ରାଜ୍ୟ ଖବର

Viral news – ଏମିତି ସ୍ୱାମୀକୁ ଫା-ସୀ ଦଣ୍ଡ ମଧ୍ୟ କମ ସ୍ୱାମୀର ଦୋଷ ଜାଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ

ବେଦିରେ ହାତ ଧରି ବାହା ହୋଇଥିଲେ। ସାତ ଜନ୍ମର ସୁରକ୍ଷା ପାଇଁ ଶପଥ କରିଥିଲେ।ହେଲେ ସେହି ପାସାଣ୍ଡ ସ୍ବାମୀ ଏମିତି କାଣ୍ଡ କରିଛି ଯାହାକୁ ବୟାନ କରିବା ପାଇଁ ଲାଜ ଲାଗୁଛି।ଯେଉଁଠି ପାଇଁ ତାଙ୍କୁ ଭାରତୀୟ ଆଇନରେ ଥିବା ସବୁଠାରୁ ବଡ଼ ଶାସ୍ତି ବି କମ୍ ହେବ।

ରାଜସ୍ଥାନରେ ଏମିତି ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି ।କୌଣସି ସ୍ବାମୀ କଣ ନିଜ ସ୍ତ୍ରୀ ସହ ଏଭଳି କାମ କରିପାରେ କି?
ରାଜସ୍ଥାନର ଧୋଲ୍ ପୁର ଜିଲ୍ଲାରେ ଜଣେ ସ୍ବାମୀ ନିଜ ସ୍ତ୍ରୀ ସହିତ ସାଙ୍ଗଙ୍କ ସହ ମିଶି ଦୁ-ଷ୍କ-ର୍ମ କରିଛନ୍ତି।

ଆଉ ମଧ୍ୟ ସ୍ତ୍ରୀ ର ପ୍ରାଇଭେଟ୍ ପାର୍ଟ୍ ରେ ଲଙ୍କା ଓ ମୁଣ୍ଡ ବିନ୍ଧା ବାମ୍ ପୁରେଇଛନ୍ତି।ବାରମ୍ବାର ଏଭଳି ଅସହ୍ୟ ଯନ୍ତ୍ରଣା ସହିବା ପରେ ପୀଡ଼ିତା ନିଜ ବାପ ଘରଙ୍କୁ ନିଜର ଦୁର୍ଦ୍ଦଶା କଥା କହିଥିଲେ।

୨୦୨୧ମସିହା ୧୪ ଜାନୁଆରୀ ରେ ପୀଡ଼ିତାଙ୍କ ବାହାଘର ହୋଇଥିଲା।ମାତ୍ର କେହି ମାସ ତଳେ ବାହାଘର ପରଠାରୁ ହିଁ ସ୍ବାମୀ ଓ ଶାଶୁ ଘର ଲୋକ ମିଶି ନି-ର୍ଯା-ତ-ନା ଦେଉଥିଲେ।

ସେମାନେ ତାଙ୍କ ଉପରେ ଉଭୟ ଶା-ରୀ-ରି-କ ଓ ମା-ନ-ସି-କ ଅ-ତ୍ୟା-ଚା-ର କରୁଥିଲେ।କିନ୍ତୁ ଜୁନ ମାସରେ ତାଙ୍କ ସ୍ବାମୀ ସବୁ ସୀମା ଟପି ଯାଇଥିଲେ।ଜୁନ ୨୬ ତାରିଖରେ ସ୍ବାମୀ ତାଙ୍କ ସାଙ୍ଗ ସହ ଘରକୁ ଆସିଥିଲେ ।

ମହିଳାଙ୍କର ହାତ ଗୋଡ ବାନ୍ଧି ଦେଇ ପାଟିରେ କପଡା ପୁରେଇ ଜଣଙ୍କ ପରେ ଜଣେ ଦୁ-ଷ୍କ-ର୍ମ କରିଥିଲେ।ଏହାପରେ ତା ପର ଦିନ ମଧ୍ୟ ସ୍ବାମୀ ଆଉ ଜଣେ ସାଙ୍ଗ କୁ ଆଣି ପୁଣି ଥରେ ଅ-ତ୍ୟା-ଚା-ର ଆରମ୍ଭ କରିଥିଲେ ।

ମହିଳାଙ୍କ ଘର ଲୋକ ଥାନାରେ ଅଭିଯୋଗ ଦେଇଥିଲେ।ପୋଲିସ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି।ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛନ୍ତି।

Leave a Reply

Your email address will not be published. Required fields are marked *