ଭାଇରାଲ ଭିଡିଓ

ରାସ୍ତା ମଝିରେ ଖେଳ କରୁ କରୁ କ୍ୟାମେରା ଆଗରେ ଧରା ପଡିଲା ଏପରି ଦୃଶ୍ୟ ଦେଖିଲେ ହୋସ ଉଡିଯିବ

ସୋସିଆଲ ମିଡିଆରେ ବର୍ତ୍ତମାନ ଏପରି ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯାହା ଲକ୍ଷ୍ୟ ଲକ୍ଷ୍ୟ ଭିଉ ପାଇବାରେ ଲାଗିଛି l ଭିଡ଼ିଓରେ ରାସ୍ତାରେ ମହିଳା ଜଣଙ୍କ ବାଇକ ପଛପଟେ ବସିଥିବା ବେଳେ ଅନ୍ୟଜଣେ ବାଇକ ରେ ଆସି ମହିଳା ଙ୍କୁ କିଛି ଠାରିବାକୁ ଲାଗୁଛନ୍ତି l

ମହିଳା ମଧ୍ୟ ତାଙ୍କ ସହ ଇସାରା ରେ କଥା ବାର୍ତ୍ତା ହେବା ଆରମ୍ଭ କରିଦେଇଥିଲେ l କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ ର କଥା ହେଉଛି ମହିଳା ଯାହାଙ୍କ ସହ ଗାଡ଼ିରେ ଯାଉଥିଲେ ସେ କୌଣସି ମତେ ସେହି ଘଟଣା ସହ ପରିଚିତ ନଥିଲେ l

ପରେ ପରେ ମହିଳା ଜଣଙ୍କ ତାଙ୍କ ସହ କଥା ହୋଇଥିବା ବେଳେ ବାଇକରେ ଆସୁଥିବା ବ୍ୟକ୍ତି ଜଣଙ୍କ ଧୀରେ ଧୀରେ ତାଙ୍କ ଆଡକୁ ହାତ ବଢ଼ାଇବାକୁ ଚେଷ୍ଟା କରିଥିଲେ l ମାତ୍ର ସେହି ସମୟରେ ମହିଳା ଯାହାଙ୍କ ସହ ଗାଡ଼ିରେ ବସିଥିଲେ ସେ ଗାଡିକୁ ଜୋରେ ଚଳାଇ ଗାଡିର ଗତିକୁ ବଢ଼ାଇଦେଇଥିଲେ l

ଏହି ଦୃଶ୍ୟଟି ପଛରୁ କେହିଜଣେ ରେକଡ଼ କରିଥିବା ବେଳେ ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ଧୀରେ ଧୀରେ ଦେଖିବାକୁ ମିଳିଥିଲା ଯାହା ଖୁବ ଭାଇରଲ ହେବାରେ ଲାଗିଥିଲା l

ବର୍ତ୍ତମାନ ସୁଦ୍ଧା ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ଭାଇରଲ ହୋଇସାରିଛି l ଏଇଠି ଦେଖନ୍ତୁ ଭାଇରଲ ଭିଡ଼ିଓ ଟି ଏବଂ ଆପଣଙ୍କ ମତାମତ କଣ କମେଣ୍ଟ କରନ୍ତୁ ଏବଂ ସେଆର ନିଶ୍ଚିତ କରନ୍ତୁ ଧନ୍ୟବାଦ l

Leave a Reply

Your email address will not be published. Required fields are marked *