ଭାଇରାଲ ଭିଡିଓ

Viral Video ଯେତେବେଳେ ଇଛା ଧାରି ନାଗୁଣୀ ଆସିଲା ସମସ୍ତଙ୍କ ଆଗରେ ଅସଲ ରୂପରେ ସେତେବେଳେ ଘଟିଲା ଆଶ୍ଚର୍ଯ୍ୟଜନକ ଘଟଣା

ଏମିତି ଏକ ମନ୍ଦିର ଯାହାକି ୫୩୦ ବର୍ଷ ହେଲାଣି ଇଛାଧାରି ନାଗୁଣୀ ଓ ନାଗ ମନ୍ଦିରର ରକ୍ଷା କରୁଛନ୍ତି।ଏହି ୨ ଜଣ କାହାର ବି ରୂପ ଧାରଣ କରି ମନ୍ଦିରର ରକ୍ଷା କରନ୍ତି।

ୟୁ.ପି ର କାନପୁର ଏମିତି ଏକ ମନ୍ଦିର ଅଛି ଯାହାକି ନାଗ ମେଳା ଲାଗିଥାଏ।ଲୋକମାନେ କୁହନ୍ତି ଯେ ବର୍ଷେ ପୂର୍ବେ ଶଙ୍କରାଚାର୍ଯ୍ୟ ନିର୍ମାଣ କରିଥିଲେ। କାନପୁର ର ପଟକପୁର ରେ ଶ୍ରାବଣ ମାସ ସୋମବାର କୁ ଇଛାଧରୀ ନାଗ ପଞ୍ଚମୀ ଦିନ ଭଗବାନ ଶିବଙ୍କୁ ଦର୍ଶନ କରିବା ପାଇଁ ନିହାତି ଆସିଥାନ୍ତି।

ଗୁରୁ ଶୁକ୍ରଚାଜ୍ୟ ଙ୍କ ଝିଅ ର ବିବାହ ଆଦିତ୍ୟ ଙ୍କ ସହିତ ହୋଇଥିଲା।ଗୋଟେ ଦିନ ଦେଖାକରିବାକୁ ଝିଅ ପାଖକୁ ଯାଇଥିଲେ।କିନ୍ତୁ ମନ୍ଦିରରେ ତାଙ୍କ ଆଖି ଲାଗିଯାଇଥିଲା।ସେ ସ୍ୱପ୍ନରେ ଦେଖିଲେ ସ୍ଵୟଂ ଶେଷ ନାଗ କହୁଛନ୍ତି ଶିବ ମନ୍ଦିର ତିଆରି କରିବା ପାଇଁ କହିଲେ।

ଶେଷ ନାଗ କହିଲେ ଦୈତ୍ୟ ଗୁରୁ ଶିବ ଲିଙ୍ଗ ସ୍ଥାପିତ କରନ୍ତୁ।ଉଠିଲେ ଯେତେବେଳେ ସୁକ୍ରାଚାଜ୍ୟ ଶିବ ମନ୍ଦିର ସ୍ଥାପିତ କରିଲେ।ଏହି ମନ୍ଦିରରେ ଶ୍ରାବଣ ମାସରେ ରୁଦ୍ରଭିସେକ କରି ପୂଜା କରାଯାଏ।

ପୂଜାରୀ ମାନେ ଯେତେବେଳେ କବାଟ ଖୋଲନ୍ତି ସେତେବେଳେ ଶେଷ ନାଗ ଉପରେ ଫୁଲ ଚଢାନ୍ତି।ଏବଂ ଶିବଙ୍କ ଉପରେ ଫୁଲ ଦେଇ ପୂଜା କରନ୍ତି।

ରାତିରେ ସବୁ ଫୁଲ ବାହାର କରାଯାଏ କିନ୍ତୁ ସକାଳୁ ଦେଖିଲେ କିଏ ଫୁଲ ଦେଇଥାନ୍ତି ଯେତେବେଳେ ଦେଖୁ ଫୁଲ ଦିଆ ହୋଇଥାଏ।ଦିନେ ନାନା ରାଓ ପ୍ରତେକ୍ ସୋମବାର କୁ ପୂଜା କରିବା ପାଇଁ ଆସନ୍ତି।ସେଠିକାର ଲୋକମାନଙ୍କୁ ଏଯାଏଁ ସାପ କାହାକୁ ବି ମାରି ନାହାନ୍ତି।

Leave a Reply

Your email address will not be published. Required fields are marked *