Special Report

ମୁଖ୍ୟମନ୍ତ୍ରୀଙ୍କ ଉପରେ ରାଗିଲେ ଜନସାଧରଣ,କହିଲେ ନବୀନ ମୋ ହାବୁଡେ ପଡିଲେ ତାକୁ ଘୋଷାଡି ଆଣିବି!

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ।

ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଏବେ ଦେଖିବେ ଯାହାକୁ ନେଇ ଅନେକ କଥା ଆସୁଛି । ସରକାର ଅନେକ ପ୍ରକାରର କାମ କରୁଛନ୍ତି । ମଦ ପିଇ ସବୁବେଳେ ସବୁ ସମୟରେ କିଛି ନା କିଛି ଅଘଟଣ ଘଟୁଛି । ଆଉ ଅନେକ ଲୋକ ଏଥିରେ ମୃତ ମଧ୍ୟ ହେଉଛନ୍ତି ।

ଏବେ ଆପଣମାନେ ଦେଖିପାରିବେ କି ଜଣେ ମହିଳା ଏହି ମଦକୁ ନେଇ କିଛି କଥା ବା ଅଭିଯୋଗ ଆଣିଛନ୍ତି । ସେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ମଦ ପିଇ ଲୋକମାନେ ଏଭଳି କାମ କରିଛନ୍ତି । ଲୋକମାନେ ମଦ ପିଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ।

ସେମାନଙ୍କର ପରିବାର ନଷ୍ଟ ହେଇ ଯାଉଛି । ଏହି ମଦ ପାଇଁ ସରକାର କାହିଁକି ଲାଇସେନ୍ସ ଦେଉଛନ୍ତି ବୋଲି ଏହି ମହିଳା ଜଣକ ଅଭିଯୋଗ କରିଛନ୍ତି । ନବୀନ ସରକାରଙ୍କର ମଦ ପ୍ରତି ଭଲପାଇବା ନୀତିକୁ ନେଇ ସେ କହିଛନ୍ତି ।

ଏହି ମହିଳା ଜଣକ ହେଉଛନ୍ତି ବଉଳ ରାଉତ,ସେ ସୁନ୍ଦରଗଡ଼ ଜିଲ୍ଲାର । ଏହି ମହିଳା ଜଣକ କହିଛନ୍ତି ଏହି ମଦ ପିଇ ଅନେକ ଲୋକ ତାଙ୍କ ପରିବାର ଠାରୁ ସବୁଦିନ ପାଇଁ ଦୂରେଇ ଯାଉଛନ୍ତି । ଏହି ମହିଳା ଜଣଙ୍କ ଗାଁରେ ଅନେକ ମଦ ଦୋକାନ ଅଛି ।

ମଦ ପିଇ ପରିବାର ନଷ୍ଟ ହେଉଛି, ପିଲାମାନେ ଅନେକ ହଇରାଣ ହେଉଛନ୍ତି । ଅନେକ ସ୍ତ୍ରୀ ବିଧବା ହେଇ ଯାଉଛନ୍ତି । ଏବେ ଏହି ମଦକୁ ବନ୍ଦ କରିବାକୁ ମହିଲ ଜଣକ କହିଛନ୍ତି । ମଦ ପାଇଁ ଯୁବା ଲୋକମାନେ ଖରାପ ହେଇ ଯାଉଛନ୍ତି ।

ନବୀନ ସରକାର ଏହି ମଦ ବନ୍ଦ କରନ୍ତୁ । ନବୀନ ସରକାର ଆସିଲେ ସେ ତାଙ୍କ ପିଠିକୁ ବାଡ଼େଇ କହିବେ ମଦ ପାଇଁ ଲାଇସେନ୍ସ କାହିଁକି ଦେଉଛ । ଅନେକ ବୋହୂ ବିଧବା ହେଉଛନ୍ତି । ସଂସାର କୁ ଚୁନା କରି ନବୀନ ସରକାର ଖାଇ ଦେଉଛି ବୋଲି ସେ କହିଛନ୍ତି ।

ସେମାନେ ମଦ ବିକ୍ରି କରୁଥିବା ଲୋକମାନଙ୍କୁ ବୁଝାଉଛନ୍ତି । ଅନେକ କ୍ଷତି ହେଉଛି ଏହି ମଦ ପାଇଁ । ମଦ ବନ୍ଦ କରିଲେ ସେ ନବୀନ ସରକାରଙ୍କ ଗୋଡ଼ ତଳେ ପଡ଼ିଯିବେ ଆଉ ଅନେକ ଖୁସି ହେବେ । ସେମାନେ ଆଉ ନବୀନ ସରକାରଙ୍କୁ ଭୋଟ ଦେବେ ନାହିଁ । ଆଉ ଯାହାକୁ ଇଚ୍ଛା ଭୋଟ ଦେବେ ।

Leave a Reply

Your email address will not be published. Required fields are marked *