ମହଙ୍ଗା ପଡ଼ିଲା ସମ୍ଭୋଗ ରତ ପ୍ରେମୀ ଯୁଗଳ ଙ୍କ ଭିଡିଓ ଭାଇରଲ କରିବା, ନୈତିକ ଶିକ୍ଷା ଦେବା ବାହାନାଁରେ ଗଣ ଦୁଷ୍କର୍ମ ପାଇଁ ଚେଷ୍ଟା କରୁଥିବା ୭ ଯୁବକ ଗିରଫ

ମାଲକାନଗିରି ଜିଲ୍ଲା ର ପଦ୍ମଗିରି ର ରାସ୍ତା ପାର୍ଶ୍ଵ ରେ ସମ୍ଭୋଗ ରତ ପ୍ରେମୀ ଯୁଗଳ ଙ୍କୁ ଧରି ସେମାନଙ୍କୁ ଉଲଗ୍ନ କରି ଭିଡିଓ ନେଇଥିଲେ ଆଉ ଝିଅ କୁ ଗଣ ଦୁଷ୍କର୍ମ କରିବାକୁ ଚେଷ୍ଟା ମଧ୍ୟ କରିଥିଲେ ।

ଘଟଣା ଟି ଏହିପରି ଯେ ମାଲକାନଗିରି ର ପଦ୍ମଗିରୀ ଯିବା ରାସ୍ତା ପାର୍ଶ୍ବ ଜଙ୍ଗଲ ରେ ଦୁଇ ପ୍ରେମୀ ଯୁଗଳ ଶାରୀରିକ ସଂପର୍କ ରଖୁଥିଲେ, ଏହା କୌଣସି ପ୍ରକାରେ ସେଠିକା କିଛି ଲୋକ ଙ୍କ ଆଖି ସାମ୍ନା ରେ ପଡ଼ିଯାଇଥିଲା

ତାପରେ ସେମାନେ ଆସି ଯାଇଥିଲେ ନୈତିକ ଶିକ୍ଷା ଦେବାକୁ, ସେମାନେ ଫୋନ୍ ବାହାର କରି ସେମାନଙ୍କୁ ଡ୍ରେସ ଖୋଲିବାକୁ କହିଥିଲେ ଆଉ ସମ୍ପୂର୍ଣ୍ଣ ଲଙ୍ଗଳା କରି ଭିଡିଓ ଉତ୍ତୋଳନ କରିଥିଲେ

ଝିଅ ର ଶରୀର ଦେଖି ସେମାନେ ଦୁଷ୍କର୍ମ ପାଇଁ ମଧ୍ୟ ଚେଷ୍ଟା କରୁଥିଲେ ହେଲେ ପ୍ରେମିକ ଜଣକ କୌଣସି ମତେ ଝିଅ କୁ ବଞ୍ଚେଇ ରଖିଥିଲା, ତେବେ ସେମାନେ ଏଇ ଭିଡିଓ କୁ ଇଣ୍ଟରନେଟ ରେ ଛାଡି ଦେଇଥିଲେ

https://youtu.be/JBZ1Rz3Jxtc

ଆଉ ଯାହା ପରେ ଖୁବ୍ ଭାଇରାଲ୍ ହେଇଥିଲା, ଏହା ପରେ ଝିଅ ଘର ଜାଣିବାରୁ ସମସ୍ତ ୭ ଜଣ ପୁଅ ଙ୍କ ବିରୁଦ୍ଧ ରେ ଥାନା ରେ ଅଭିଯୋଗ କରିଥିଲେ, ଆଉ ପୋଲିସ ଆଜି ସେମାନଙ୍କୁ ଗିରଫ କରିଛି,

ନେତିକ ଶିକ୍ଷା ବାହାନା ରେ ପ୍ରେମିଯୁଗଳ ଙ୍କୁ ହଇରାଣ କରିବା କେତେଦୂର ଠିକ୍, ଆଉ ତାଙ୍କ ଭିଡିଓ କରି ଭାଇରାଲ୍ କରିବା କେତେ ଦୂର ଠିକ୍

Leave a Comment

Your email address will not be published. Required fields are marked *

Scroll to Top