ରାଜ୍ୟ ଖବର

ଯେତେବେଳେ ଶିବଲିଙ୍ଗ ଙ୍କୁ ବଞ୍ଚେଇବା ପାଇଁ ଆସିଲେ ସ୍ୱୟଂ ଶେଷନାଗ ଦେଖନ୍ତୁ ସେତେବେଳର Live Visual

ଜେ ସି ବି ସାଇଟ୍ ରେ ମିଳିଲା ଏକ ଶିବ ଲିଙ୍ଗ।ଶିବ ଲିଙ୍ଗ କୁ ବଞ୍ଚାଇବା ପାଇଁ ଆସିଲେ ନାଗ ଦେବତା।ଭଗବାନ ଶିବ ବିଭିନ୍ନ ରୂପରେ ନିଜ ଭକ୍ତଙ୍କୁ ଦର୍ଶନ ଦେଇ କୃପା ଦୃଷ୍ଟି ରଖିଥାନ୍ତି।

କଣ ହେଲା ଏମିତି ଯେତେବେଳେ ଏକ ଶିବ ଲିଙ୍ଗ କୁ ବଞ୍ଚାଇବା ପାଇଁ ନାଗ ଦେବତା ଆସିଲେ।ତାପରେ ଯାହା ହୋଇଥିଲା ଲୋକମାନେ କହିଲେ ଏହା ଭୋଲାନଥଙ୍କ ଚମତ୍କାର।

ଦିଲ୍ଲୀର ମହାରୋଲି ଇଲାକାରେ ଏକ ମରାମତି କାମ ଚାଲିଥିଲା।ମିସ୍ତ୍ରୀ ମାନଙ୍କୁ କାମ ରୋକିବାକୁ ପଡ଼ିଲା।ମିସ୍ତ୍ରୀ ମାନେ ବିଲ୍ଡିଂ ପାଇଁ ଗାତ ଖୋଳୁଥିଲେ।ସେମାନେ ଖୋଳୁ ଖୋଳୁ ଏକ କଳା ପଥର ଦେଖିଲେ।

ଧ୍ୟାନ ରେ କାଢି ଦେଖିଲେ ଏକ ଶିବ ଲିଙ୍ଗ।ସେମାନେ ତାଙ୍କ ଇଞ୍ଜିନିୟରଙ୍କୁ ଏହି କଥା କହିଲେ। ଆମେ କୋଉଠୁ ଏହାକୁ ସ୍ଥାପିତ କରିବା? ଶିବ ଲିଙ୍ଗ କୁ ଏମିତି ମାଟି ଉପରେ ପକେଇ ରଖିବା ବହୁତ୍ ଖରାପ୍ ହେବ।

କିନ୍ତୁ ଇଞ୍ଜିନିୟର ଙ୍କୁ କାମ ଜଲ୍ଦୀ ସାରିବାର ଥିଲା।ସେଥିପାଇଁ ଶିବ ଲିଙ୍ଗକୁ ଗୋଟେ ସାଇଟ୍ ରେ ରଖିଦେଇ କାମ କରିବାକୁ କହିଲେ।ତାପରେ ଇଞ୍ଜିନିୟର ରାତି ରେ ଯେତେବେଳେ ଶୋଇଲେ ସେତେବେଳେ ତାକୁ ସ୍ବପ୍ନ ରେ ଖାଲି ନାଗ ଦେଖାଦେଲା।

ରାତିସାରା ସୋଇପାରିଲେ ନାହିଁ।ତାପରଦିନ ମିସ୍ତ୍ରୀ ମାନେ କାମ କରିବାକୁ ଆସି ଯାହା ଦେଖିଲେ ଆଶ୍ଚାଜ୍ୟ ହୋଇଗଲେ।ଶିବ ଲିଙ୍ଗ ଉପରେ ଗୋଟେ ନାଗ ବସିଥିଲା।ଏମିତି ଦୃଶ୍ୟ ଦେଖି ମିସ୍ତ୍ରୀ ମାନେ ଉପାସନା କରିବାକୁ ଲାଗିଲେ।

ଇଞ୍ଜିନିୟର ଆସି ଦେଖିକି ଏସବୁ ଡରିକି ଚିଲେଇଲେ। ମିସ୍ତ୍ରୀ କହିଲେ ଡର ନାହିଁ ଏଇଟା ଭଗବାନ ଶିବଙ୍କ ନାଗ ଅଟେ।ଆପଣ ଯାହା କରିଛନ୍ତି ହାତ ଯୋଡ଼ି କ୍ଷମା ମାଗନ୍ତୁ।ଏସବୁ ଶୁଣି ଇଞ୍ଜିନିୟର ନିଜ ଭୁଲ୍ ଜାଣି ଭଗବାନ ଶିବଙ୍କ ପାଖରେ ହାତ ଯୋଡ଼ି କ୍ଷମା ମାଗିଲେ।

ଏବଂ କହିଲେ ଶିବ ଲିଙ୍ଗ ପାଇଁ ଏକ ମନ୍ଦିର ତିଆରି କରିବି ସେଇଟା କେବେ ଭାଙ୍ଗି ପାରିବେ ନାହିଁ।ତାପରେ ଏକ ମଦିର ତିଆରି କରି ଶିବ ଲିଙ୍ଗ କୁ ଭଲ ପାଇବା ଦେଇ ସ୍ଥାପିତ କରିଲେ।ଏବଂ ଖୁସି ହୋଇ ସମସ୍ତେ ବମ ଵମ୍ ଭୋଲେ କହି ଆରାଧନା କରିଲେ।

Leave a Reply

Your email address will not be published. Required fields are marked *