ସ୍ବାସ୍ଥ୍ୟ

ରାତିରେ ଡେରିରେ ଶୋଉଛନ୍ତି କି? Science ଦେଲା ଭୟଙ୍କର ତଥ୍ୟ ସତ ଜାଣିଲେ ହୋସ ଉଡିଯିବ

ରାତି ରେ ବହୁତ୍ ବିଳମ୍ବ ଯାଏଁ ଚାହିଁବା ଓ ଦିନରେ ବିଳମ୍ବରେ ଉଠିବା ବ୍ୟକ୍ତିଙ୍କୁ ଅଳସୁଆ ବୋଲି କୁହାଯାଏ।ବହିରୁ ନଚେତ୍ ବୃଦ୍ଧ ଲୋକମାନଙ୍କ ଠାରୁ ଶୁଣିଥିବେ ରାତିରେ ଜଲ୍ଦୀ ସୋଇ ଦିନରେ ଜଲ୍ଦୀ ଉଠିବା ଭଲ ହୋଇଥାଏ।

କିନ୍ତୁ ବିଜ୍ଞାନ ଆଉ କିଛି କହିଥାଏ। ବୈ୍ଞାନିକମାନେ କହିଛନ୍ତି ଯେ ଯେଉଁମାନେ ରାତିରେ ବିଳମ୍ବ ଯାଏଁ ସୋଇ ନଥାନ୍ତି ସେମାନଙ୍କର ଜଲ୍ଦୀ ସୋଇଥିବା ଲୋକମାନଙ୍କ ଠୁ ଅଧିକ କ୍ଷମତା ହୋଇଥାଏ।ଯେଉଁ ଲୋକ ଜଲ୍ଦୀ ଶୋଇକି ଉଥିଠାନ୍ତି ସେମାନେ ସୁସ୍ଥ ଓ ସମ୍ବୃଢ଼ି ହୋଇଥାଏ।ଏବଂ ଆଶାବାଦୀ,ଫୁର୍ତି ହୋଇଥାନ୍ତି।

ବୈ୍ଞାନିକମାନେ କହିଛନ୍ତି ଯେ ସକାଳର ପବନ ଯିଏ ଗ୍ରହଣ କରିଥାନ୍ତି ସେମାନେ ବାକି ଲୋକଙ୍କ ଅପେକ୍ଷା ଅଧିକ ସୁସ୍ଥ ରହିଥାଏ। ମସ୍ତିଷ୍କ ଟି ସକାଳ ଟାଇମ୍ ରେ ହିଁ ଆକ୍ଟିଭ ରହିଥାଏ।ଇଚ୍ଛା ଶକ୍ତି ବନେଇଥାଏ।ସକାଳୁ ଉଠିବା ଖରାପ୍ ହୋଇନଥାଏ ।

ବିଳମ୍ବରେ ଉଠୁଥିବା ବ୍ୟକ୍ତିଙ୍କର ସକାଳୁ ଉଠୁଥିବା ବ୍ୟକ୍ତିଙ୍କ ଠାରୁ କ୍ଷମତା ଶକ୍ତି ଅଧିକ ହୋଇଥାଏ।ଏମିତି ରେ ଏହି ୨ ଟି କାମ କରିହେବ ନାହିଁ।

ଯେଉଁ ଲୋକ ବିଳମ୍ବରେ ସୋଇ ଜଲ୍ଦୀ ଉଠେ ତାଙ୍କର ସବୁବେଳେ ଅସୁବିଧା ହିଁ ହୋଇଥାଏ।ବିଳମ୍ବରେ ଉଠୁଥିବା ବ୍ୟକ୍ତି ସମାଜ ସହିତ ଯୋଡି ହୋଇ ରହିନଥାଏ।

ଯେଉଁ ବ୍ୟକ୍ତି ବିଳମ୍ବରେ ସୋଇ ଜଲ୍ଦୀ ଉଠେ ଏହା କରିବା ୨-୩ଦିନ ପାଇଁ ଠିକ କିନ୍ତୁ ବେଶୀ ଦିନ ଯଦି ଏମିତି କରନ୍ତି ତେବେ ଅଳ୍ପ ନିଦ ପାଇଁ ତାଙ୍କ ମସ୍ତିଷ୍କ କାମ କରି ନଥାଏ।ସେଥିପାଇଁ ଠିକ ସମୟରେ ଶୋଇବା ଉଚିତ୍।

ଯେଉଁ ମାନେ କମ୍ ସୋଇଥାନ୍ତି ତାଙ୍କର ଶରୀରରେ ଥିବା ଖୁସି ହେବାର କ୍ଷମତା କମିଯାଇଥାଏ।ଚିନ୍ତାରେ ମଧ୍ୟ ରହିବେ।ଯେଉଁ ଲୋକ ମାନେ ବିଳମ୍ବରେ ଉଥିଥାନ୍ତି ସେମାନେ ଭାବି ଚିନ୍ତି ସବୁ ନିର୍ଣ୍ଣୟ ନେଇଥାନ୍ତି।

ଏଥିପାଇଁ ଚିତ୍ର କରିଥିବା ବ୍ୟକ୍ତି ମାନେ ମୁଣ୍ଡରେ ଆଇଡିଆ ଆଣିବା ପାଇଁ ବିଳମ୍ବରେ ସୋଇଥାନ୍ତି।ବିଳମ୍ବରେ ଉଥନ୍ତୁ କି ଜଲ୍ଦୀ ଉଠନ୍ତୁ କିନ୍ତୁ ନିଜର ନିଦ ନିଶ୍ଚୟ ପୁରଣ କରନ୍ତୁ।

Leave a Reply

Your email address will not be published. Required fields are marked *