Special Report

ଟିକେ ଗେହ୍ଲ ହେବାକୁ ଆସିଥିଲୁ, ଏମିତି ଆଉ କରିବୁନି ଆମକୁ ଛାଡ଼ି ଦିଅ…

 

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣଙ୍କ ମନରେ ଅନେକ କଥା ଆସିବ ।

ଲୋକମାନେ ପ୍ରେମ କରି ଏଭଳି କାମ କରନ୍ତି ଯାହା ଏହି ସମାଜ ପାଇଁ। ନିନ୍ଦନୀୟ ଅଟେ । ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ଇଜ୍ଜତକୁ ମଧ୍ୟ ଖାତିର କରନ୍ତି ନାହିଁ ।

ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ଅନେକ କଥା ଆସୁଛି । ଲୋକମାନେ ଏଭଳି ପ୍ରେମ କରୁଛନ୍ତି ଯାହା ପାଇଁ ସେମାନେ ବଦନାମ୍ ମଧ୍ୟ ହେଉଛନ୍ତି । ବଦନାମ୍ ହୋଇ ଲୋକମାନେ ଏଭଳି କରିବା କଣ ଠିକ୍ ।

ଏହି ଭିଡିଓରେ ଆପଣମାନେ ଏଭଳି କିଛି ଦୃଶ୍ୟ ଦେଖିପାରିବେ ଯାହାକୁ ଦେଖିବା ପରେ ଅନେକ କଥା ଆପଣଙ୍କ ମନକୁ ଆସିବ । ପ୍ରେମ କରି ଲୋକମାନେ ଭୁଲି ଯାଉଛନ୍ତି ଏହା ସମାଜ ପାଇଁ ଖରାପ ବୋଲି ଆଉ ଏଭଳି କାମ କରୁଛନ୍ତି ।

ଏହି ସମାଜରେ ପ୍ରେମ କରି ଅନେକ ଲୋକ ବଦନାମ୍ ହେଉଛନ୍ତି । ଆଜିକାଲି ଯୁଗର ଯୁବକ ଆଉ ଯୁବତୀ ଯେଉଁ ପ୍ରେମ କରୁଛନ୍ତି ସେଥିପାଇଁ ସେମାନେ ବଦନାମ୍ ହେବା ଡଃ ସମାଜ ଉପରେ ଏହାର ଖରାପ ପ୍ରଭାବ ମଧ୍ୟ ପଡୁଛି ।

ଏହି ସମାଜରେ ଏହି ଲୋକମାନେ ସତରେ ବହୁତ ଖରାପ । ଯୁବକ ଆଉ ଯୁବତୀ ପ୍ରେମ କରୁଥିଲେ । ଆଉ ସେମାନେ ଧାରା ମଧ୍ୟ ପଡ଼ିଲେ ଆଉ ଏହାପରେ ତାଙ୍କର ଏଭଳି ଅବସ୍ଥା ହେଲା ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଯୁବତୀ ଜଣକ କାନ୍ଦୁଛନ୍ତି ।

ଯୁବତୀ ଜଣକ କାନ୍ଦିବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଯୁବକ ଆଉ ଯୁବତୀ ପରସ୍ପରକୁ ଭଲ ପାଉଥିଲେ । ଆଉ ସେମାନେ ପ୍ରେମ କରିଲା ପରେ ଏକାଠି ବୁଲିବାକୁ ଯାଇଥିଲେ । ସେଠାରେ ତାଙ୍କୁ ଲୋକମାନେ ଦେଖି ଦେଇଥିଲେ ।

https://youtu.be/FRalvrE4pLU?si=C9x5NDoUBq7mtL86

ଆଉ ସେମାନଙ୍କୁ ଦେଖି ସେମାନଙ୍କର ଭିଡିଓ କରିଥିଲେ । ଏହି ଭିଡିଓ ସେମାନଙ୍କୁ ଦେଖାଇବା ପରେ ଯୁବତୀ ଜଣକ କାନ୍ଦୁ ଥିଲେ । ଯୁବକ ଆଉ ଯୁବତୀ କାନ୍ଦି କାନ୍ଦି କହୁଥିଲେ ସେମାନେ ଆଉ ଏକାଠି ବୁଲିବେ ନାହିଁ । ଏଭଳି ସବୁ କଥା ଏହି ଭିଡିଓ ଦ୍ଵାରା ଜଣାପଡିଛି ।

Leave a Reply

Your email address will not be published. Required fields are marked *