ରାଜ୍ୟ ଖବର

ଭାରତରେ ଏହିଁ 10 ଟି ଯାଗାରେ ହୁଏ ସବୁଠୁ ଖରାପ କାମ ଖୁଲମ ଖୁଲା ଅଫର ଦେଇ ବିକ୍ରି ହୁଅନ୍ତି ଝିଅ ଜାଣନ୍ତୁ ଭାରତର 10 ଟି Red light area

1- ମୁମ୍ୱାଇ ର କମଥାପୁରା -ଏ ହେଉଛି ଦେଶର ବହୁତ ପୁରୁଣା ସ୍ଥାନ ରେଡ୍ ଲାଇଟ୍ ଏରିଆ ଯୋଉ ଟା କି ୧୭୯୫ ରେ ଆରମ୍ଭ ହୋଇଥିଲା ।କୁହା ଯାଏ କି ଯେତେବେଲେ ଦେଶ ଈଂରେଜ୍ ମାନଙ୍କ ଗୁଲମ୍ ରେ ଥିଲା ସେତେବେଳେ ଏଠାରେ ବହୁତ ମଜା ମସ୍ତି କରିବାକୁ ଆସୁଥିଲେ।ରାତି ଦିନ ଝିଅ ମାନଙ୍କ ସହିତ ମସ୍ତି କରୁଥିଲେ ।

କୁହା ଯାଏ କି ଏହି ଇଲାକାରେ କିଛି ମହିଳା ମାନେ ଖରାପ କାମ କରିବା ଆରମ୍ଭ କରିଦେଇଥିଲେ। ଏଥି ପାଇଁ ଏହି ମହିଳା ମାନଙ୍କୁ ଈଂରେଜ ମାନଙ୍କ ଥୁ ପୁରା ଆଜାଦି ମିଳିଥିଲା।ଆଉ ଏହି ସ୍ଥାନ ରେଡ୍ ଲାଇଟ୍ ଏରିଆ ବୋଲି କୁହାଗଲା। ଏବେ ଦୁଇ ଲକ୍ଷ ମହିଳା ଏହି କାମ କରୁଛନ୍ତି।କିଛି ପଇସା ପାଇଁ ଆଉ କାହା ସହିତ ସମ୍ବନ୍ଧ ରଖନ୍ତି।

2-କୋଲକାତାର ସୋନଗାଛି-ଏହି ବିଷୟରେ କାହାକୁ ବି ଅଜଣା।ଗୋଟେ ସମୟରେ ସୋନଗାଚି ସହରର ବଡ଼ ଏଲାକ କୁହାଯାଉଥିଲା।କେତେ ମହିଳା ଅତି ରୁ ଏଗାର ହଜାର ମହିଳା ଦେ-ହ ବେପାର କାମ ରେ ଲିପ୍ତ ହୋଇଥାନ୍ତି ।ଶୋଭା ବଜାରରେ ଏହି କାମ ପାଇଁ ଲାଇସେନ୍ସ ମଧ୍ୟ ମିଳିଛି।ଏଠାରେ ବାରହଜାର ଝିଅ ଅଠର ବର୍ଷରୁ କମ୍ ମଧ୍ୟ ଅଛନ୍ତି ।

3-ଦେଲ୍ଲୀର ଜି.ବି ରୋଡ- ଦିଲ୍ଲୀ ର ମଝିରେ ଏହି ଜି. ବୀ ରୋଡ ରହିଛି। ଲାହୋରି ଗେଟ୍ ନାମରେ ବି ଜାଣନ୍ତି।ଏଠାରେ ହଜାର ପ୍ରକାର ଝିଅ ମିଳିବେ ଯିଏ ଦେ-ହ ବେପାର କରିଥାନ୍ତି।କେତେଥର ପୋଲିସ ମଧ୍ୟ ଧରିଛନ୍ତି। କିନ୍ତୁ କିଛି ବି ହେଲା ନାହିଁ। ଯେମିତି ଥିଲା ସେମିତି ହିଁ ଅଛି।ଏଠାରେ ଏହି କାରବାର ହୋଇଥାଏ।

