ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ, ଲୁଚି ଲୁଚି କ୍ଷମା ମାଗିଲେ ଅଭିନେତା ମନୋଜ ମିଶ୍ର

ଏବେ ଅଭିନେତା ମନୋଜ ମିଶ୍ର ଙ୍କୁ ନେଇ ପୁଣି ଥରେ ଓଲିଉଡ଼ ରେ ବିବାଦ ଦେଖିବାକୁ ମିଳିଛି। ଏହାକୁ ନେଇ ଜଣେ ବ୍ୟକ୍ତି ଏବେ ମନୋଜ ମିଶ୍ରଙ୍କ ବ୍ଯବହାର କୁ ନେଇ ନିଜର ମତ ରଖିଥିଲେ। ସେ କହିଥିଲେ କି ମନୋଜ ମିଶ୍ର ଏବେ ରିଲ୍ ରେ ଯାହା ସେ ଏବେ ତାହା ରିୟଲ୍ ରେ ଦେଖାଇବାକୁ ଚାହୁଁ ଛନ୍ତି। ଏଠାରେ କାହାକୁ ଖରାପ୍ , କାହାକୁ ଭଲ ,କାହାକୁ ବାଡେଇବା ପାଇଁ ବାହାରିବା ଏହା ନିହାତି ଭାବରେ ନିନ୍ଦନୀୟ କଥା ବୋଲି କହିଥିଲେ।ଏସବୁ ଠାରୁ ଦୂରେଇ ରହିବା ପାଇଁ ସେ କହିଥିଲେ। ଯେହେତୁ ସେ ପାଠ ପଢ଼ିଛନ୍ତି ସେଥିପାଇଁ ଏବେ ଅନେକ କଳାକାର ମାନଙ୍କୁ ସେ ଟ୍ରେନ୍ କରଇ ମଧ୍ୟ ପାରିବେ।

ସେମାନଙ୍କ ପଛରେ ଲାଗିବାକୁ ସେ କହିଥିଲେ। ଯଦି ସେ କିଛି ଭଲ କାମ କରିବାକୁ ଚାହୁଁ ଛନ୍ତି ସେ ଆସି ନିର୍ଦ୍ଦେଶକ ଓ ପ୍ରଯୋଜକ ଙ୍କ ସହ ବସି କଥା ବାର୍ତ୍ତା କରନ୍ତୁ। ତାଙ୍କର ଏକ ଅଡିଓ ଏବେ ଖୁବ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ କି ମନୋଜ ମିଶ୍ର ତାର ସରଦାର୍ ବୋଲି ବ୍ୟକ୍ତି ଜଣକ କହିଥିଲେ।ସେଥିପାଇଁ ସେ ଏଭଳି ଉଗ୍ର ରୂପ ନେଉଛନ୍ତି। ଯେହେତୁ ବ୍ୟକ୍ତି ଜଣକ ଜଣେ ଆସୋସିଏସନ୍ ପୋଷ୍ଟ ରେ ଅଛନ୍ତି ସେଥିପାଇଁ ମନୋଜ ମିଶ୍ର ତାଙ୍କୁ ଟାର୍ଗେଟ କରୁଥିବା କଥା ମଧ୍ୟ ଏହି ବ୍ୟକ୍ତି ଜଣକ କହିଥିଲେ। ଡିସିପି ତାଙ୍କୁ ସେଠାକୁ ଡକାଇ ଥିଲେ ବସାଇ କିଛି ଗୋଟେ ସମାଧାନ କରିବା ପାଇଁ ଏହାପରେ ମନୋଜ ମିଶ୍ର ଭିତରେ ମଧ୍ୟ ଉକ୍ତ ବ୍ୟକ୍ତି ଜଣକୁ ଭୁଲ୍ ମାଗିଥିବା କଥା ସେ କହିଥିଲେ।

ସେଥିପାଇଁ ବ୍ୟକ୍ତି ଜଣକ କହିଛନ୍ତି ଯେ,ସେ କ୍ଷମା କରିବା ପାଇଁ କେହି ନୁହଁନ୍ତି। ଓଡ଼ିଶାର ଦର୍ଶକ ମାନେ ତାଙ୍କୁ କ୍ଷମା କରିବା ନିଶ୍ଚିତ ଭାବରେ ଦରକାର୍ ଅଟେ। ଆଉ ମନୋଜ ମିଶ୍ର ଙ୍କ ହିତାହିତ ଜ୍ଞାନ ରହିବା ଦରକାର ଅଭିନୟ ସହ ସେ ତାକୁ ଶିଖିବା ଦରକାର୍ ବୋଲି ଉକ୍ତ ବ୍ୟକ୍ତି ଜଣକ କହିଥିଲେ। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।

Leave a Comment