ଦୁନିଆରେ ସବୁଠୁ ଅଦଦ୍ଭୁତ Job ମିଳେ ପ୍ରଚୁର ଟଙ୍କା କିନ୍ତୁ କରିବାକୁ ପଡେ ଏହିପରି ଘୃନ୍ୟ କାମ

ସମାଜରେ ଏମିତି ବିଚିତ୍ର ଚାକିରି ରହିଛି ଯାହାକି ଲୋକମାନେ ଏହି ଚାକିରି କରି କୁଣ୍ଠାବୋଧ ମଧ୍ୟ କରୁନାହାନ୍ତି।ଜାଣନ୍ତୁ ୬ ଟି ଏଭଳି ଚାକିରି ଯାହାକି ଶୁଣିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ

୧- କାଖ ସୁଙ୍ଗିବା- ଏହି ଚାକିରୀରେ ଆପଣଙ୍କୁ ଗୋଟେ ଲୋକର କାଖ ସୁଙ୍ଗି ବାକୁ ପଡିବ।ଗୋଟେ କମ୍ପାନୀର ପ୍ରଡକ୍ଟ ଟିକୁ ଟେଷ୍ଟ କରିବା ପାଇଁ ଲୋକମାନଙ୍କର କାଖ ସୁଙ୍ଗିବା କୁ ପଡ଼ିଥାଏ।ଯେଉଁ ମାନେ ଟେଷ୍ଟ କରିଥାନ୍ତି ସେମାନେ କାଖ ଶୁଙ୍ଗି ଥାନ୍ତି। ଏବଂ ପଇସା ରୋଜଗାର କରନ୍ତି ।

୨- ଚାଇନା ସରକାର ଏକ ନିଷ୍ପତି ନେଇଛନ୍ତି ଯେ ମେଟ୍ରୋ ଷ୍ଟେସନ ରେ ଏମିତି ଲୋକଙ୍କୁ ଚାକିରି ଦେଇଛନ୍ତି ,ମେଟ୍ରୋ ଷ୍ଟେସନ ରେ ଯେଉଁମାନେ ଯାଉଥିବେ ଭିତରକୁ ପୁଷ୍ କରି ବା ଧକା ଦେବା ଚାକିରି।

ଟ୍ରେନରେ ଲୋକ ଫୁଲ ହେଇଗଲେ ଆଉ ଯେଉଁ ଲୋକ ରହିଯାନ୍ତି ସେମାନଙ୍କୁ ଜୋର୍ କରି ଭିତରକୁ ଧକା ଦେଇଥାନ୍ତି।ସେ କିଛି ଦେଖନ୍ତିନି ବୁଢ଼ା ଲୋକ,ଗ-ର୍ଭ-ବ-ତୀ ମହିଳା ଯିଏ ଥାନ୍ତି ଧକା ଦେଇଥାନ୍ତି।ଏଥିପାଇଁ ଭଲ ଟଙ୍କା ମିଳିଥାଏ।

୩- ବାନ୍ତି ସଫା କରିବାର ଚାକିରି – ନିଉୟର୍କରେ ସବୁଠୁ ବଡ଼ ମେଳା ଲାଗିଥାଏ।ଆକାଶ ଝୁଲାରେ ବସିଲେ କି ବହୁତ୍ ପ୍ରକାର ଖେଳରେ ମୁଣ୍ଡ ବୁଲେଇଥାଏ କିଏ ଡରି ଯାଇଥାନ୍ତି। ବାନ୍ତି ମଧ୍ୟ କରିଥାନ୍ତି।ସେଥିପାଇଁ ସେଠି ବାନ୍ତି ସଫା କରିବା ପାଇଁ ଲୋକ ଚାକିରି କରିଥାନ୍ତି।

୪- ଲୋକ ପପ୍ ଗଲେ ମଦ ପିଇ ଥାନ୍ତି।ଓ ନିଶା ହୋଇଗଲେ ସେତେବେଳକୁ ଲୋକମାନେ ଘରକୁ ଆସି ପାରନ୍ତି ନାହିଁ।ସେଥିପାଇଁ ପପ୍ ବାର୍ ରେ ଜଣେ ଇଲେକଟ୍ରିକ୍ ଶକ୍ ଦେବା ପାଇଁ ଲୋକଙ୍କୁ ଚାକିରି ମିଳିଛି।ଜୋରରେ ଝଟକା ଦିଅନ୍ତୁ ଏବଂ ଲୋକମାନଙ୍କର ନିଶା ଉତୁରି ଯାଏ।

୫- ଜାପାନରେ ଝିଅମାନେ ପଇସା ଦେଇ ବୟଫ୍ରେଣ୍ଡ ସିଲେକ୍ଟ କରିଥାନ୍ତି।ଝିଅମାନେ ଆଣ୍ଡ୍ରଏଡ ଏଫ୍ ଜରିଆରେ ପୁଅ ମାନଙ୍କୁ ପଇସା ଦେଇଥାନ୍ତି।ଓ ତାଙ୍କ ସହିତ ରିଲେସନ ରଖିଥାନ୍ତି।ଏହି ଚାକିରି ଏବେ ଯାଏଁ ମଧ୍ୟ ଜାପାନ ରେ ରହିଛି।

୬- ଇରାନ୍ ସରକାର ଏବେ ରୁଲ୍ କରିଛନ୍ତି ଯେ ଆପଣ ଅଡ୍ ନମ୍ବର୍ ଧରିକି ଯାନ ଚଲେଇ ପାରିବେନି।୦୦୬ ନହେଲେ ୦୦୯ ଏହି ଭଳି ନମ୍ବର୍ ଯାନ ଚଳେଇବେ ନାହିଁ।

https://youtu.be/ix4znPjuVBI

ଇଭିନ ନମ୍ବର୍ ଯାନ ବାଛିବାକୁ ପଡିବ ଏବଂ ଯେଉଁ ନମ୍ବର୍ ପ୍ଲେଟ୍ ସର୍ବସାଧାରଣ ଭାବରେ ଗ୍ରହଣ କରା ଯାଇପାରିବ।ବହୁତ୍ ଗାଡ଼ି ଅଛି ସେ ନମ୍ବର୍ ସବୁ ଅଡ୍ ।ଲୁଚେଇ ବା ପାଇଁ ଜଣେ ଜଣେ ବ୍ରୋକର୍ ଅଛନ୍ତି।ସେମାନେ ଚାକିରି ମଧ୍ୟ ପାଇଥାନ୍ତି।ବହୁତ୍ ପଇସା ରୋଜଗାର କରିଥାନ୍ତି।ଇରାନ ରେ ଏହି ଚାକିରି ଏବେ ଯାଏଁ ବି ରହିଛି।

Leave a Comment

Your email address will not be published. Required fields are marked *

Scroll to Top