ମନୋରଞ୍ଜନ

Doctor ହେଇ ରୋଗୀ ସହ କଲା ଏମିତି କାମ ଜାଣିଲେ ଆପଣ ହେବେ ତାଜୁବ

ଡାକ୍ତର ହୋଇ ରୋଗୀ ସହିତ ଯାହା କରିଛନ୍ତି ଆପଣମାନେ ଜାଣିଲେ ଆଶ୍ଚଯ୍ୟା ହୋଇଯିବେ। ୟୁ ଟ୍ୟୁବ୍ ରେ ବିଭିନ୍ନ ପ୍ରକାର ମଜାଳିଆ ଭିଡିଓ ,ଖାଇବା ଭିଡିଓ,କିଏ ରୋଷେଇ କରି ଭିଡିଓ ପୋଷ୍ଟ କରିଥାନ୍ତି,ଟୁଇଟର ହେଉ କିମ୍ବା ଇନଷ୍ଟାଗ୍ରାମରେ ରିଲ ବନାଇ ପୋଷ୍ଟ କରିଥାନ୍ତି।ସେହି ଭିଡିଓ ଗୁଡ଼ିକ ଲୋକମାନଙ୍କୁ ମଧ୍ୟ ଅଧିକ ମାତ୍ର ରେ ପସନ୍ଦ ଆସିଥାଏ।

କେଉଁ ଲୋକମାନେ ପସନ୍ଦ କରିଥାନ୍ତି ଏବଂ କେଉଁ କେଉଁ ଲୋକ ମାନଙ୍କୁ ଭିଡିଓ ପସନ୍ଦ ଆସିନଥାଏ।ଯେଉଁ କାରଣରୁ ଭିଡିଓ ସବୁ ସୋସିଆଲ ମିଡିଆରେ ଭାଈରାଲ ହେବାରେ ଲାଗିଥାଏ ।ଏବେ ଆଉ ଗୋଟେ ଭିଡିଓ ସୋସିଆଲ ମିଡିଆରେ ଭାଇରଲ୍ ହେବାରେ ଲାଗିଛି।

ଡାକ୍ତର ଜଣଙ୍କ ରୋଗୀଙ୍କ ସହିତ ଏମିତି କିଛି କରିଲେ ଯାହା ଫଳରେ ରୋଗୀ ଜଣଙ୍କ ଡାକ୍ତରଙ୍କ ଉପରେ ରାଗିଯାଇଥିଲେ।କିଛି ଲୋକ ଆସି ଭିଡିଓ କରି ଡାକ୍ତରଙ୍କୁ ପଚାରିଥିଲେ ପରଦା ପକେଇକି ଏଥି କଣ କରୁଛ।ମହିଳା ଜଣଙ୍କ କହିଥିଲେ ମୁଁ ମୋ ଡ୍ରେସ୍ ଠିକ କରୁଥିଲି ଡାକ୍ତର ଆସି ଡ୍ରେସ୍ ର ଭିତରେ ହାତ ପୁରେଇ ଦେଉଛନ୍ତି।

ଡାକ୍ତର କହିଲେ ମୁଁ ତାଙ୍କୁ ଚେକ୍ କରୁଥିଲି ।କିନ୍ତୁ ମହିଳା ଜଣଙ୍କ କହିଲେ କାନ ରେ ସ୍ତେଥୋଷ୍କପେ ଦେଇନଥିଲେ କେମିତି ଚେକ୍ କରୁଥିଲେ?ସେ କହିଲେ ମୋ କାନ ରେ ଥିଲା। ଡାକ୍ତର କହିଲେ ଇଏ ପୁରୁଣା ରୋଗୀ,କିନ୍ତୁ ମହିଳା କହିଲେ ୨ ଥର ହିଁ ଆସିଛି ପୁରୁଣା କେମିତି ହେଲି।ଏହିପରି ଭାବେ ଯୁକ୍ତି ତର୍କ ଲାଗି ରହିଥିଲା।

Leave a Reply

Your email address will not be published. Required fields are marked *