Special Reportରାଜ୍ୟ ଖବର

ଝିଅ ନାଚିଲା ହଲେଇ ହଲେଇ, ଲୋକେ ଦେଖି ହୋଇଗଲେ କାବା!

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଆପଣ ମାନେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଘଟଣା ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଥାନ୍ତି। ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି।

ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଇଣ୍ଟରନେଟ ଦୁନିଆରେ ବିଭିନ୍ନ ପ୍ରକାରର ଭିଡିଓ ପ୍ରତିଦିନ ଦେଖିବାକୁ ମିଳିଥାଏ। ଆପଣମାନେ ଜାଣିଥିବେ ଅନେକ ସମୟରେ ସ୍କୁଲ୍ ରେ ହେଉ ଅବା କଲେଜ ରେ ହେଉ ପ୍ରୋଗ୍ରାମ ହୋଇଥାଏ।

ଯେଉଁଥିରେ ଛାତ୍ରଛାତ୍ରୀ ମାନେ ଡାନ୍ସ ରେ,ଗୀତରେ,ଅଭିନୟ ରେ ଭାଗ ନେଇଥାନ୍ତି।ଅନେକ ଛାତ୍ରଛାତ୍ରୀ ମାନେ ଅଛନ୍ତି ନିଜର ପ୍ରତିଭା ଦେଖାଇଥାନ୍ତି।ସମସ୍ତେ ବହୁତ ଖୁସି ମଧ୍ୟ ହୋଇଥାନ୍ତି।

ବର୍ତ୍ତମାନ ସେହିପରି ଏକ ଭିଡିଓ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣମାନେ ବହୁତ ଖୁସି ହେବେ। ବର୍ତ୍ତମାନ ଦେଖିବାକୁ ମିଳିଛି ଯେ ଏକ ସ୍କୁଲ୍ ରେ ପ୍ରୋଗ୍ରାମ ହେଉଅଛି।

ତେବେ ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ସ୍କୁଲ ଛାତ୍ରୀ ଜଣକ ବହୁତ ସୁନ୍ଦର ନାଚ କରୁଛନ୍ତି। ଏହି ସ୍କୁଲ ଛାତ୍ରୀ ଜଣକ ନାଚିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି। ଏହି ଭିଡିଓ ଦେଖିଲେ ଯେ କେହିବି ଖୁସି ହୋଇଯିବେ।

ଏହି ଝିଅଟି ଏତେ ସୁନ୍ଦର ଭାବରେ ନାଚ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆପଣମାନେ ସମସ୍ତେ ଏହି ନାଚ ଦେଖିଲେ ଭାବିବେ କି ଏହି ପିଲାଟି ହୁଏତ ନାଚ ଶିକ୍ଷା କରୁଛି।

କାରଣ ଏହି ଝିଅଟି ଏତେ ସୁନ୍ଦର ନାଚ କରିଛି। ଏହି ଝିଅଟି ସ୍କୁଲ ଡ୍ରେସ୍ ପିନ୍ଧି ନାଚ କରୁଛି। ସ୍କୁଲରେ କିଛି କାର୍ଯ୍ୟକ୍ରମ ଚାଲିଥିଲା। ଆଉ ଏହି କାର୍ଯ୍ୟକ୍ରମରେ ଛାତ୍ରୀ ଜଣକ ନାଚ କରୁଛି। ଏହି ଛାତ୍ରୀ ଜଣକ ନାଚ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

https://youtu.be/uQFlDOLC5Fk?si=6WUgiGYQGEHUu5xZ

ଏହି ଝିଅଟିର ଭିଡିଓ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓ ଏବେ ବହୁତ ପରିମାଣରେ ଲୋକପ୍ରିୟତା ହାସଲ କରିଛି। ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ହେଉଛି। ସତରେ ଝିଅଟିର ନାଚ ବହୁତ ସୁନ୍ଦର ଏବଂ ହୃଦୟସ୍ପର୍ଶୀ।

Leave a Reply

Your email address will not be published. Required fields are marked *