Special Report

ଏହି ମହିଳା ଖୋଲିଦେଲେ ପାଣ୍ଡିଆନଙ୍କ ରାଜ୍,କହିଲେ ପାଣ୍ଡିଆନ ଏଠି ଦୁଇଟା ବାହା ହେଇ ରହିଛି!!

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ରାଜନୀତିକୁ ନେଇ ଆସିଥିବା ଖବର ପାଇପାରିବେ ।

ଏହି ଭିଡିଓ ମାଧ୍ୟମରେ ଆପଣମାନେ 5T ସଚିବ ଭି କେ ପାଣ୍ଡିଆନଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ । ଜଣେ ମହିଳା ତାଙ୍କ ବିଷୟରେ ଅନେକ କଥା କହିଛନ୍ତି । ଏବେ ଏହିସବୁ କଥା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।

କଳାକାରମାନେ ରାଜରାସ୍ତାକୁ ଯାଇ ଧାରଣାରେ ବସୁୁଛନ୍ତି । ଏହି ବିଷୟରେ ମିଡ଼ିଆ ରିପୋର୍ଟର ମହିଳା ଜଣଙ୍କୁ ପଚାରିଲା ପରେ ସେହି ମହିଳା କହିଛନ୍ତି କଳାକାରମାନେ ଧାରଣା ଦେଉଛନ୍ତି ଆଉ ଏହାର କାରଣ ହେଉଛନ୍ତି ସରକାର ।

କଳାକାରମାନେ ଯଦି ଉଚିତ୍ ନ୍ୟାୟ ପାଉ ନାହାଁନ୍ତି ତାହେଲେ ଏଥିପାଇଁ ସରକାର ଦାୟୀ । ସୁଜାତା ମହିଳା ଗୋଷ୍ଠୀକୁ ପଇସା ଦେଉଛି ଆଉ କାହାକୁ ନୁହେଁ । ସବୁ ଏହି ସୁଜାତାର କଳା । ପାଣ୍ଡିଆନ ପୂର୍ବରୁ ବିବାହ କରିଛନ୍ତି । ଆଉ ତାଙ୍କର ପ୍ରଥମ ସ୍ତ୍ରୀ ଥିଲେ ।

ପାଣ୍ଡିଆନଙ୍କ ପ୍ରଥମ ସ୍ତ୍ରୀ ହେଉଛନ୍ତି କୁମାରୀ । କୁମାରୀଙ୍କୁ ସୁଜାତା ମାରି ଦେଇଛି । ତେଲେଙ୍ଗା କଣ୍ଡରାଙ୍କୁ ପାଣ୍ଡିଆନ ବିବାହ କରିଥିଲେ । ସୁଜାତା କୁମାରୀଙ୍କୁ ମାରିଦେବା ପରେ ପାଣ୍ଡିଆନଙ୍କୁ ସେ ବିବାହ କରିଲେ । ସୁଜାତା ହେଉଛନ୍ତି ପାଣ୍ଡିଆନଙ୍କ ଦ୍ଵିତୀୟ ସ୍ତ୍ରୀ । ସୁଜାତା ମଦ ପିଆଇ କୁମାରୀକୁ ମାରିଛି ।

ପାଣ୍ଡିଆନଙ୍କ ପ୍ରଥମ ସ୍ତ୍ରୀ କୁମାରୀ ଆଉ ତାଙ୍କର ଦୁଇଟି ପୁଅ ଆଉ ଦୁଇଟି ଝିଅ ଅଛନ୍ତି । ସୁଜାତା ପାଣ୍ଡିଆନର ପ୍ରକୃତ ସ୍ତ୍ରୀ ନୁହେଁ । ପାଣ୍ଡିଆନ ପ୍ରଧାନ ଘରର ଅଟନ୍ତି । ପେଣ୍ଠକଡା ଅଞ୍ଚଳରେ ପାଣ୍ଡିଆନ ବିବାହ କରିଥିଲେ । ପାଣ୍ଡିଆନର ଚାରୋଟି ପିଲା ଦୁଇଟି ପୁଅ ଆଉ ଦୁଇଟି ଝିଅ ।

ସୁଜାତା ରାଗ ରଖି କୁମାରୀକୁ ମାରିଦେଲା । ସୁଜାତା ବହି ଖେଳଉଛି । ରେକର୍ଡରୁ ଏହି ସବୁ କଥା ସାମ୍ନାକୁ ଆସିଛି । ଏହି ମହିଳା ଜଣକ ହେଉଛନ୍ତି ରାଧାରାଣୀ । ସେ ଦସ୍ତଖତ କରି ନଥିଲେ କିନ୍ତୁ ତାଙ୍କ ଦସ୍ତଖତ ନେଇ ପଇସା ଉଠାଇଛନ୍ତି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଏଠାରେ ସରକାର ସମସ୍ତେ । ନବୀନ ସରକାର, ଜନତା ସରକାର ସମସ୍ତେ ସରକାର ବୋଲି ସେ କହିଛନ୍ତି । ଏହି ମହିଳା ଜଣକ ଅନେକ କଥା କହିଛନ୍ତି ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

Leave a Reply

Your email address will not be published. Required fields are marked *