Ollywood

ଜାଗୃତି ଙ୍କୁ ନେଇ ଅନୁଭବ କଲେ ବଡ଼ ଖୁଲାସା।ତାଙ୍କୁ ଜାଣିଶୁଣି ବଦନାମ କରାଗଲା,ଆମ ଭିତରେ ସେମିତି କିଛି ନାହିଁ!

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାବେ ସମସ୍ତେ ସୋସିଆଲ ମିଡିଆରେ ଓଲିଉଡ ଜଗତର ଖବର ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତା ଅନୁଭବ ମହାନ୍ତିଙ୍କୁ ଭଲଭାବରେ ଜାଣିଥିବେ ।

ଅଭିନେତା ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ କଳହ ବିଷୟରେ ଆପଣମାନେ ସମସ୍ତେ ତ ଜାଣିଥିବେ । ଏହି ଅଭିନେତା ଜଣକ ବର୍ଷାଙ୍କ ଠାରୁ ଛାଡ଼ପତ୍ର ଚାହୁଁଥିଲେ କିନ୍ତୁ ବର୍ଷା ତାଙ୍କୁ ଛାଡପତ୍ର ଦେଉ ନଥିଲେ ।

ତାଙ୍କର ଘଟଣା ପରିବାର କୋର୍ଟରେ ସମାଧାନ ହୋଇପାରିଲା ନାହିଁ ଆଉ ଏହି ଘଟଣାକୁ ନେଇ ଏବେ ହାଇକୋର୍ଟରେ ରାୟ ଦେଇଛି । ହାଇକୋର୍ଟ ଏବେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କର ଛାଡ଼ପତ୍ର ପାଇଁ ଅନୁମତି ଦେଇଛନ୍ତି ।

ବର୍ଷା ଏବେ ଦୁଃଖିତ ଅଛନ୍ତି । ଆଉ ଅନୁଭବ ମହାନ୍ତି ଖୁସି ଅଛନ୍ତି । ଏହି ଘଟଣା ଅର୍ଥାତ୍ ଛାଡ଼ପତ୍ର ପାଇଁ ଅନେକ ଲୋକମାନେ ଅନୁଭବ ମହାନ୍ତିଙ୍କ ବନ୍ଧୁ ଜାଗୃତି ଶୁକ୍ଳାଙ୍କୁ ଦୋଷ ଦେଉଛନ୍ତି । ଏହି ଖବରକୁ ନେଇ ଗଣମାଧ୍ୟମ ଆଗରେ ଅନୁଭବ ମହାନ୍ତି କିଛି କହିଛନ୍ତି ।

ସେ କହିଛନ୍ତି ବର୍ଷାଙ୍କୁ ସେ ୬ ବର୍ଷ ଭଲପାଇବା ପରେ ତାଙ୍କୁ ବିବାହ କରିଥିଲେ । ଆଉ ସେ ୨୦୧୪ ମସିହାରେ ବିବାହ କରିଥିଲେ । ୨୦୧୪ ମସିହାରେ ସେମାନେ ବିବାହ କରିଥିଲେ । ବର୍ଷା ଆଉ ଅନୁଭବ ମହାନ୍ତିଙ୍କ ମଧ୍ୟରେ କେବେବି ଭଲପାଇବା ନଥିଲା ।

ଅନୁଭବ ମହାନ୍ତି କହିଛନ୍ତି କି ବର୍ଷା ଯଦି ତାଙ୍କୁ ସ୍ବାମୀ ବୋଲି ମାନିଥାନ୍ତେ ବା ଭଲ ପାଇଥାନ୍ତେ ତାହେଲେ କେବେବି ସେ ତାଙ୍କୁ ଛାଡି ନଥାନ୍ତି । ସେଥିପାଇଁ ସେ ତାଙ୍କୁ ଛାଡି ଦେଲେ । ଆଉ ଏହାର କାରଣ ଜାଗୃତି ଶୁକ୍ଳା ନୁହଁନ୍ତି ।

ଲୋକମାନେ ତାଙ୍କୁ ଦାୟୀ କରୁଛନ୍ତି କାରଣ ସେ ହେଉଛନ୍ତି ଜଣେ ଝିଅ । ଆଉ ସେ ତାଙ୍କର ବନ୍ଧୁ । ବନ୍ଧୁ ହୋଇଥିଲେ କିନ୍ତୁ ସେ କେବେବି ତାଙ୍କ ଦୁଇଜଣଙ୍କୁ ଅଲଗା କରି ନାହାନ୍ତି । ବର୍ଷା ବିବାହ କରିବା ପରେ ସିନ୍ଦୂର ପିନ୍ଧନ୍ତି ନାହିଁ କିନ୍ତୁ ଏବେ ଅଧିକ ସିନ୍ଦୂର ପିନ୍ଧୁଛନ୍ତି ।

ଅନୁଭବ ମହାନ୍ତିଙ୍କ ମାଆ ମଧ୍ୟ ତାଙ୍କୁ ଅନେକ କଥା କହିଛନ୍ତି କି ଚୁଡ଼ି ପିନ୍ଧ କିନ୍ତୁ ସେ ଆଜିକା ଯୁଗର କଥା ମାନନ୍ତି ନାହିଁ । ଅନୁଭବ ମହାନ୍ତିଙ୍କୁ ଏବେ ସମସ୍ତେ ତାଙ୍କ ଛାଡ଼ପତ୍ର ପାଇଁ ପାର୍ଟି ମାଗୁଛନ୍ତି । ଏଭଳି ଅନେକ କଥା ଅନୁଭବ ମହାନ୍ତି କହିଛନ୍ତି ।

Leave a Reply

Your email address will not be published. Required fields are marked *