ଭାଇରାଲ ଭିଡିଓ

ସଲମାନ୍ ଙ୍କୁ ଛାଡି ଭିକି କୌଶଲ ଙ୍କୁ ବାହା ହେବେ କ୍ୟାଟ୍ରିନା, ସଲମାନ୍ ପୁଣି ରହିଲେ ଏକା..

କ୍ୟାଟ୍ରିନା ପୁରା ବିବାହ କରିବା ମୁଡ ରେ ଅଛନ୍ତି | ଏହି ଅଭିନେତ୍ରୀ ଜଣକ ଡିସେମ୍ବରରେ ଜୟପୁରର ଏକ ବିଳାସପୂର୍ଣ୍ଣ ରିସର୍ଟରେ ଭିକି କୌଶଲ ଙ୍କୁ ବିବାହ କରୁଛନ୍ତି।

ବିବାହ ସ୍ଥଳକୁ ଯିବା ପୂର୍ବରୁ କ୍ୟାଟ୍ରିନା ନିଶ୍ଚିତ କରୁଛନ୍ତି ଯେ ସେ ତାଙ୍କର ସମସ୍ତ କାର୍ଯ୍ୟ ସମାପ୍ତ ହେଇଛି ଯେମିତ ତାଙ୍କ ନିକଟତମ ଜଣେ ବନ୍ଧୁ,  କହିଛନ୍ତି ଯେ କ୍ୟାଟ୍ରିନା କାର୍ଯ୍ୟ ରେ ବେସ୍ତ ଅଛନ୍ତି ଏବଂ ଏହି ସପ୍ତାହର ଶେଷ ସୁଦ୍ଧା ତାଙ୍କର ସମସ୍ତ କାର୍ଯ୍ୟ  ବନ୍ଦ କରୁଛନ୍ତି ଯାହା ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ।

କହି ରଖୁଛୁ ଆଗରୁ କ୍ୟାଟ୍ରିନା ଙ୍କ ନାମ ରଣବୀର କପୂର୍ ଙ୍କ ସହ ଯୋଡ଼ି ହେଇଥିଲା, ଦୁହେଁ ପ୍ରେମ ରେ ଉବୁଟୁବୁ ବୋଲି ବିଶେଷ ଚର୍ଚ୍ଚା ହେଉଥିଲା ହେଲେ ଏହା କିଛି ବର୍ଷ ଭିତରେ ଭାଙ୍ଗିଗଲା,

ହେଲେ ସଲମାନ୍ ଙ୍କ ସହ ତାଙ୍କ ସମ୍ପର୍କ ମିଡ଼ିଆ ରେ ସବୁ ବେଳେ ଚର୍ଚ୍ଚା ରେ ରହି ଆସିଛି, ମିଡ଼ିଆ ରେ ଖୁଲାମ୍ ଖୁଲ୍ଲା ଭାବେ ତାଙ୍କ ପ୍ରେମ କାହାଣୀ ର କଥା ସାମ୍ନା କୁ ଆସିଥିଲା

ସଲମାନ୍ ଙ୍କ ସହ ବିଗତ୍ ୧୦ ବର୍ଷ ରୁ ଉର୍ଦ୍ଧ୍ବ ଭଲ ବନ୍ଧୁ ଭାବେ କ୍ୟାଟ୍ରିନା ରହିଥିଲେ, ତାଙ୍କ ସୁଖ ଦୁଃଖ ରେ ବି ସାଥ ଦେଇଥିଲେ , ହେଲେ ଏବେ ସଲମାନ୍ ପୁଣି ଏକ ହେଇଗଲେ, କାରଣ ତାଙ୍କ ପ୍ରିୟ ବନ୍ଧୁ ଏବେ ବିବାହ କରିବାକୁ ଯାଉଛନ୍ତି

୨ ବର୍ଷ ଆଗରୁ ଯେତେବେଳେ ଭିକି କ୍ୟାଟ୍ରିନା ଙ୍କୁ ପ୍ରୋପ ଜ କରିଥିଲେ ସେତେବେଳେ ସଲମାନ୍ ସବୁଠୁ ବେଶୀ ମନ୍ ଦୁଃଖ କରୁଥିବା ନଜର ଆସିଥିଲା , ସେତେବେଳେ ସଲମାନ୍ ହୁଏତ ଜାଣି ନଥିବେ ମଜାକ୍ ରେ ନୁହେଁ ସେ ସତରେ କ୍ୟାଟ୍ରିନା କୁ ବାହା ହେବ

ସଲମାନ୍ ଆଉ କ୍ୟାଟ୍ରିନା ଙ୍କ ଯୋଡ଼ି ରିଲ୍ ରେ  ସବୁ ବେଳେ ହିଟ୍ ସାବ୍ୟସ୍ତ ହେଇଛି , ଦେଖା ଯାଉ କ୍ୟାଟ୍ରିନା ଆଉ ଭିକି ଙ୍କ ଯୋଡ଼ି ରୀୟଲ୍ ଲାଇଫ ରେ କେତେ ହିଟ୍ ହେଉଛି

Leave a Reply

Your email address will not be published. Required fields are marked *