ରାଜ୍ୟ ଖବର

ଯେତେବେଳେ America ରେ ଥିବା ଭକ୍ତ ଙ୍କୁ ଦୁର୍ଘଟଣା ରୁ ରକ୍ଷା କରିବା ପାଇଁ ଆସିଲେ ନିଜେ ମହାଦେବ ସେତେବେଳେ ପୋଲିସ ମଧ୍ୟ ଯୋଡିଲା ହାତ Viral video

ତାମିଲନାଡୁର ଏକ ଗାଁରେ ସୁରେଶ ନାମର ଜଣେ ଲୋକ ଭଗବାନ ଶିବଙ୍କ ପରମ ଭକ୍ତ ଥିଲେ।ବାପା ମା ଙ୍କ ସହିତ ବହୁତ୍ ବର୍ଷ ହେଲାଣି ରହୁଛନ୍ତି।

କେତେ ବର୍ଷ ହୋଇଗଲାଣି ଭଗବାନ ଶିବଙ୍କ ପୂଜା ପାଠ କରୁଛନ୍ତି।ପ୍ରତ୍ୟେକ ସୋମବାର ମଧ୍ୟ ଉପବାସ ରଖନ୍ତି।ଗୋଟେ ବଡ଼ କମ୍ପାନୀର ଚାକିରି କରନ୍ତି।ଦିନେ ଏକ କାମ ପାଇଁ ଅଫିସରୁ ଆମେରିକା ଯିବା ପାଇଁ କହିଲେ।ଯଦି ମିଟିଂ ରେ ସଫଳତା ମିଳିବ ତାହେଲେ ଶୁରେଶଙ୍କର ଚାକିରୀରେ ବୃଦ୍ଧି ପାଇବ।

ଏହି କଥା ଜାଣିଲା ପରେ ଶିବଙ୍କ ପାଖକୁ ଯାଇ ହାତ ଯୋଡିଲେ। ବାପା ଓ ମାଙ୍କ ଙ୍କୁ ନମସ୍କାର କରି ୨ ଦିନ ପରେ ଆମେରିକା ଗଲେ। ଏୟାରପୋର୍ଟ ରେ ଯେତେବେଳେ ପହଁଚିଲେ କିଛି ଲୋକ ଗାଡ଼ି ନେଇ ସେଠି ପହଞ୍ଚି ତାଙ୍କୁ ହୋଟେଲ୍ କୁ ନେଇଗଲେ।ତାପରଦିନ ସୁରେଶ ଟ୍ୟାକ୍ସି ଧରି ମିଟିଂ ପାଇଁ ଚାଲିଗଲେ।ମଝି ରାସ୍ତାରେ ଗାଡ଼ିଟି ଅଟକିଗଲା।ତାପରେ ସେ ଗାଡ଼ି ଭିତରେ ଥାଇ ଦେଖିଲେ ଗୋଟେ ବଡ଼ ଟ୍ରକ୍ ତାଙ୍କ ଗାଡ଼ି ଆଡ଼କୁ ମାଡ଼ି ଆସୁଛି।

ଏସବୁ ଦେଖି ଡରିଗଲେ।ଗାଡିରୁ ଓହ୍ଲାଇବାକୁ ଚାହିଁଲେ ବି ଆସି ପାରିଲେ ନାହିଁ ଗାଡ଼ି ଆଗରୁ ବନ୍ଦ୍ ଥିଲା।ଡ୍ରାଇଭର ଗାଡ଼ି ଠିକ କରିବା ପାଇଁ କାହାକୁ ଡାକିବା ପାଇଁ ଯାଇଥିଲେ।

ଏହାଦେଖି ସେ ମହାଦେବଙ୍କୁ ସ୍ମରଣ କରିଲେ।ଏତିକି ବେଳେ ଟ୍ରକ୍ ଟି ଗାଡ଼ି ପାଖକୁ ଆସି ସେଇଠି ଅଟକି ଗଲା।ଏସବୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ ବୁଝିପାରିଲେ ନାହିଁ କଣ ହେଲା।ତାପରେ କିଛି ସମୟ ପରେ ଜାଣିଲେ ସ୍ଵୟଂ ମହାଦେବ ହିଁ ତାଙ୍କୁ ବଞ୍ଚାଇଲେ।

Leave a Reply

Your email address will not be published. Required fields are marked *