ରାସ୍ତା ମଝିରେ ଖେଳ କରୁ କରୁ କ୍ୟାମେରା ଆଗରେ ଧରା ପଡିଲା ଏପରି ଦୃଶ୍ୟ ଦେଖିଲେ ହୋସ ଉଡିଯିବ

ସୋସିଆଲ ମିଡିଆରେ ବର୍ତ୍ତମାନ ଏପରି ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯାହା ଲକ୍ଷ୍ୟ ଲକ୍ଷ୍ୟ ଭିଉ ପାଇବାରେ ଲାଗିଛି l ଭିଡ଼ିଓରେ ରାସ୍ତାରେ ମହିଳା ଜଣଙ୍କ ବାଇକ ପଛପଟେ ବସିଥିବା ବେଳେ ଅନ୍ୟଜଣେ ବାଇକ ରେ ଆସି ମହିଳା ଙ୍କୁ କିଛି ଠାରିବାକୁ ଲାଗୁଛନ୍ତି l

ମହିଳା ମଧ୍ୟ ତାଙ୍କ ସହ ଇସାରା ରେ କଥା ବାର୍ତ୍ତା ହେବା ଆରମ୍ଭ କରିଦେଇଥିଲେ l କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ ର କଥା ହେଉଛି ମହିଳା ଯାହାଙ୍କ ସହ ଗାଡ଼ିରେ ଯାଉଥିଲେ ସେ କୌଣସି ମତେ ସେହି ଘଟଣା ସହ ପରିଚିତ ନଥିଲେ l

ପରେ ପରେ ମହିଳା ଜଣଙ୍କ ତାଙ୍କ ସହ କଥା ହୋଇଥିବା ବେଳେ ବାଇକରେ ଆସୁଥିବା ବ୍ୟକ୍ତି ଜଣଙ୍କ ଧୀରେ ଧୀରେ ତାଙ୍କ ଆଡକୁ ହାତ ବଢ଼ାଇବାକୁ ଚେଷ୍ଟା କରିଥିଲେ l ମାତ୍ର ସେହି ସମୟରେ ମହିଳା ଯାହାଙ୍କ ସହ ଗାଡ଼ିରେ ବସିଥିଲେ ସେ ଗାଡିକୁ ଜୋରେ ଚଳାଇ ଗାଡିର ଗତିକୁ ବଢ଼ାଇଦେଇଥିଲେ l

ଏହି ଦୃଶ୍ୟଟି ପଛରୁ କେହିଜଣେ ରେକଡ଼ କରିଥିବା ବେଳେ ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ଧୀରେ ଧୀରେ ଦେଖିବାକୁ ମିଳିଥିଲା ଯାହା ଖୁବ ଭାଇରଲ ହେବାରେ ଲାଗିଥିଲା l

ବର୍ତ୍ତମାନ ସୁଦ୍ଧା ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ଭାଇରଲ ହୋଇସାରିଛି l ଏଇଠି ଦେଖନ୍ତୁ ଭାଇରଲ ଭିଡ଼ିଓ ଟି ଏବଂ ଆପଣଙ୍କ ମତାମତ କଣ କମେଣ୍ଟ କରନ୍ତୁ ଏବଂ ସେଆର ନିଶ୍ଚିତ କରନ୍ତୁ ଧନ୍ୟବାଦ l

Leave a Comment

Your email address will not be published. Required fields are marked *

Scroll to Top