ରାଜ୍ୟ ଖବର

ସୁମନ ଙ୍କ ପଖାଳ ଖିଆ ଭିଡିଓ ହେଇଗଲା ସାରା ଓଡ଼ିଶା ରେ ହେଲା ଭାଇରାଲ, ଦେଖନ୍ତୁ…

ଯଦି ଆପଣମାନେ ଓଡ଼ିଆ ପ୍ରେମି ହୋଇଥିବେ ତେବେ ଆପଣ ସୁମନ୍ ଙ୍କୁ ତ ନିଶ୍ଚୟ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀଙ୍କ ମନ କିନିନେଇଛନ୍ତୀ।ସେ ଚଳଚ୍ଚିତ୍ର,ଆଲବମ୍ ଇତ୍ୟାଦି କରିଛନ୍ତି। ଏବଂ ଲୋକମାନେ ପସନ୍ଦ ମଧ୍ୟ କରିଛନ୍ତି।ସେ ହାସ୍ୟ କଳାକାର ଅଟନ୍ତି।ସେ ହସିଲେ ଲୋକମାନେ ବି ତାଙ୍କ ଅଭିନୟ ଦେଖି ହସି ଥାନ୍ତି।

ସୋସିଆଲ ମିଡିଆରେ ସୁମନ ପରିବାର ଲୋକଙ୍କ ସହିତ କେମିତି ରହୁଛନ୍ତି ଭିଡିଓ କରି ପୋଷ୍ଟ କରିଛନ୍ତି।ଯେଉଁଠି ଦେଖିବାକୁ ମିଳିଛି ସୁମନ ପରିବାର ଲୋକଙ୍କ ସହିତ ମିଶିକି ପଖାଳ ଖାଉଛନ୍ତି।ଆଉ କହୁଛନ୍ତି ଖରାଦିନେ ଆପଣମାନେ ମଧ୍ୟ ଘରେ ଦହି ପଖାଳ ଖାଉଥିବେ।

ଦହି ପଖାଳ ସହିତ କଲରା ସିଝା ,ଦହି ବାଇଗଣ, ଆଲୁଭର୍ତା,ଭଜା ପରିବାର ଲୋକଙ୍କ ସହିତ ଖାଉଛନ୍ତି।ପୁତୁରା ଲକି,ଭଉଣୀ ମିନତି ସମସ୍ତେ କଥା ବାର୍ତ୍ତା ହୋଇ ଖୁସି ରେ ଖାଉଛନ୍ତି ।ପୁତୁରା ନମସ୍କାର ହେଲେ ସୁମନ କହୁଛନ୍ତି ଖାଇଲା ବେଳେ କଣ ନମସ୍କାର ହେଉଛୁ ।

ପ୍ରତି ଉତ୍ତରରେ ପୁତୁରା ଲକି କହୁଛନ୍ତି ଗୋଟେ ଖୁସି ଆଉ ।ଏମିତି ମଜା କରି ସୁମନ ଦହି ପଖାଳ ଖାଉଛନ୍ତି।ସୁମନ ,ଭାଇ ଓ ଭଉଣୀ ମାନଙ୍କ ସହିତ ଖୁସି ହୋଇ ସମସ୍ତଙ୍କୁ ହସାଉଛନ୍ତି ଏବଂ ନିଜେ ମଧ୍ୟ ହସୁଛନ୍ତୀ।

Leave a Reply

Your email address will not be published. Required fields are marked *