4-ବାରାଣସୀର ଶିବଦାସପୁର- ଏହି ସ୍ଥାନକୁ ହିନ୍ଦୁ ମାନଙ୍କର ସବୁଠାରୁ ପବିତ୍ର ସ୍ଥାନ ମାନାଯାଏ।କିନ୍ତୁ ଏଥି ମଧ୍ୟ ବହୁତ୍ ବର୍ଷ ହେଲାଣି ଲୁଚି କରି ମହିଳାମାନଙ୍କର ଧନ୍ଦା ଚାଲିଥାଏ।ପ୍ରଥମେ ଶିବ ଦାସ ପୁର ରେ ହେଉଥିଲା କିନ୍ତୁ ଏବେ ବାରାଣସୀର ଦାଲ୍ମଣ୍ଡି ରେ ମଧ୍ୟ ହେଉଛି। ଏଠିକାର ଝିଅ ମାନେ ଛାତ ଉପରୁ ପୁଅ ମାନଙ୍କୁ ଇଶାରା ରେ ଡାକିଥାନ୍ତି।

5- ବିହାରର ମୂର୍ଜାଫୁର୍ ଚତୁର୍ଭୁଜ- ଏହି ସ୍ଥାନଟି ରାଜ୍ୟର ବଡ଼ ଇଲାକା ରୁ ଗୋଟେ ଅଟେ ।ସନ୍ଧ୍ୟାବେଳେ ଝିଅ ମାନେ ତାଙ୍କର କଷ୍ଟୋମର ମାନଙ୍କ ସହିତ ସମ୍ବନ୍ଧ ରଖିଥାନ୍ତି।

6- ଆଲାହାବାଦ ର ମିର୍ଗଞ୍ଜ- ଏଠାରେ ମଧ୍ୟ ଝିଅ ମାନେ ଧନ୍ଦା କାରବାର କରିଥାନ୍ତି।ଏଥି ଖାଲି ରାତି ରେ ନୁହେଁ ଦିନ ରେ ମଧ୍ୟ ପୁଅ ମାନଙ୍କର ଲାଇନ ଲାଗି ରହିଥାଏ।

7-ରେଶମ୍ ପୁରା- ମଧ୍ୟପ୍ରଦେଶ ର ସହର ଯେଉଁଠି ବହୁତ୍ କେତେ ଜିନିଷ ପାଇଁଁ ପ୍ରସିଦ୍ଧ ଅଟେ।କିନ୍ତୁ ଲୋକମାନେ ରେଶଂପୂରା ନାମରେ ଜାନୁଛନ୍ତି।ଏଠାରେ ମଧ୍ୟ ମହିଳା ଧନ୍ଦା କରିଥାନ୍ତି।

8- ନଗପୁରର ଗଙ୍ଗା ଯମୁନା – ମହାରାଷ୍ଟ୍ରର ବଡ଼ ସହର ନାଗପୁର
ନାଗପୁର ମଝିରେ ଗଙ୍ଗା ଯମୁନା। ଏଠି ପାଞ୍ଚ ହଜାର ର ମହିଳା ଧନ୍ଦା କରିଥାନ୍ତି।

9- ପୁନେର ବୁଧିଏରପେଥ- ନମାରୁ ଜାଣନ୍ତୁ ନୁ ଯେ ଏଥି କେବଳ ବୁଧବାରକୁ ହି ଧନ୍ଦା ହୋଇଥାଏ। ଏଠାରେ ହଜାର ସଂଖ୍ୟକ ନେପାଳୀ ମହିଳା ଧନ୍ଦା କରିଥାନ୍ତି।

10- କବାରି ବଜାର – ୟୁ. ପି ର ଆଉ ଗୋଟେ ସହର ଯେଉଁଟାକି ଦେଲ୍ଲୀର ପାଖାପାଖି ଅଛି।ଏଠାରେ ମଧ୍ୟ ରାତି ଦିନ ମହିଳା ମାନେ ଧନ୍ଦା କରିଥାନ୍ତି। ଝିଅ ମାନେ ଇଶାରା କରିକି ଦାକିଥାନ୍ତି।

Leave a Reply

Your email address will not be published. Required fields are marked *