାଙ୍କ ବିନା ଇଛାରେ ବାହା ହେଲ,ଗ-ର୍ଭ-ବ-ତୀ କଥା ଜାଣି ସାରିଲା ପରେ ଅବର୍ସନ୍ କରିଦେଲେ।ଘରୁ ବାହାର କରିଦେଲେ।ଆଉ କଣ ତୁମେ ଲିମୀଟ୍ କ୍ରସ୍ କରିନାହାନ୍ତି।ସେ ଲଢେ଼ଇ କରୁଛନ୍ତି,ତାଙ୍କ ଲୁହର ମୂଲ୍ୟ ସେ ନିଜେ ଜାଣିଛନ୍ତି।ଜନସାଧାରଣ ଯଦି ବୁଝୁ ଛନ୍ତି ଠିକ ଅଛି।ତାଙ୍କ ଉପରେ ଅ-ତ୍ୟା-ଚା-ର ହୋଇଛି ସେ ଲଢେ଼ଇ ଜାରି ରଖିଛନ୍ତି।

ନି-ର୍ଯା-ତ-ନା ଏମିତି ଦିଆ ହେଉଛି ବୋଲି ସେ ବହୁତ୍ ଦୁଃଖରେ ଅଛନ୍ତି।ସେଥିପାଇଁ ସେ ବାହାରକୁ ବାହାରିଛନ୍ତି।ସତ୍ୟ ଘଟଣା ପରିପ୍ରକାଶ କରୁଛନ୍ତି।ମିଡ଼ିଆ ଆସିଲେ ହିଁ ସେ କହୁଛନ୍ତି। ମାନବିକତା ଦୃଷ୍ଟିରୁ ବୋହୂ କରି ରଖିଲେ ନାହିଁ।ମୁଁ ମରି ସାରିଲା ପରେ ସେ ଶାନ୍ତି ହେବେ ,ତାପରେ ଅଲଗା ନିଷ୍ପତି ନେବେ।

ତପଶ୍ଵନି ଙ୍କ ଶେଷ ନିଷ୍ପତି ହେଉଛି ସେ ବାହା ହୋଇଛନ୍ତି, ସୁମିତ ତାଙ୍କ ଜୀବନ ନଷ୍ଟ କରିଛନ୍ତି।ସୁମିତ ଚାହିଁଲେ କୋଉଠି ବି ବାହା ହୋଇପାରିବେ।କିନ୍ତୁ ସେ ଲଢେ଼ଇ କରୁଛନ୍ତି ଏବଂ କରିବେ।ସେ ଯାହା ବାହାନା କରୁଛନ୍ତି ମିଛ କରିକୀ ହିଁ ରହିବେ।ସେ ପଛକୁ ବିଲକୁଲ୍ ବି ହଟିବେ ନାହିଁ।

Leave a Comment

Your email address will not be published. Required fields are marked *

Scroll to Top