ମୂଳା ଖାଉଛନ୍ତି କି ? ନିହାତି ଜାଣନ୍ତୁ ଏହି କଥା ନହେଲେ ଏହିସବୁ ଭୟଙ୍କର ରୋଗରେ ପୀଡିତ ହେବେ
ମୂଳାକୁ ସମସ୍ତେ ସାଲାଡ଼ ରେ ଖାଇଥାନ୍ତି। ମୂଲାର ପରାଠା ମଧ୍ୟ ଲୋକମାନେ ଖୁସିରେ ଖାଇଥାନ୍ତି।ତାହା ହେଲଦି ହୋଇଥାଏ। ମୂଳାରେ ଆଇରନ, ଫୋଳିକ୍ ଏସିଡ,ଭିଟାମିନ ସି,କ୍ୟାଲସିୟମ ରହିଥାଏ।ମୂଳାରେ ଡାଇବେଟିସ,କିଡନୀ ଏହି ସବୁ ସମସ୍ୟାରୁ ଫାଇଦା ମିଳିଥାଏ। କିନ୍ତୁ ଯଦି ମୂଳାକୁ ଭୁଲ ଭାବେ ଖାଇବେ ତାହେଲେ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଥାଏ। ମୂଳାକୁ ଦିନରେ ଖାଇବେ।ରାତିରେ ଖାଇଲେ ଥଣ୍ଡା,ଜ୍ଵର ହୋଇଥାଏ। କିଡନୀ ରେ ଷ୍ଟୋନ ସମସ୍ୟା ହେଲେ ମୂଳା ପତ୍ରର ରସ ପିଇବ ଜରୁରୀ।ଦିନକୁ ୩ ଥର ପିଇବା … Read more