ରାଜ୍ୟ ଖବର

ପୁରୁଣା ୨ଟଙ୍କିଆ କଏନ ଅଛି ଯଦି ଆପଣ ହେଇପାରିବ ଲକ୍ଷପତି, କେବଳ କରିବାକୁ ହେବ ଏହି କାମ

କୋଟିପତି ହେବାକୁ କିଏ ନ ଚାହେଁ । ସମସ୍ତେ ବଡ଼ ଲୋକ ହେବାର ସ୍ୱପ୍ନ ଦେଖି ଥାନ୍ତି । ବହୁତ ପରିଶ୍ରମ ବି କରିଥାନ୍ତି ହେଲେ ଆଜିର ମହଙ୍ଗା ଯୁଗରେ ପରିବାର ପୋଷିବା କମ ବଡ଼ କଥା ନୁହେଁ ।

ହେଲେ କୁହାଯାଏ ଉପର ଵାଲା ଦେଲେ ଛପର ଫାଡ଼ିକି ଦିଏ । ଯଦି ଆପଣ ଙ୍କ ପାଖରେ କିଛି ପୁରୁଣା ମୁଦ୍ରା ଅଛି ତେବେ ଆପଣ ବି କୋଟିପତି ହେଇପାରିବେ । ଆସନ୍ତୁ ସେହି ମୁଦ୍ରା ସମ୍ପର୍କିତ ଖବର ଉପରେ ନଜର ଦେବା ।

ଆଜ୍ଞା ହଁ କଥା ଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆପଣ ଙ୍କ ପାଖରେ ଯଦି କିଛି ସ୍ପେସାଲ ମୁଦ୍ରା ଅଛି ତେବେ ଆପଣ ରାତା ରାତି କୋଟିପତି ହେବାର ସ୍ୱପ୍ନ ସାକାର ହେଇପାରିବ । ତେବେ ଏହି ମୁଦ୍ରା ହେଉଛି ୧୯୯୪ ମସିହାର ୨ ଟଙ୍କା ର କଏନ । ଏହି ଟଙ୍କା ର ଚାହିଦା ଏବେ ବହୁତ ରହିଛି। ଏ ୨ ଟଙ୍କା ମୁଦ୍ରା ର ପଛ ପଟେ ଆମ ଦେଶ ର ପତାକା ରହିଛି । ଏହି ବିରଳ ମୁଦ୍ରା ଦେଲେ ଆପଣ ୫ ଲକ୍ଷ ଟଙ୍କା ପାଇ ପାରିବେ । ଏହି ପରି ବହୁତ ବିରଳ ମୁଦ୍ରା ରହିଛି ଯାହା ର ମୂଲ୍ୟ ଏବେ ଲକ୍ଷ ଲକ୍ଷ ଟଙ୍କା ।

ସ୍ୱାଧୀନତା ପୂର୍ବରୁ ରାଣୀ ଭିକ୍ଟୋରିଆ ଙ୍କ ୧ ରୁପା ମୁଦ୍ରା ର ମୂଲ୍ୟ ଏବେ ୨ ଲକ୍ଷ ଟଙ୍କା । ସେହି ପରି କିଛି ପୁରୁଣା ବ୍ରିଟିଶ ମୁଦ୍ରା ମଧ୍ୟ ଲକ୍ଷ ଲକ୍ଷ ଟଙ୍କାରେ ଆପଣ ବିକି ପାରିବେ । ତେବେ ବହୁତ ଲୋକ ଙ୍କ ବିଭିନ୍ନ ପ୍ରକାର ର ସଉକ ରହିଥାଏ ।

ବହୁତଜଣ ପୁରୁଣା ମୁଦ୍ରା କୁ ବହୁତ ଯତ୍ନ ସହକାରେ ରଖନ୍ତି ବହୁତ ଜଣ ଏହି ବିରଳ ମୁଦ୍ରା କୁ କିଣିବାକୁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ରାଜି ଅଛନ୍ତି । ତେବେ ଆପଣଙ୍କ ପାଖରେ ଯଦି ଏହିପରି କିଛି ବିରଳ ମୁଦ୍ରା ଅଛି ତେବେ ଆପଣ ଏହାକୁ ବିକ୍ରି କରି ଲକ୍ଷ ପତି ହେଇପାରିବେ ।

Leave a Reply

Your email address will not be published. Required fields are marked *