Ollywood

ସୁଟିଙ୍ଗ ସେଟ ରେ ଘଟିଗଲା ବଡ଼ ଅଘଟଣ ପାଣିରେ ବୁଡିଗଲେ ଲିପ୍ସା ମିଶ୍ର ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ଲିପ୍ସା ମିଶ୍ର ଜଣେ ଅଲିଉଡ଼ର ସଫଳତମ ଅଭିନେତ୍ରୀ ଭାବରେ ପରିଚିତ l ଅନେକ ଫିଲ୍ମ ଏବଂ ସିରିଏଲ ରେ ଅଭିନୟ କରି ଲିପ୍ସା ମିଶ୍ର ସଫଳ ଭାବେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି l

ଅନେକ ରିୟାଲିଟି ଶୋ ରେ ଲିପ୍ସା ଜଜ ଭାବେ ମଧ୍ୟ ସାମ୍ନାକୁ ଆସିଛନ୍ତି l ଅନେକ ଦର୍ଶକ ଙ୍କ ହୃଷୟରେ ଲିପ୍ସା ମିଶ୍ର ଜଣେ ସଫଳତମ ଅଭିନେତ୍ରୀ ଭାବେ ରହିଛନ୍ତି l ଲିପ୍ସା ମିଶ୍ର ତୋ ଅଗଣାରେ ତୁଳସୀ ମୁଁ ସିରିଏଲ ରେ ଅତି ଚମତ୍କାର ଅଭିନୟ କରି ସମସ୍ତଙ୍କ ହୃଦୟ କିଣିଥିଲେ l

ଏହା ପୂର୍ବରୁ ଏବଂ ପରେ ମଧ୍ୟ ଅଭିନୟ ଦୁନିଆରେ ଭଲ ଭାବେ ଜଡିତ ହୋଇ ରହିଥିଲେ ଅଭିନେତ୍ରୀ ଲିପ୍ସା ମିଶ୍ର ତେଣୁକରି ସଫଳତାର ଶୀର୍ଷ ରେ ଆଜି ପହଁଞ୍ଚିପାରିଛନ୍ତି l

ବର୍ତ୍ତମାନ ତାଙ୍କର ପାଣିରେ ବୁଡି ଯାଉଥିବା ଏଜ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି l ଯାହା କି ଜି ସାର୍ଥକ ରେ ପ୍ରସାରିତ ହେଉଥିବା ହେ ପ୍ରଭୁ ସିରିଏଲ ର ସୁଟିଙ୍ଗ ବେଳର ଭିଡ଼ିଓ ବୋଲି ଜଣାପଡିଛି l

ସୁଟିଙ୍ଗ ସେଟ ରେ ଲିପ୍ସା ଙ୍କୁ ନଦୀରେ ବୁଡିଯାଉଥିବା ର ଏକ ସଟ ଦେବାର ଥିଲା l ଯେଉଁଠାରେ ସେ ବୁଡିଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା l

ଯାହା ଫଳରେ ହେ ପ୍ରଭୁ ସିରିଏଲ ର ସ୍ପଟ ବୟ ଆଉ ଡେରି ନକରି ତାଙ୍କୁ ରକ୍ଷା କରିଥିଲେ l ତେବେ ଏହି ଘଟଣାରେ ଅଳ୍ପକେ ବର୍ତ୍ତିଥିଲେ ଅଭିନେତ୍ରୀ ଲିପ୍ସା ମିଶ୍ର l

Leave a Reply

Your email address will not be published. Required fields are marked *