ରାଜ୍ୟ ଖବର

ଗେଷ୍ଟ house ଛାଡ଼ିଲେ tapaswini, ଏପଟେ sumit ଙ୍କ ଦରମା ବନ୍ଦ କଲେ ସରକାର୍

ଦିନକୁ ଦିନ ବଢ଼ିଚାଲିଛି ତପଶ୍ୱନିଙ୍କ ର ଝଡ଼।ନିଆଁ ଲିଭିବା ବଦଳରେ ଆହୁରି ଘିଅ ଡ଼ାଲୁଛନ୍ତି ହେଉଛି ବୋଲି ତପଶ୍ୱନି କହିଛନ୍ତି।କହିଛନ୍ତି ସୁମିତ ମତେ ଭଲ ପାଉଥିଲେ ଏବଂ ଏବେ ବି ଭଲ ପାଉଛନ୍ତି ମଧ୍ୟ।କିନ୍ତୁ ସବୁଠାରୁ ଯିଏ ଅଲଗା କରୁଛନ୍ତି ସୁମିତ ଓ ତପଶ୍ୱନି ଙ୍କ ମଧ୍ୟରେ ସିଏ ହେଉଛନ୍ତି ସୁମିତ ଙ୍କ ବାପା।

ତପସ୍ଵନୀ ଙ୍କୁ ବୋହୂ ବୋଲି ମାନୁଛନ୍ତି କିନ୍ତୁ ସୁମିତ ଙ୍କ ବାପା ବୋହୂ କୁ ଘରକୁ ନେବାକୁ ଚାହୁଁନାହାନ୍ତି।ସୁମିତ ଙ୍କ ସହିତ ତପଶ୍ଵନି ରହିବେ ବୋଲି ଚାହୁଁନାହାନ୍ତି।୨ ଜଣଙ୍କ ଭିତରେ ନିଆଁ ଲଗାଉଛନ୍ତି ଶଶୁର।ସୁମିତ ଙ୍କୁ ତାଙ୍କ ବାପା ମା-ନ-ସି-କ ଚାପ ଦେଉଛନ୍ତି।ପରବର୍ତ୍ତୀ ସମୟରେ ନିଶ୍ଚିନ୍ତ ଭାବରେ କିଛି ନା କିଛି ଖରାପ୍ ପ୍ରଭାବ ପକେଇବାର ସମ୍ଭାବନା ରହିଛି।

ଗୋଟେ ପଟେ ସୁମିତଙ୍କ ଚାକିରି ,ଏବଂ ଅନ୍ୟ ପଟେ ତପସ୍ୱିନୀ ମା-ନ-ସି-କ ଚାପରେ ଜଙ୍ଗଲରେ ଏକୁଟିଆ ରହୁଛନ୍ତି। ତପଶ୍ୱନି ସେ ଜଙ୍ଗଲରେ ସୁରକ୍ଷିତ ନାହାନ୍ତି।ଏପଟେ ସୁମିତ ଙ୍କ ମା-ନ-ସି-କ ସ୍ଥିତି ଓ ତାଙ୍କ ଚାକିରି ।ଏତେ ପରେ ବି ସୁମିତଙ୍କ ବାପା ଖେଳ ଖେଳୁଛନ୍ତି।ଯେଉଁ ନିଆଁ ଲଗାଉଛନ୍ତି ,ସବୁଥିରେ ଖଳନାୟକ ହେଉଛନ୍ତି ଶଶୁର।

ନିଜେ ପ୍ରେମ ବିବାହ କରିଛନ୍ତି କିନ୍ତୁ ସୁମିତ ଓ ତପଶ୍ୱନି ଙ୍କ ପ୍ରେମକୁ ସିକୃତି ଦେଉନାହାନ୍ତି।ଏଥିପାଇଁ ତପଶ୍ଵନି ଚାଲେଞ୍ଜ ମଧ୍ୟ କରିଛନ୍ତି।ଆଉ କହିଛନ୍ତି ଆଗାମୀ ଦିନରେ ଯେତେ ଚାଲେଞ୍ଜ ସାମ୍ନା କରିବାକୁ ପଡ଼ିବ ପଛେ ସେ କରିବେ।କିନ୍ତୁ ଛାଡ଼ିବେ ନାହିଁ।ସୁମିତ ଙ୍କୁ ଫେରାଇ ଆଣିବେ ବୋଲି ତପଶ୍ଵନି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *