Devotional

ଗାଁରେ ଗରୁଡ ପକ୍ଷୀକୁ ଦେଖି ଲୋକେ ହୋଇଗଲେ ଆଶ୍ଚର୍ଯ୍ୟ, କହିଲେ ଏଥର ବିନାଶ ସୁନିଶ୍ଚିତ!

 

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ରାମାୟଣ ରେ ବର୍ଣ୍ଣିତ ହୋଇ ଥିବା ଗରୁଡ଼ ପକ୍ଷୀ ବିଷୟ ରେ ଶୁଣି ଥିବେ।ଏଥିରେ ଗରୁଡ଼ ପକ୍ଷୀ ମା ସୀତା ଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲା।ହେଲେ ଶେଷ ରେ ରାବଣ ହାତ ରେ ମୃ-ତ୍ୟୁ ବରଣ କରିଥିଲା।

ଆଜି ଆମେ ସେହି ଗରୁଡ଼ ପକ୍ଷୀ ବିଷୟ ରେ କହିବାକୁ ଯାଉଛୁ।ଏହି ଗରୁଡ଼ ପକ୍ଷୀ ଟି ପୁରୀ ଜିଲ୍ଲା ବାଙ୍କଳ ଗାଁରେ ଥିବା ଗୋପୀନାଥ ମନ୍ଦିର ପଛ ପଟୁ ମିଳିଛି।ଯାହାକୁ ଦେଖିବା ପାଇଁ ଆଖପାଖ ଗାଁ ର ଲୋକ ମାନେ ଆସୁଛନ୍ତି।ଏଠାରେ ଗରୁଡ଼ ପକ୍ଷୀ ଜଣକ ଘରେ ଏବେ ରହୁଛନ୍ତି।

ତାହାକୁ ଅନ୍ୟ ମାନେ ନେବାକୁ ମନା କରୁଥିବା ସମୟରେ ଛୋଟ ପିଲା ଟି ପ୍ରଥମେ ତାକୁ ଘର କୁ ନେଇ କରି ଯାଇଥିଲା।ଏହା ପରେ ତାକୁ ଘରେ ନେଇ ସେଠାରେ କ୍ଷୀର ଖାଇବାକୁ ଦେଇଥିଲା।

ଏବେ ସେହି ଛୋଟ ଗରୁଡ଼ ପକ୍ଷୀ ଟି ସେଠାରେ ରହିଛି।ଲୋକ ମାନେ ତାକୁ ଦେଖିବା ପାଇଁ ଆସୁଛନ୍ତି।ସୂଚନା ଅନୁସାରେ ଗତ କାଲି ଗାଁ ର କିଛି ଯୁବକ ମାନେ ଗୋପୀନାଥ ମନ୍ଦିର ପଛ ପଟୁ ଯାଇଥିଲେ।ସେଠାରେ ସେମାନେ ସଫା କାମ କରୁଥିଲେ।ଏହି ସମୟ ରେ ସେମାନେ ଗୋଟିଏ ପକ୍ଷୀ କୁ ଦେଖିଥିଲେ।

ତାର ମା ସେଠାରେ ନ ଥିଲା।ଯାହା ଫଳ ରେ ପିଲା ଟି ଏକୁଟିଆ ଥିଲା।ସେଥିପାଇଁ ସେହି ଯୁବକ ମାନଙ୍କ ଭିତରୁ ଜଣେ ଗରୁଡ଼ ପକ୍ଷୀ କୁ ବାହାରକୁ ନେଇ ଆସି ଥିଲା।ଏହା ପରେ ସେ କିଛି ଲୋକ ଙ୍କୁ ପଚାରି ଥିଲା ସେହି ପକ୍ଷୀ ଟି ବିଷୟରେ ।

ସେଠାରେ ଥିବା ଲୋକ ମାନେ କହିଥିଲେ କୁ ଏହା ହେଉଚି ଗରୁଡ଼ ପକ୍ଷୀ।ଏହି ପକ୍ଷୀ ଟି ଏବେ ବହୁତ କମ୍ ସଂଖ୍ୟା ରେ ଦେଖା ଯାଉଚି।ଏହା ପୂର୍ବ କାଳ ରେ ରାମାୟଣ ରେ ବର୍ଣ୍ଣିତ ହୋଇଚି।ପରେ ଏହି ଗରୁଡ଼ ପକ୍ଷୀ କୁ ରଖିବା ପାଇଁ କେହି ରାଜି ହୋଇ ନ ଥିଲେ।

ତେଣୁ ସେହି ଛୋଟ ପିଲା ଟି ତାକୁ ଆଣି ଘରେ ରଖିଥିଲା।ଏହା ପରେ ତାକୁ ଅଳ୍ପ ପରିମାଣ ରେ କ୍ଷୀର ପିଆଇ ଥିଲା।ଏହି ପକ୍ଷୀ କୁ ନେଇ ଏବେ ସେ ପିଲା ଟି ଭାଇରାଲ୍ ହୋଇଚି।ତାକୁ ଦେଖିବା ପାଇଁ ଅନେକ ଗାଁ ରୁ ଲୋକ ମାନେ ଧାଇଁ ଯାଉଛନ୍ତି।

ଓ ସେହି ଗରୁଡ଼ ପକ୍ଷୀ ଟି ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ହୋଇଚି।ଏବେ ସେହି ପିଲା ଟି ଗରୁଡ଼ ପକ୍ଷୀ ର ଦେଖା ଶୁଣା କରୁଚି।ତାକୁ କ୍ଷୀର ପିଇ ବାକୁ ଦେବା ସହିତ ଅଳପ ପରିମାଣ ରେ ଖାଦ୍ୟ ମଧ୍ୟ ଦେଉଚି।

Leave a Reply

Your email address will not be published. Required fields are marked *