ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରୁ ଏଭଳି ଏକ ଖବର ସାମ୍ନା କୁ ଆସିଛି ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଗୋଟେ ଗାଁ ର ୪୦ ଜଣ କୁମାରୀ ଝିଅମାନେ ଏବେ ଗ-ର୍ଭ-ବତୀ ଅଛନ୍ତି। ଯାହାକି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ଗାଁ ର ଲୋକମାନେ ଏବେ ମୁଣ୍ଡ ଟେକି ବାଟ ଚାଲିବା ମଧ୍ୟ ଅସମ୍ଭବ ହୋଇ ପଡ଼ିଛି। ଆପଣ ମଧ୍ୟ ଏହି ସତ ଜାଣିଲେ ଆପଣଙ୍କ ହୋସ ମଧ୍ୟ ଉଡ଼ି ଯିବ।ଏମିତି କଣ ହୋଇ ପାରେ ବୋଲି ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉପୁଜିଛି। ପ୍ରଧାନମନ୍ତ୍ରୀ ଙ୍କ ସଂସଦୀୟ କ୍ଷେତ୍ର ହେଉଛି ବାରାଣସୀ। ଆଉ ସେଠାରୁ ଏବେ ଏଭଳି କିଛି ଖବର ସାମ୍ନା କୁ ଆସିଛି। ସେହି ନିର୍ବାଚନ ମଣ୍ଡଳୀ ରେ ଥିବା ଏକ ଗାଁ ରେ ୪୦ ରୁ ଅଧିକ କୁମାରୀ ଯୁବତୀ ଗ-ର୍ଭ-ବତୀ ଅଛନ୍ତି।
ଏବେ ଏହି ଖବର ସବୁଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ସବୁଠାରୁ ବଡ଼ କଥା ହେଉଛି ଏହି ସମ୍ପର୍କରେ ଗାଁ ର ମୁଖିଆ ଙ୍କୁ ଅବଗତ କରାଯିବା ପରେ ,ସେ ଯେଉଁ କଥା ସାମ୍ନା କୁ ଆଣିଥିଲେ ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଏହି ଗ୍ରାମର ମଧ୍ୟ ନାମ ହେଉଛି ମହଲିଆ। ସେଠାରେ କୁମାରୀ ଯୁବତୀଙ୍କ ଫୋନ କୁ ମେସେଜ ଆସିଲା। ଆଉ ଲେଖା ହେଇଥିଲା କି ଆପଣଙ୍କୁ ଶୁଭେଚ୍ଛା ଆପଣଙ୍କ ଶିଶୁ ପୋଷଣ ପୋଷାକ ଟ୍ରାକ ରେ ସଫଳତା ପୂର୍ବକ ପଞ୍ଜୀକୃତ ହୋଇଛି।
ଆଉ ଆପଣଙ୍କ ହୋମ ଭିଜିଟ ମାଧ୍ୟମରେ ସ୍ତନ୍ୟପାନ ,ବୃଦ୍ଧି ମାପ , ସ୍ବାସ୍ଥ୍ୟ ସେବା ଓ ଟୀକା କରଣ ଭଳି ସେବାର ,ଲାଭ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଉଠାଇ ପାରିବେ ବୋଲି। ଅଧିକ ସୁଚନା ପାଇଁ ୧୪୪୧୦୮ ନମ୍ୱର୍ ରେ କଲ୍ କରିବା ପାଇଁ ମଧ୍ୟ କୁହା ଯାଇଥିଲା। ଏଭଳି ଏକ ମେସେଜ ୪୦ ରୁ ଅଧିକ କୁମାରୀ ଯୁବତୀ ମାନଙ୍କ ମୋବାଇଲ୍ କୁ ଆସିଥିଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ବାସ୍ତବରେ ସେମାନେ ଗ-ର୍ଭ-ବ-ତୀ ନଥିଲେ। ଅଙ୍ଗନବାଡ଼ି ଦିଦିଙ୍କ ଭୁଲ୍ କାରଣରୁ କୁମାରୀ ଝିଅ ମାନଙ୍କ ନିକଟକୁ ଏଭଳି ମେସେଜ ଆସିଛି।