special riport

ମହିଳା ବସି ଗାଧୋଉଥିଲେ ପଛପଟୁ ଆସି ଏମିତି କରିଦେଲେ ଯୁବକ, ଆଉ ତା ପରେ…

 

ନମସ୍କାର ପାଠକ ବନ୍ଧୁ।ମହିଳା ଙ୍କ ବେକ ସୁନା ଚେନ ଟାଣି ନେଲେ ଦୁ-ର୍ବୃ-ତ୍ତ।ମହିଳା ଜଣକ ପୋଖରୀ ରେ ଗାଧୋଉ ଥିବା ସମୟ ରେ ଦୁଇ ଜଣ ଯୁବକ ତାଙ୍କ ଠାରୁ ସୁନା ଚେନ ଓ ମଙ୍ଗଳ ସୂତ୍ର ଟାଣି ନେଇ ଯାଉଛନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି ଓଡ଼ିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ।

ଉକ୍ତ ମହିଳା ଜଣକ ହେଉଛନ୍ତି ଗଜପତି ଜିଲ୍ଲାର ଜଙ୍ଗଲାପଦା ଗାଁ ର।ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ସୁନା ଜିନିଷ ପିନ୍ଧିବା କେତେ ବଡ ବିପଦ।ମହିଳା ଜଣକ ସୁନା ଚେନ ପିନ୍ଧି କାମ କରୁଥିଲେ।ଏହି ସମୟ ରେ ସେମାନେ ଆସି ତାଙ୍କୁ ଧରି ଟାଣି ନେଇ ଗଲେ।

ମିଳିଥିବା ସୂଚନା ଅନୁସାରେ ମହିଳା ଜଣକ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଞ୍ଚଳରେ ନିଜ ପରିବାର ସହିତ ରହୁଥିଲେ।ଦିନ ସେ ଘର ଠାରୁ ୫୦ ମିଟର ଦୂର ରେ ଥିବା ପୋଖରୀ କୁ ଗାଧୋଉ ଥିବା ବେଳେ ତାଙ୍କ ସହ କିଛି ଅଘଟଣ ଘଟିଛି।ଦୁଇ ଜଣ ଦୁ-ର୍ବୃ-ତ୍ତ ବାଇକ୍ ରେ ଆସି ପ୍ରଥମେ ସେଠାରେ ଠିଆ ହୋଇ ଥିଲେ।

ଏହା ପରେ ସେମାନେ ମହିଳା ଙ୍କୁ ପଛ ପଟୁ ଧରି ପକାଇ ଥିଲେ।ମହିଳା ଜଣକ ଜୋର୍ ରେ ଚିତ୍କାର କରି ନିଜ ଘର ଲୋକ ଙ୍କୁ ଡାକି ଥିଲେ।ହେଲେ କେହି ତାଙ୍କ କଥା କୁ ଶୁଣି ନ ଥିଲେ।ଏହା ପରେ ସେହି ଚୋର ମାନେ ତାଙ୍କ ବେକ ରୁ ମୋଟା ଚେନ ସହିତ ମଙ୍ଗଳ ସୂତ୍ର କାଢି ନେଇଥିଲେ।

ପରେ ମହିଳା ଙ୍କୁ ପାଣି କୁ ଠେଲି ଦେଇଥିଲେ।ତାଙ୍କ ସ୍ଵାମୀ ସେହି ସମୟ ରେ ଚୋର ମାନଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ।ହେଲେ ସେହି ଚୋର ମାନେ ତାଙ୍କୁ ଠେଲି ଦେଇଥିଲେ।ସେଠାରୁ ବାଇକ୍ ରେ ସେମାନେ ଚାଲି ଯାଇଥିଲେ।ଏହା ପରେ ମହିଳା ଓ ତାଙ୍କ ସ୍ଵାମୀ କାନ୍ଦି କାନ୍ଦି ଲୋକ ଙ୍କୁ ଡାକି ଥିଲେ।

ଲୋକ ମାନେ ଆସି ମହିଳା ଙ୍କୁ ପାଣି ରୁ ଉଦ୍ଧାର କରି ଥିଲେ।ତାଙ୍କ ସ୍ଵାମୀ କହିଛନ୍ତି କି ସେ ଯେଉଁ ଚେନ ଓ ମଙ୍ଗଳ ସୂତ୍ର ନେଇ ଯାଇଛନ୍ତି ତାହାର ମୂଲ୍ୟ ପାଖାପାଖି ୧ ଲକ୍ଷ ୫୦ ହଜାର ହେବ।ଏହାକୁ ନେଇ ସେ ଅଞ୍ଚଳ ରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି।

ମହିଳା ଏବଂ ତାଙ୍କ ସ୍ଵାମୀ ଏବେ ଥାନା କୁ ସେହି ଚୋର ମାନଙ୍କ ନାମ ରେ ଅଭିଯୋଗ କରିଛନ୍ତି।ମହିଳା ଙ୍କ ସ୍ଵାମୀ ଜଣେ ରାଜ ମିସ୍ତ୍ରୀ ଅଟନ୍ତି।ଓ ମହିଳା ଜଣକ ଛୋଟିଆ ଚୁନା କଳ କରି ନିଜ ଗୁଜୁରାଣ ମେଣ୍ଟାଇ ଥାଆନ୍ତି।କିନ୍ତୁ ଏଭଳି ଘଟଣା ତାଙ୍କୁ ବହୁତ ବଡ ଦୁଃଖ ଦେଇଚି।

ଏବେ ତାଙ୍କ ପରିବାର ଲୋକେ ବହୁତ କାନ୍ଦୁଛନ୍ତି।ଯାହାକୁ ନେଇ ଏବେ ସେ ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।ପୋଲିସ ଘଟଣା ବିଷୟ ରେ ଏବେ ତଦନ୍ତ ଆରମ୍ଭ କରିଛନ୍ତି।ସେହି ଅଭିଯୁକ୍ତ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରା ଯିବ ବୋଲି କୁହା ଯାଇଛି।

Leave a Reply

Your email address will not be published. Required fields are marked *