Special Report

ମୁକେଶ ଅମ୍ବାନୀ ଙ୍କ ଡ୍ରାଇଭର ଙ୍କ ଦରମା ଜାଣିଲେ ଆଶ୍ଚର୍ଯ୍ୟ ହେବେ ପାଆନ୍ତି ଏତେ ଟଙ୍କା

ମୁକେଶ ଅମ୍ବାନୀ ଯିଏ କି ବିଶ୍ୱ ର ଜଣା ଶୁଣା ଧନୀ ବ୍ୟକ୍ତି l ମୁକେଶ ଅମ୍ବାନୀ ବିଶ୍ୱ ରେ 10 ଜଣ ଧନୀ ବ୍ୟକ୍ତି ଙ୍କ ମଧ୍ୟରେ ଆସିଥାନ୍ତି ଏବଂ ସବୁବେଳେ ନିଜର ଅଲଗା ବ୍ୟକ୍ତିତ୍ୱ ପାଇଁ ଚର୍ଚ୍ଚା ରେ ଥାନ୍ତି l

ମୁକେଶ ଅମ୍ବାନୀ ଯେତେ ସଫଳ ହେଇଥାନ୍ତୁ ନା କାହିଁକି ସବୁବେଳେ ନିଜ କର୍ମଚାରୀ ଙ୍କୁ ପରିବାର ପରି ଭାବିଥାନ୍ତି l ସେହି କାରଣରୁ ମୁକେଶ ଅମ୍ବାନୀଙ୍କୁ ସମସ୍ତ କର୍ମଚାରି ହୃଦୟର ସହ ସଂମ୍ମାନ କରିଥାନ୍ତି l

ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ର ସମସ୍ତ ସଦସ୍ୟ ମୁମ୍ବାଇରେ ନିଜର ବିରାଟ ବଙ୍ଗଳା ଆଣ୍ଟାଲିଆ ରେ ବାସ କରନ୍ତି l

ଆଣ୍ଟାଲିଆ ରେ 600 ରୁ ଅଧିକ କର୍ମଚାରୀ ରହିଥିବାର ଜଣାଯାଏ l ସମସ୍ତ କର୍ମଚାରୀ ଙ୍କ ମାସିକ ବେତନ 6000 ଟଙ୍କାରୁ ଆରମ୍ଭ ହୋଇ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ଥାଏ l

ତେବେ ଆଜିର ଆଲୋଚନା ରେ ଆମେ ମୁକେଶ ଅମ୍ବାନୀ ଙ୍କ ଡ୍ରାଇଭର ଙ୍କ ଦରମା ବିଷୟରେ ଜାଣିବା l ମୁକେଶ ଅମ୍ବାନୀ ଙ୍କ ଡ୍ରାଇଭର ଙ୍କ ଦରମା ଦୁଇ ଲକ୍ଷ୍ୟ ଟଙ୍କା ଅଟେ l ଏବଂ ଏହି ଚାକିରୀ ପାଇଁ ଅନେକ କଠିନ ରୁ କଠିନ ଟେଷ୍ଟ ଦେଇ ପାସ ହୋଇଥାନ୍ତି ଡ୍ରାଇଭର ସମୂହ l

ମୁକେଶ ଅମ୍ବାନୀ ପ୍ରଥେମେ ସମସ୍ତ ଡ୍ରାଇଭର ସମେତ ଅନ୍ୟାନ୍ୟ କର୍ମଚାରୀ ଙ୍କ ଇନ୍ସୁରାନ୍ସ କରାଇଥାନ୍ତି l

ଏବଂ ସମସ୍ତ କର୍ମଚାରୀ ଙ୍କ ପ୍ରତ୍ୟକ ସୁବିଧା ଅସୁବିଧାରେ ମୁକେଶ ଅମ୍ବାନୀ ଙ୍କ ପରିବାର ତାଙ୍କ ସହ ସହଯୋଗ କରିଥାନ୍ତି l ଯାହା ଫଳରେ ସମସ୍ତେ ମୁକେଶ ଅମ୍ବାନୀ ଙ୍କ କର୍ମଚାରୀ ହୋଇ ନିଜକୁ ବହୁତ ଭାଗ୍ୟବାନ କରିଥାନ୍ତି l

Leave a Reply

Your email address will not be published. Required fields are marked *