ଭାଇରାଲ ଭିଡିଓ

ଏହି ଝିଅ ପୁଅ ମାନଙ୍କୁ କହିଲା ଏମିତି କଥା ରାତା ରାତି ହୋଇଗଲା ଭିଡିଓ viral ଦେଖନ୍ତୁ ଏହି ଭାଇରାଲ ଭିଡିଓ

ବନ୍ଧୁଗଣ ଆପଣ ତ ନିହାତି ଭାବେ ଦେଖିଥିବେ ଡେଲିଭରି ବୟ ମାନେ କିପରି ଜିନିଷ ଡେଲିଭରି କରିଥାନ୍ତି । ସେମାନେ ତାଙ୍କ ନିୟମ ଅନୁସାରେ ସମସ୍ତଙ୍କୁ ଜିନିଷ ପହଞ୍ଚାଇବା ଦିନ ଫୋନ୍ କରିଥାନ୍ତି

ଏବଂ ଯେଉଁମାନେ ସେହିଦିନ ନିଅନ୍ତି ନାହିଁ ତାଙ୍କୁ ତାହା ପୁନର୍ବାର ପାଇବା ପାଇଁ କିଛି ପ୍ରୋସେସର ଫେଲୋ କରିବାକୁ ପଡ଼ିଥାଏ । ବର୍ତ୍ତମାନ ଦୁନିଆରେ ଡେଲିଭରି ବୟ ମାନଙ୍କ ପ୍ରତି ଦୁର୍ବ୍ୟବହାର ବଢ଼ିବାରେ ଲାଗିଛି ।

ଆଜିର ଭାଇରାଲ ହୋଇଥିବା ଭିଡ଼ିଓରେ ମହିଳାଙ୍କ ଯୁକ୍ତି ଆପଣ ନିଶ୍ଚିନ୍ତ ଦେଖି ପାରିବେ ଯେଉଁଥିରେ ଡେଲିଭରୀ ବୟ ଙ୍କ କୌଣସି ଭୁଲ ନାହିଁ ।

ତାଙ୍କର ଯେଉଁଦିନ ଜିନିଷ ଦେବାର ଥିଲା ସେହିଦିନ ସେ ଫୋନ୍ ଉଠାଇଲେ ନାହିଁ ଏବଂ ପରେ ତାଙ୍କୁ ରାସ୍ତାରେ ଅଟକ ରଖି ଜିନିଷ ଜବରଦସ୍ତ୍ ଭାବେ ମାଗିଲେ ।

ବୟ ଜଣଙ୍କ ତାଙ୍କୁ ବାରମ୍ବାର ବୁଝାଇବା ପରେ ଝିଅ ଜଣଙ୍କ ଅବୁଝା ହୋଇ ତାଙ୍କ ସମୟ ବର୍ବାଦ କରିଥିଲେ ଯାହା ଫଳରେ ସେ ବାଧ୍ୟ ହୋଇ ଭିଡିଓ କରିଥିଲେ ।

କିପରି ମହିଳା ତାଙ୍କୁ ଗାଳି କରୁଛନ୍ତି ଏବଂ ସେଥିରେ ତାଙ୍କର କୌଣସି ଭୁଲ ନାହିଁ । ଏହି ଭିଡିଓ ଆପଣ ମଧ୍ୟ ଦେଖନ୍ତୁ ଏବଂ କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ ଭୁଲ କାହାର ।

Leave a Reply

Your email address will not be published. Required fields are marked *