Special Report

ଜଙ୍ଗଲକୁ ଆସିଥିଲେ ଖେଳ କରିବାକୁ, ଧରା ପଡ଼ିବା ପରେ କହିଲେ ମୋତେ ସେ କରିବ ତୁମେ କାହିଁକି ମୋତେ ରଖୁଛ!!

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକା ସମାଜରେ ପ୍ରେମ କରି ଲୋକମାନେ ଏଭଳି କାମ କରୁଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଦେଖିପାରିବେ ଯାହାକୁ ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବା ସହ ଅନେକ କଥା ଆପଣଙ୍କ ମନକୁ ଆସିବ । ଆଜିକାଲି ଦୁନିଆ ବହୁତ ଖରାପ ହୋଇଗଲାଣି ।

ସମାଜରେ ଏଭଳି ସବୁ ଲୋକ ଅଛନ୍ତି ଯେଉଁମାନେ ଏହି ସମାଜକୁ ବଦନାମ୍ କରୁଛନ୍ତି । ଆଜିକାଲିର ଯୁବପିଢୀ ଭଲ ପାଇ ଏଭଳି ସବୁ କାମ କରୁଛନ୍ତି ଯେଉଁଥିପାଇଁ ସମାଜ ବଦନାମ୍ ହେଉଛି । ଆଜିକାଲିର ଯୁବକ ଆଉ ଯୁବତୀ ଭଲପାଇ ଏକାନ୍ତରେ ସମୟ ବିତାଇବାକୁ ଚାହାଁନ୍ତି ।

କିନ୍ତୁ ଏହି ଯୁବକ ଆଉ ଯୁବତୀଙ୍କୁ ଦେଖି ଦେଇଥିଲେ ଲୋକେ ।ଆଉ ସେମାନେ ସମୟ ବିତାଇବା ପାଇଁ ବାରଣ ହୋଇଥିଲା । ଏହି ଯୁବକ ଆଉ ଯୁବତୀ ପ୍ରେମ କରି ଜଙ୍ଗଲକୁ ଯାଇଥିଲେ ।

ଆଜିକାଲି ଯୁଗର ଯୁବକ ଆଉ ଯୁବତୀ ପ୍ରେମରେ ପଡ଼ି କେବଳ ଅନ୍ତରଙ୍ଗ ସମୟ ବିତାଇବା ପାଇଁ ଚାହୁଁଛନ୍ତି କିନ୍ତୁ ସେମାନେ ବୁଝି ପାରୁନାହାନ୍ତି କି ଏହା ଭଲ ନୁହେଁ । ଏହି ଯୁବକ ଆଉ ଯୁବତୀ ଭଲପାଇ ଜଙ୍ଗଲ ଭିତରକୁ ଯାଇଥିଲେ ।

ସେଠାରେ ସେମାନେ ସମୟ ବିତାଇବାକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଲୋକମାନେ ଦେଖି ଦେଇଥିଲେ । ଆଉ ଲୋକମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ କିନ୍ତୁ ଏହି ଯୁବକ ଆଉ ଯୁବତୀ ଏହାର ଉତ୍ତର ଦେଇଥିଲେ ।

ଯୁବତୀ ଜଣକ କହିଥିଲେ କି ସେ ଏକାନ୍ତରେ ସମୟ ବିତାଇବା ପାଇଁ ଆସିଛନ୍ତି । ଆଉ ସେମାନେ ଘରେ ସମୟ ବିତାଇ ପାରୁ ନାହାଁନ୍ତି ସେଥିପାଇଁ ସେମାନେ ଜଙ୍ଗଲକୁ ଆସିଥିଲେ । ଲୋକମାନେ ତାଙ୍କୁ କାହିଁକି ରୋକିଥିଲେ ବୋଲି ଦେ କହିଥିଲେ ।

https://youtu.be/MbApQ_YgNrY?si=T2eMttVRdlG98TUA

ଏବେ ଏହି ଯୁବକ ଜଣକ ଏହି କଥା ଶୁଣି କିଛି କହି ନଥିଲେ । କିନ୍ତୁ ଯୁବତୀ ଜଣଙ୍କର ଏଭଳି ସବୁ କଥା ଶୁଣି ଲୋକମାନେ ଚୁପ୍ ହୋଇ ଯାଇଥିଲେ । ଏବେ ଏହି ଘଟଣାକୁ ନେଇ ଏହି ଯୁବକ ଆଉ ଯୁବତୀ ଚର୍ଚ୍ଚାରେ ଅଛନ୍ତି । ଲୋକମାନେ ଅନେକ କଥା କହୁଛନ୍ତି ।

Leave a Reply

Your email address will not be published. Required fields are marked *