ମନୋରଞ୍ଜନ

ଓଲିଉଡ଼ ଅଭିନେତା ଆକାଶ ଙ୍କ ହେଲା ପୁଅ ଜନ୍ମ, କହିଲେ କି ଆଜି ମୁଁ ବହୁତ୍ ଖୁସି

ପରିବାର ର କୁ ନୂଆ ସଦସ୍ୟ ଆସିଲେ ସମସ୍ତଙ୍କ ମନ ବହୁତ୍ ଖୁସି ହୋଇଥାଏ । ମାଆ ଟି ବହୁତ୍ କଷ୍ଟ ସହି ମରଣ ସହ ଲଢେଇ କରି ଶିଶୁ ଟି କୁ ଜନ୍ମ ଦେଇଥାଏ ।

ସିଏ ସାଧାରଣ ଲୋକ ଟି ହୋଇଥାନ୍ତୁ କି ଫିଲ୍ମ୍ ଅଭିନେତା ହୋଇଥାନ୍ତୁ ସମସ୍ତଙ୍କୁ ପାଇଁ ସବୁ ଖୁସି ସମାନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେମିତି କିଛି ଖବର ।

ଜଣେ ରାଜନେତା ,ଅଭିନେତା , ହିରୋ ଭାବରେ ଆପଣ ମାନେ ସମସ୍ତେ ଆକାଶ ଦାସ ଙ୍କୁ ଜାଣିଛନ୍ତି । ତେବେ ତାଙ୍କ ଘରକୁ ଜଣେ ନୂଆ ସଦସ୍ୟ ଆସିଛନ୍ତି । ଆଜ୍ଞା ହଁ ଆକାଶ ଙ୍କ ର ପୁତ୍ର ସନ୍ତାନ ଜନ୍ମ ହୋଇଛି । ସତରେ ଆକାଶ ଜଣେ ଭଲ ଅଭିନେତା ଭାବରେ ସବୁ ଚଳଚ୍ଚିତ୍ର ରେ ସୁନ୍ଦର ଅଭିନୟ କରି ଚର୍ଚ୍ଚିତ ହୋଇଛନ୍ତି ।

ତେବେ ଆକାଶ ଫେସ୍ ବୁକ୍ ପୋଷ୍ଟ କରି ତାଙ୍କ ଘରକୁ ନୂଆ ରାଜ କୁମାର ଆସିଛି ଜଣେଇଥିଲେ । ତେବେ ଆକାଶ ଙ୍କ ର ଆଗରୁ ମଧ୍ୟ ପୁତ୍ର ସନ୍ତାନ ଥିଲା । ଗତ ବୁଧବାର ଦିନ ତାଙ୍କର ଆଉ ଗୋଟେ ପୁତ୍ର ସନ୍ତାନ ଜନ୍ମ ଲାଭ କରିଛି ।

ଏହି ଖବର ଆସିବା ପରେ ଚଳଚ୍ଚିତ୍ର ଜଗତରୁ,ରାଜନୀତି ଜଗତରୁ , ସାଙ୍ଗ ସାଥି ଙ୍କ ତରଫରୁ ଶୁଭେଚ୍ଛା ର ସୁଅ ଛୁଟିଛି । ସତରେ ନୂଆ ସଦସ୍ୟ ଆସିବା ବହୁତ ବଡ଼ ଖୁସି ର ଖବର ହୋଇଥାଏ । ପରିବାର ର ରେ ଖୁସି ର ବାତାବରଣ ଲାଗି ରହିଥାଏ ।

Leave a Reply

Your email address will not be published. Required fields are marked *