ରାଜ୍ୟ ଖବର

January 4 ତାରିଖରେ sumit-tapaswini ଖେଳ ସରିବ ଶେଷ ଶୁଣାଣି ଦେବେ ଜିଲ୍ଲା କୋର୍ଟ

ସୁମିତ ତପସ୍ୱିନୀ ମାମଲାରେ ପୁଣି ଚାଞ୍ଚଲ୍ୟ କର ବୟାନ ଆସିଚି ସାମ୍ନାକୁ । ଜିଲ୍ଲା କୋର୍ଟ ରେ ଜାନୁଆରୀ ୪ ତାରିଖରେ ଶେଷ ପର୍ଯ୍ୟାୟ ଶୁଣାଣି ହେବ ବୋଲି ସ୍ପଷ୍ଟ ହୋଇଛି ।

ତେବେ ଏବେ ସୁଦ୍ଧା ତପସ୍ୱିନୀ ଙ୍କ ସାମ୍ନାକୁ ଆସିନାହାନ୍ତି ସୁମିତ୍ ଏବଂ କୌଣସି ପ୍ରକାର ରେ ଖସିବାକୁ ଚେଷ୍ଟା କରୁଛନ୍ତି ସବୁ ସମୟରେ । ମାତ୍ର ଜାନୁଆରୀ ୪ ତାରିଖରେ ସୁମିତ ଆଉ କିଛି ବାହାନା କରିପାରିବେନି ବୋଲି ଆଶା ରଖିଛନ୍ତି ତପସ୍ୱିନୀ ।

ଶୁଣାଣି ହେଉ କିମ୍ବା ନ ହେଉ ସୁମିତ ଙ୍କ ଅଡିଓ ଏବଂ ଭିଡିଓ ରୁ ଯାହା ସ୍ପଷ୍ଟ ଜଣା ପଡ଼ିଥିଲା ଆଉ ଏକାଠି ରହିବାକୁ ଚାହୁଁ ନାହାନ୍ତି ସୁମିତ । ୭ ଜନ୍ମ ରେ ଆଉ ମିଳନ ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ।

ତପସ୍ଵିନୀ ନ୍ୟାୟ ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି । କିନ୍ତୁ ସୁମିତ କୌଣସି ମତେ ଏହି ସମ୍ପର୍କ କୁ ଆଉ ବଞ୍ଚାଇବା ପାଇଁ ଚାହୁଁ ନାହାନ୍ତି । ତେବେ ୪ ତାରିଖରେ ଶେଷ ଶୁଣାଣି ହେବ ବୋଲି ଆଶା ରଖା ଯାଇଛି ।

Leave a Reply

Your email address will not be published. Required fields are marked *