ଭାଇରାଲ ଭିଡିଓ

ଛିଃ ଛିଃ…ସ୍କୁଲକୁ ଆସି ହଲେଇ ହଲେଇ ନାଚିଲେ ଦିଦି, ଭିଡ଼ିଓ ହେଲା ଭାଇରାଲ୍

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ତେବେ ସମାଜରେ ଶିକ୍ଷକଙ୍କ ସ୍ଥାନ ସବୁବେଳେ ଉପରେ ଥାଏ, କାରଣ ଶିକ୍ଷକଙ୍କ ଦ୍ୱାରା ଆଗାମୀ କାଲିର ଭବିଷ୍ୟତ ସ୍ଥିର ହୋଇଥାଏ। ଶିକ୍ଷକ ହିଁ ଅଜ୍ଞାନରୂପୀ ଅନ୍ଧକାରକୁ ଦୂର କରି ଜ୍ଞାନର ପଥ ଦେଖାଇଥାନ୍ତି।

ବାପା ମାଆଙ୍କ ଅପେକ୍ଷା ଶିକ୍ଷକଙ୍କ ସ୍ଥାନ ଅନେକ ଉପରେ, ପ୍ରତ୍ୟେକ ଛାତ୍ର ଛାତ୍ରୀ ଶିକ୍ଷକଙ୍କ ଠାରୁ ଶିକ୍ଷା କରିଥାନ୍ତି। ତେବେ ଗୋଟିଏ ଶିଶୁ କୁ ଜଣେ ଉତ୍ତମ ତଥା ଭଲ ମଣିଷ କରିବା ପାଇଂ ଜଣେ ଶିକ୍ଷକ ଙ୍କ ବହୁତ ବଡ ହାତ ରହିଥାଏ।

କାହିଁକି ନାଁ ଶିକ୍ଷକ ଚାହିଁଲେ ଜଣେ ପିଲାକୁ ଦେଶର ଉତ୍ତମ ନାଗରିକ ଗଢି ପାରିବେ ଏବଂ ତାର ଉତ୍ତମ ଭବିଷ୍ୟତ ଗଢି ପାରିବେ ଆଉ ଯଦି ସେହି ଶିକ୍ଷକ ଚାହିଁବେ ତାହେଲେ ଜଣେ ଶିଶୁର ଭବିଷ୍ୟତକୁ ଅନ୍ଧକାର ମଧ୍ୟ କରି ଦେଇପାରିବେ।

କିନ୍ତୁ ସବୁ ଶିକ୍ଷକ ମାନେ ଏକା ପରି ନୁହଁନ୍ତି ଆଜି ବି ଅନେକ ଶିକ୍ଷକ ତଥା ଶିକ୍ଷୟତ୍ରୀ ମାନେ ରହିଛନ୍ତି ଯେଉଁମାନେ ଦେଶର ଆଗାମୀ ଭବିଷ୍ୟତ କୁ ସୂଚାରୁ ରୂପେ ଗଢି ତୋଳିବା ପାଇଁ କର୍ତ୍ତବ୍ୟ ନିଷ୍ଠା ଏବଂ ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି।

ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହୋଇଛି ସେହି ଭିଡିଓ ରେ ଜଣେ ସ୍କୁଲ୍ ଶିକ୍ଷୟତ୍ରୀ ପିଲାମାନଙ୍କୁ ପାଠ ପଢ଼ାଇବା ସମୟରେ ପିଲାଙ୍କ ସାମ୍ନାରେ ଅଣ୍ଟା କୁ ହଲେଇ ନାଚୁଛନ୍ତି ।

କେହି ଜଣେ ଏହି ଭିଡିଓ କୁ ରେକର୍ଡ କରିଥିଲେ। ବର୍ତ୍ତମାନ ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ତାଙ୍କ ଡ୍ୟାନ୍ସ ଏତେ ମନଲୋଭା ଏବଂ ଆକର୍ଷଣୀୟ ଯେ ଆପଣ ତାଙ୍କୁ ଦେଖିବାକୁ ହିଁ ରହିଯିବେ।

ଏଵଂ ଆପଣଙ୍କର ଆଖି ତାଙ୍କ ଠାରୁ ଦୂରେଇ ପାରିବେ ନାହିଁ। ସ୍କୁଲ ମାଡାମ ଜଣଙ୍କ ଗୀତ ର ତାଳ ରେ ତାଳ ମିଶାଇ ଡ୍ୟାନ୍ସ କରିବା କୁ ଲାଗିଛନ୍ତି, ସୁନ୍ଦର ଠୁମକା ଡ୍ୟାନ୍ସ ଦେଖି ସବୁ ପାଗଳ।

https://youtu.be/V1b_9AcUhiM?si=Y5ts2sZFkdosHUzx

ତେବେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଭାଇରଲ ହେବା ପରେ ଲୋକମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରିଥିବା ଜଣାପଡ଼ିଛି। ସୋସିଆଲ ମିଡ଼ିଆ ରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଯୁବତୀ ଙ୍କର ଡ୍ୟାନ୍ସ କୁ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *