ଭାଇରାଲ ଭିଡିଓ

ମୋ ଶଶୁର ନିଜେ Love Marriage କରିଚନ୍ତି, ହେଲେ ଆମ ବେଳକୁ ନାଇଁ ନାଇଁ

ତପଶ୍ୱନି ଙ୍କ ଦାୟିତ୍ଵ ବହନ ନ କରି ସୁମିତ ଅର୍ଡର୍ ଶୁଣିଲା ପରେ ଫେରାର ଅଛନ୍ତି। ତପଶ୍ୱନି କହୁଛନ୍ତି ଯଦି ସୁମିତଙ୍କ ର ଇଛା ହେଉ ନଥିଲା ମୋ ପାଖରେ ଶୋଇବା ପାଇଁ ମନା

କରିଥାନ୍ତେ,ପିଣ୍ଡାରେ ବି ସେ କଣ ପାଇଁ ଶୋଇଲେ?ସୁମିତ ଙ୍କ ର ବିଲକୁଲ୍ ଇଛା ନଥିଲା ଏମିତି ତପସ୍ୱିନୀ ଙ୍କ ସହିତ ରହିବା ପାଇଁ।

ତପଶ୍ୱନି ସବୁ ଖବର ପାଇଛନ୍ତି ,କିନ୍ତୁ ସେ ଗଣମାଧ୍ୟମ ସାମ୍ନାରେ କହିପାରିବେ ନାହିଁ,କାରଣ ସୁମିତ ଙ୍କ ଜୀବନ ପ୍ରତି ବିପଦ ଆସିବ।

ତପସ୍ୱିନୀ ଜାଣି ନଥିଲେ ଯେ ତାଙ୍କୁ ବାଧ୍ୟ କରାଯାଇ ରଖା ଯାଇଛି ବୋଲି।ଏସବୁ ଶୁଣିକି ତପଶ୍ୱନି ଚିନ୍ତାରେ ଅଛନ୍ତି। ତପଶ୍ୱନି ତାଙ୍କ ଶଶୁରଙ୍କୁ ଓ ପୋଲିସ ଙ୍କୁ କହିଛନ୍ତି- ଯଦି ସୁମିତ ଙ୍କ ର କୌଣସି ଜୀବନ ପ୍ରତି ବିପଦ ଆସେ ,ସେ ଯେଉଁ ଜଙ୍ଗଲରେ ରହୁଛନ୍ତି, ମାେ ଜୀବନ ପ୍ରତି ଯଦି କିଛି ବିପଦ ଆସେ, ଏଥି ପାଇଁ ଦାୟୀ ରହିବେ ପ୍ରମୋଦ କୁମାର ସାହୁ,ସ୍ମିତା ରାଣୀ ସାହୁ ଓ ପ୍ରମିତ୍ କୁମାର ସାହୁ।

ସୁମିତଙ୍କ ସହିତ ଜୋର୍ ଜବରଦସ୍ତି କରୁଛନ୍ତି ଆମ ୨ ଜଣଙ୍କୁ ଅଲଗା କରିବା ପାଇଁ ।ଏବଂ ଆଉ କହିଛନ୍ତି ସୁମିତଙ୍କ ବାପା ଓ ମା ଭଲପାଇ ବାହା ହୋଇଛନ୍ତି।ସେମାନେ ଯଦି ଖୁସିରେ ରହିପାରୁଛନ୍ତି,ତାହେଲେ ତପଶ୍ୱନି ଓ ସୁମିତ୍ କାଇଁ ରହିପାରିବେ ନାହିଁ।ସେମାନଙ୍କୁ କଣ ପାଇଁ ଦୂରେଇ ରଖୁଛନ୍ତି?ପୁଅ ଓ ବୋହୂ ଭିତରେ ନିଆଁ ଲଗାନ୍ତୁ ନାହିଁ।

 

ଘରକୁ ସଜାଡିବାରେ ଚେଷ୍ଟା କରନ୍ତୁ।ଏସବୁ ଜବରଦସ୍ତି କରା ଯାଉଛି। ତପଶ୍ୱନି କହିଛନ୍ତି ବିଲକୁଲ୍ ବି ଛାଡିବେନି।ତାଙ୍କୁ ଯେତେ ଗାଳି ଦିଅନ୍ତୁ, ମିନିଷ୍ଟର ଉପରୁ ଚାପ ପଡୁ,ପୋଲିସ ପଛକେ ସାହାଯ୍ୟ ନ କରନ୍ତୁ,କିନ୍ତୁ ଲଢେ଼ଇ କରିବେ।ପ୍ରମିଳା ମା ଓ ତପଶ୍ୱନି ଙ୍କ ପରିବାର ଲୋକ ତାଙ୍କ ସହିତ ଅଛନ୍ତି।ତାଙ୍କ ସ୍ୱାମୀକୁ ତାଙ୍କ ଠୁ କିଏ ଅଲଗା କରିବ,କିଏ ଦୂରେଇ କି ରଖିବ ,ସେ ଦେଖିବେ କହିଛନ୍ତି।

Leave a Reply

Your email address will not be published. Required fields are marked *