ଭାଇରାଲ ଭିଡିଓ

ଝିଅଟି ଆସି Social Media ରେ କହିଦେଲା ଏମିତି କଥା ରାତା ରାତି ଭିଡ଼ିଓ ହେଇଗଲା ଭାଇରଲ ଦେଖନ୍ତୁ ଏହି ଭାଇରଲ ଭିଡ଼ିଓ –

ବନ୍ଧୁଗଣ ଏହି ଝିଅଟି ଆସି ସୋସିଆଲ ମିଡିଆରେ କହିଦେଲ ଏମିତି କଥା ରାତାରାତି ଭିଡ଼ିଓ ହେଇଗଲା ଭାଇରଲ । ଭିଡ଼ିଓ ଟିରେ ଝିଅଟି କହିଥିଲା ଦୁନିଆରେ ପୁଅ ଝିଅ ଙ୍କ ପ୍ରଭେଦ ବିଷୟରେ କିପରି ସମାଜ ରେ ପୁଅ ଝିଅ ଙ୍କ ପ୍ରତି ପ୍ରଭେଦ ରଖା ଯାଉଚି ।

ଝିଅଟେ ଭୁଲ କଲେ ତାହା ଭୁଲ କିନ୍ତୁ ଭୁଲ ପୁଅ ଟେ କଲେ ତାହା ଭୁଲ ନୁହେଁ l ସମାଜରେ ବର୍ତ୍ତମାନ ପୁଅ ଝିଅଙ୍କୁ ନେଇ ଖୁବ ପ୍ରଭେଦ ଆଲୋଚନା ହେଉଛି l

ପୁଅ ମାନଙ୍କ ସବୁ ଭୁଲ କୁ କ୍ଷମା ଅଛି ମାତ୍ର ଝିଅ ମାନଙ୍କ ଭୁଲ କେବଳ ଭୁଲ ନୁହେଁ ବରଂ ସମାଜ ଆଗରେ ପାପ ସଦୃଶ୍ୟ l ଠିକ ସେହିପରି ସମାଜରେ ସ୍ୱାମୀ ସ୍ତ୍ରୀ ଙ୍କ କଥାକୁ କହିଥିଲେ ଝିଅଟି l

ଯେତେବେଳେ ଯେବେ ସ୍ତ୍ରୀ ଥାଉ ଥାଉ ସ୍ୱାମୀର ମୃତ୍ୟୁ ହୋଇଥାଏ ତେବେ ସେ ସମାଜ ସେ ପୁଅ ପାଇଁ ଖୁବ ଚିନ୍ତା କରିଥାଏ ଏବଂ ତାହାର ଦ୍ୱିତୀୟ ବିବାହ ପାଇଁ ବ୍ୟବସ୍ତା ମଧ୍ୟ କରିଥାଏ l

ମାତ୍ର ସମାନ ଯଦି ସେହିରୂପରେ ଝିଅ ସହ ଏହା ଘଟେ ତେବେ ତାକୁ କୁହାଯାଏ ତୋ ଭାଗ୍ୟରେ ଦୁଃଖ ଥିଲା ଏମିତି ସାରା ଜୀବନ ଦୁଃଖରେ ବିତିଯିବି l ସ୍ୱାମୀ ଙ୍କ ଛଡା ଅନ୍ୟ ପର ପୁରୁଷଙ୍କ ଚିନ୍ତା ମଧ୍ୟ ମନକୁ ଆଣିବା ପାପ ସଦୃଶ୍ୟ l

ସେପରି ଭୁଲ କେବେ ନ କରି ସ୍ୱାମୀଙ୍କ ପ୍ରତି ସାରା ଜୀବନ ସଚ୍ଚୋଟ ହୋଇ ଜୀବନ ତ୍ୟାଗ କରିଦେବା ପାଇଁ l ଏହିପରି ଶିକ୍ଷା ଦିଅନ୍ତି ସମାଜ ଗୋଟିଏ ଝିଅପାଇଁ l

Leave a Reply

Your email address will not be published. Required fields are marked *