ରାଜ୍ୟ ଖବର

Mahadev କଲେ ଚମତ୍କାର ନିଜ ଭକ୍ତ ମାନଙ୍କୁ କୁମ୍ଭମେଳାରେ ସ୍ଵୟଂ ଦର୍ଶନ ଦେଲେ ମହାଦେବ ଦେଖନ୍ତୁ Viral video

ଭଗବାନ ଶିବଙ୍କୁ ଦେବ ଙ୍କ ଦେବ ମହାଦେବ ଏମିତି କୁହନ୍ତି ନାହିଁ,ସର୍ବଦା ଭକ୍ତଙ୍କ ମନରେ ରହିଥାନ୍ତି। କୁମ୍ଭ ମେଳାରେ ସମସ୍ତେ ଭଗବାନ ଶିବଙ୍କୁ ଆରାଧନା କରିଲେ ଯେ ପୁରା ଦୁନିଆଟି ଏବେ ବହୁତ ଖରାପ ସମୟରେ ଚାଲୁଛି।

ଆପଣଙ୍କର ଯଦି ଦର୍ଶନ ମିଲିଯାଆନ୍ତା ତାହେଲେ ବଞ୍ଚିବା ପାଇଁ ସାହାରା ମିଳିଯିବ।ତାପରେ କେଉଁଠି ଗୋଟେ ଜୋରେ ଶବ୍ଦ ହେଲା

ଶବ୍ଦଟି ଏତେ ଶକ୍ତିଶାଳୀ ଥିଲା ଯେ ଯାହା କରୁଥିଲେ ସମସ୍ତେ ସେ ଶବ୍ଦ ରେ ଟାଣି ହୋଇଗଲେ।ତାପରେ ଗୋଟେ ଶବ୍ଦ

ଆସିଲା ,ଶିବଙ୍କ ନୃତ୍ୟ କାଜ୍ୟକ୍ରମ ଆରମ୍ଭ ହେବ ।ଯେଉଁମାନେ ଦେଖିବାକୁ ଚାହୁଁଛନ୍ତି ସେମାନେ ଆସି ଦେଖିପାରିବେ।ଲୋକମାନେ ଗଲେ ଓ ଦେଖିଲେ ସେହି ମେଳାରେ ଶିବଙ୍କ ପୋଷାକରେ ଜଣେ ବ୍ୟକ୍ତି ଅଛି।ଏବଂ ବେକରେ ସାପ ମଧ୍ୟ ରହିଥିଲା।

ସମସ୍ତେ ଭାବିଲେ ଶିବଙ୍କ ପୋଷାକରେ ବ୍ୟକ୍ତି ଅଛନ୍ତି ନା ସ୍ୱୟଂ ଶିବ ହିଁ ଥିଲେ।ନାଚ ହେଲା ପରେ ସବୁ ଲୋକ ଉଠି ନାଚିବାକୁ ଲାଗିଲେ।ଲୋକମାନେ ମୋହିତ ହୋଇଯାଇଥିଲେ।

ଯେତେବେଳେ ହୋସ ଆସିଲା ସେତେବେଳେ ମଞ୍ଚ ଥିଲା , ନା ସେ ଲୋକ ଏସବୁ ଦେଖି ଲୋକ ଆଶ୍ଚଯ୍ୟା ହୋଇଗଲେ।ସେହି ମଞ୍ଚ ପାଖରେ ୨ ଜଣ ଲୋକ ବେହୋସ୍ ହୋଇ ପଡ଼ିଥିଲେ।

ସେଠି ୨ ଟା ଝିଅକୁ କିଡ୍ନାପ୍ କରିବାକୁ ଆସିଥିଲେ।ଯେତେବେଳେ ସେ ୨ ଝିଅଙ୍କର ହୋସ ଆସିଲା ସେମାନେ ଦେଖିଲେ ଭଗବାନ ଶିବ ତାଣ୍ଡବ ନୂର୍ତ୍ୟ କରୁଛନ୍ତି।ତାଙ୍କ ତେଜରେ ୨ ଜଣ କିଡନାପର ବେହୋସ୍ ହୋଇଗଲେ।

ଖୁସି ହୋଇଗଲେ ଯେଉଁ ବ୍ୟକ୍ତି ନାଚୁଥିଲେ ସେ ସ୍ଵୟଂ ଭଗବାନ ଶିବ ହିଁ ଥିଲେ।ତାପରେ ସେ ୨ ଜଣ ଝିଅ ତାଙ୍କ ଘରେ ଭଲରେ ପହଁଚିଲେ।ପୋଲିସ ଆସି ଅପରାଧୀ ମାନଙ୍କୁ ନେଇଗଲେ।ଏହିପରି ଭାବେ ଭଗବାନ ଶିବ ଭକ୍ତ ଙ୍କୁ ରକ୍ଷା କରିଲେ।

Leave a Reply

Your email address will not be published. Required fields are marked *