ରାଜ୍ୟ ଖବର

ସୋମବାର ଦିନ ଗୃହ ରେ ପ୍ରବେଶ କରିବେ tapaswini, କଣ ହେଲା ନିଷ୍ପତ୍ତି…

ତପଶ୍ଵନି ଓ ଡାକ୍ତର ସୁମିତ ଙ୍କ କେସ ୨୦ ତାରିଖ କୁ ଧାର୍ଯ୍ୟ କରାଯାଇଛି।ଓକିଲ କହିଛନ୍ତି ଯେ ଆମେ ନିଶ୍ଚିନ୍ତ ଭାବରେ ଆଶାବାଦୀ।ତପଶ୍ୱନି ଙ୍କୁ ପ୍ରକୃତ ନ୍ୟାୟ ମିଳିବ।ଜଣେ ସ୍ତ୍ରୀକୁ ଯଦି ଘରୁ ବାହାର କରା ଯାଇଛି ଆଇନ୍ କହୁଛି ସେ ସେହି ଘରେ ଯେଉଁ ଭଳି ରହିଥିଲେ ସେହିଭଳି ରହିବେ।

ସୁମିତ୍ ଙ୍କ ଘର ର ରୋଷେଇ ଘର ବ୍ୟବହାର କରିବେ।ଲାଟିନ ମଧ୍ୟ ତପଶ୍ଵନି ବ୍ୟବହାର କରିପାରିବେ।ତାଙ୍କୁ କେହି ଏଥିପାଇଁ ବାରଣ କରିପାରିବେ ନାହିଁ।ଏଇଟା ହେଉଛି ଭାରତ ବର୍ଷର ଆଇନ୍।ଏବଂ ସୁପ୍ରିମକୋର୍ଟରେ ମଧ୍ୟ ବର୍ତ୍ତମାନ ଲାଟେଷ୍ଟ୍ ୨୦୨୦ ମସିହାର ଅଛି,

ସୁପ୍ରିମକୋର୍ଟ କହିଛନ୍ତି ବିଭିନ୍ନ ପ୍ରକାରର ମାମଲା ଥିଲେ ମଧ୍ୟ ଗୋଟେ ସ୍ତ୍ରୀକୁ ତା ଘରୁ ବାହାର କରାଯାଇ ପାରିବ ନାହିଁ।କାରଣ ସ୍ୱାମୀର ଯେହେତୁ ସେ ଘରେ ଅଧିକାର ରହିଛି।ସ୍ତ୍ରୀର ମଧ୍ୟ ସମାନ ଅଧିକାର ରହିଛି।ଏହି ମାମଲାଟି ସୋମବାର ଦିନ ଅଛି ମାନ୍ୟବର ଅଦାଲତ ରାୟ ଦେବେ।

ଏବଂ ତପଶ୍ୱନୀ ଙ୍କୁ ଶାଶୁଘରେ କେସ ସରିବା ପର୍ଯ୍ୟନ୍ତ ରହିବାକୁ ଦିଆଯିବ। ଓ ସେ ସେହି ଘରେ ହିଁ ରହିବେ ବୋଲି ଓକିଲ କହିଛନ୍ତି। ତପସ୍ଵନୀଙ୍କୁ ସୋମବାର ଦିନ ନ୍ୟାୟ ମିଳିବ ଏବଂ ସେ ତାଙ୍କ ଶାଶୁଘରେ ଓ ସୁମିତଙ୍କ ପାଖରେ ରହିବେ ବୋଲି ସେ ଆଶାବାଦୀ ଅଛନ୍ତି।

Leave a Reply

Your email address will not be published. Required fields are marked *