ରାଜ୍ୟ ଖବର

ମୁଁହଁ ଖୋଲିଲେ Subhasis Sadangi ପୁଣି ଜାରି କଲେ ଭିଡ଼ିଓ ଏଥର ନିଶ୍ଚିତ ମମିତା ପାଇବେ ନ୍ୟାୟ ଏହି ଦଣ୍ଡରେ ମିଳିବ ଦଣ୍ଡ

ବନ୍ଧୁଗଣ ବହୁ ଚର୍ଚିତ ମମିତା ମୃ-ତ୍ୟୁ ମାମଲାରେ ଦିନକୁ ଦିନ ସମୟ ବିତୁଥିବା ବେଳେ ସାମ୍ନାକୁ ଆସିଛି ଅନେକ ତଥ୍ୟ l ସାରା ଓଡ଼ିଶାରେ ଥରାଇଦେଇଥିବା ମମିତା ମୃ-ତ୍ୟୁ ମାମଲାରେ ସଭିଏଁ ତାଙ୍କୁ ନ୍ୟାୟ ଦେବାକୁ ଚାହିଁଛନ୍ତି l

ତହିଁ ମଧ୍ୟରେ ଅଣ୍ଟା ଭିଡିଛନ୍ତି ସୁଭାଶିଷ ଷଡ଼ଙ୍ଗୀ କୌଣସି ମତେ ମମିତା କେସ ରେ ଢିଲା ଦେବାକୁ ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି ସୁଭାଶିଷ l ସବୁବେଳେ ଭିଡ଼ିଓ ଦ୍ୱାରା ସୋସିଆଲ ମିଡିଆରେ ଦୋଷୀ ଏବଂ ଅନୈତିକ କାର୍ଯ୍ୟ କରୁଥିବା ଲୋକମାନଙ୍କ ମୁଖା ଖୋଲିଥାନ୍ତି ସୁଭାଶିଷ l

 

ବର୍ତ୍ତମାନ ସୁଭାଶିଷ ଆକ୍ଷେପ କରିଛନ୍ତି ଦିବ୍ୟ ଶଙ୍କର ଏବଂ ଏକ ସାମ୍ବାଦିକଙ୍କ ପୋଷ୍ଟ ରେ ତାଙ୍କ କମେଣ୍ଟ କୁ l ସୁଭାଶିଷ ଙ୍କ କହିବା ଅନୁଯାଇ ସମ୍ପର୍କ ଯଦି ସେତେ ଘନିଷ୍ଠ ନଥିଲା ତାହାଲେ ଦିବ୍ୟ ଶଙ୍କର ତାଙ୍କ ପୋଷ୍ଟ ରେ କାହିଁକି କମେଣ୍ଟ ଦେଇଥାନ୍ତେ l ଅନେକ କ୍ଷେତ୍ରରେ ମମିତା ମୃ-ତ୍ୟୁ ମାମଲା ଏବଂ ମହାଲିଙ୍ଗେସ୍ୱର କଲେଜ ରେ ଚାଲିଥିବା ଅନେକ ଅନୈତିକ କାର୍ଯ୍ୟ ସାମ୍ନାକୁ ଆସିଛି ଏବଂ ଏହାକୁ ତୀବ୍ର ବିରୋଧ କରୁଥିଲେ ମମିତା ବୋଲି ସମସ୍ତଙ୍କ ବୟାନ ରେକଡ଼ ହୋଇଛି l ଅନେକାଂଶ ରେ ବହୁତ ବଡ଼ ବଡ଼ ଲୋକେ ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବାର ଜଣାଯାଇଛି l

 

ମମିତା ଙ୍କ ମୃ-ତ୍ୟୁ ରେ ସାରା ଓଡିଶା ସ୍ତବ୍ଧ ହୋଇଯାଇଥିଲା କିପରି ଜଣେ ଅଧ୍ୟପକ ଙ୍କୁ ମାରି ପୋଡି ପୋତି ଦିଆଯାଇଥିଲା ତାହା ଶୁଣିବା ମାତ୍ରେ ସମସ୍ତଙ୍କ ରୁମ ଟାଙ୍କୁରୀ ଉଠିଥିଲା l ମମିତା ଙ୍କ ଶରୀର ର ପୋଡା ଅଂଶ ର ଫୋଟ ଗୁଡିକ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା l ଏହାକୁ ଦେଖି ଓଡ଼ିଶାରେ ଚହଳ ପଡିବା ସହ ଓଡ଼ିଶାରେ ନିୟମ କୌଣସି ପ୍ରକାରେ ସୁଦୃଢ ଆଉ ନାହିଁ ବୋଲି ଆଲୋଚନାର ବିଷୟ ପାଲଟିଥିଲା

ମମିତାମୃ-ତ୍ୟୁ ମାମଲାରେ ନ୍ୟାୟ ଦେବାପାଇଁ ବିରୋଧୀ ଦଳ ମଧ୍ୟ ସମ୍ପୂର୍ଣ୍ଣ ପ୍ରୟାସ କରିଥିବା ବେଳେ ଦୋଷୀ ଙ୍କୁ ବର୍ତ୍ତମାନ ସୁଦ୍ଧା କୌଣସି କଠୋର ଦଣ୍ଡ ଦିଆଯାଇନାହିଁ l ସମସ୍ତେ ଚାଁହୁଛନ୍ତି ମମିତାଙ୍କ ଦୋଷୀ ମାନଙ୍କୁ ସମସ୍ତଙ୍କ ଆଗରେ ଫା-ସୀ ଖୁଣ୍ଟ ରେ ଝୁଲେଇ ଦିଆଯାଉ l

Leave a Reply

Your email address will not be published. Required fields are marked *