ନମିତା ଅଗ୍ରୱାଲ ଙ୍କୁ ଟକ୍କର୍ ଦେଲେ ଗାଆଁ ର ଏହି ମହିଳା, ଦେଖନ୍ତୁ ଭିଡିଓ ଆପଣ ବି ହେବେ ତାଯୁବ୍

ପ୍ରତିଟି ମଣିଷ ର କିଛି ନା କିଛି ଗୁଣ ଥାଏ ଯାହା ସେମାନଙ୍କୁ ଅନ୍ୟ ଠାରୁ ଭିନ୍ନ ପ୍ରମାଣିତ କରେ, ପ୍ରତିଟି ବ୍ୟକ୍ତି ଜନ୍ମ ରୁ କିଛି ବିଶେଷ କଳା ଆଉ ଗୁଣ ଧରି ଜନ୍ମ ହେଇଥାଏ, ତେବେ ଆପଣ ମାନେ ତ ଜାଣିଥିବେ ନମିତା ଅଗ୍ରୱାଲ ଙ୍କ କଥା

ନମିତା ନିଜ ସ୍ୱର ଆଉ ନିଜ ସଙ୍ଗୀତ ପାଇଁ ଓଡ଼ିଶା ରେ ନୁହେଁ ସାରା ଭାରତ ରେ ପରିଚିତ, ସେ ବହୁତ୍ ହିନ୍ଦୀ ଗୀତ ଭଜନ ଓଡ଼ିଆ ରେ ଅବିକଳ ଭାବେ ଗାଇଛନ୍ତି ଯାହା ହିନ୍ଦୀ ଠୁ ବି ବେଶୀ ମଧୁର ଲାଗେ,

ତେବେ ଆଜି ଆମେ ନମିତା ଙ୍କ କଥା କହୁଚୁ କାରଣ ନିକଟ ରେ ଗୋଟେ ଭିଡିଓ ଖୁବ୍ ଜୋର୍ ସେ ଭାଇରାଲ ହେବାକୁ ଲାଗିଚି ଯେଉଁଠି ଜଣେ ମହିଳା ଏକ ଭଜନ ଗାଉଛନ୍ତି ଯାହା ଲୋକେ ବହୁତ୍ ଲାଇକ କରୁଛନ୍ତି

ଏଇ ଭିଡିଓ ରେ ସେ ଗୋଟେ ଭଜନ ଗାଇଛନ୍ତି ଯାହା ସତ୍ୟ ଭଞ୍ଜ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ ରେ ଅପଲୋଡ଼ ହେଇଚି ଆଉ ଯାହା ଏବେ ଖୁବ୍ ଲୋକପ୍ରିୟ ହେଉଛି, ଆସନ୍ତୁ ଆପଣ ବି ସେଇ ଭିଡିଓ ଦେଖନ୍ତୁ

https://youtu.be/rttev_H7srw

ତେବେ ଆପଣ ଏଇ ଭିଡିଓ କୁ ପସନ୍ଦ କରୁଛନ୍ତି କି ନାହିଁ ନିଶ୍ଚୟ ଆମକୁ କମେନ୍ଟ କରି ଜଣାଇବେ

Leave a Comment

Your email address will not be published. Required fields are marked *

Scroll to Top