ନୂଆ ନୂଆ wife ଖୋଜୁଥିଲେ, ହେଲେ traffic police ଧରି କାଟିଲା ଚାଲାଣ

ୟୁ ଟ୍ୟୁବ୍ ରେ ହେଉ କି ଇନଷ୍ଟାଗ୍ରାମ୍ ରେ ହେଉ, ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଛି। ସେହି ଭିଡିଓ କେତେକ ଲୋକଙ୍କୁ ଭଲ ଲାଗିଥାଏ ତ ଆଉ କେତେ ଜଣଙ୍କୁ ଭଲ ଲାଗିନଥାଏ।ଲୋକମାନେ ସେହି ଭିଡିଓ ଦେଖି ଖୁସି ହୋଇ ଲାଇକ କରନ୍ତି।

ଯେଉଁଠି ପାଇଁ ଭିଡିଓ ଟି ଭାଇରାଲ ହୋଇଥାଏ।ଆପଣମାନେ ଦେଖିଥିବେ ପ୍ରାୟେ ଲୋକ ହୁଅନ୍ତୁ କି ଯୁବକ ଷ୍ଟାଇଲ ମାରି ଗାଡ଼ି ଚଲେଇ ଥାନ୍ତି।ଟ୍ରାଫିକ ପୋଲିସ ଥିଲେ ମଧ୍ୟ ତାଙ୍କୁ ବି ମାନନ୍ତି ନାହିଁ।ଯେଉଁମାନେ ହେଲମେଟ ପିନ୍ଧନ୍ତି ନାହିଁ ସେମାନଙ୍କୁ ଜୋରିମାନା ମଧ୍ୟ ଏବେ ଦେବାକୁ ପଡୁଛି।

ଏମିତି ହେଇ ମଧ୍ୟ ଲୋକ ସୁଧୁରୁ ନାହାନ୍ତି।କିଛି ନିୟମ ନ ମାନି ଯାହା ଇଛା ତାହା କରିଥାନ୍ତି।କାହାର ଦୁ-ର୍ଘ-ଟ-ଣା ମଧ୍ୟ ଘଟୁଛି।ଏହି ଭଳି ଘଟଣା ପୁଣି ଦେଖିବାକୁ ମିଳିଛି ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। କାନପୁର ରେ ଜଣେ ଯୁବକ ତାଙ୍କ ବାଇକ୍ ରେ ଯାଉଥିଲେ।

ସେହି ଯୁବକ ଜଣଙ୍କ ବାଇକରେ ବସି ହେଲମେଟ ନ ପିନ୍ଧି ଇନଷ୍ଟାଗ୍ରାମ ରେ ଭିଡିଓ କରି ପୋଷ୍ଟ କରିବା ପାଇଁ ରିଲ୍ ବନାଉଥିଲେ। ଯାହାକି ତାଙ୍କୁ ଭାରି ପଡ଼ିଲା।ହେଲମେଟ ନ ପିନ୍ଧି ଗାଡ଼ିକୁ ବହୁତ ସ୍ପିଡ୍ ରେ ଚଳାଇଥିବାରୁ ପୋଲିସ ତାଙ୍କୁ ଅଟକ ରଖି ,ସେହି ଯୁବକଙ୍କ ଠୁ ୧୪ ହଜାର ଟଙ୍କା ଜୋରିମାନା ନେଇଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top