ଭାଇରାଲ ଭିଡିଓ

ପାଠ ପଢ଼ାଇବା ବାହାନାରେ ଛାତ୍ରୀ ସହ ସବୁଦିନ କରୁଥିଲେ ଖେଳ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ!

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।

ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।

ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହୋଇଯାଉଛି।

ଏବେ ଏଭଳି କିଛି ଖବର ଆପଣମାନେ ଦେଖିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆମେ ଯେତେବେଳେ କୌଣସି ଶିକ୍ଷକଙ୍କ କଥା କହୁ ଆମ ମନରେ ସେମାନଙ୍କ ପ୍ରତି ଭକ୍ତି ଓ ସମ୍ମାନ ଆସିଥାଏ।

କାରଣ ଗୋଟିଏ ଛାତ୍ରକୁ ଜଣେ ଶିକ୍ଷକ ହିଁ ଏକ ଉତ୍ତମ ମଣିଷ ରୂପେ ଗଢି ତୋଳିଥାନ୍ତି । କିନ୍ତୁ ଯେତେବେଳେ ସେହି ଶିକ୍ଷକ ରାକ୍ଷସ ସାଜିବେ, ଛାତ୍ରଛାତ୍ରୀ ଓ ଅଭିଭାବକ କାହାକୁ ବିଶ୍ୱାସ କରିବେ।

ଏହି ଘଟଣା ହେଉଛି ଜଣେ ଶିକ୍ଷକ ଏଭଳି ନିର୍ଲଜ୍ଜ କାମ କରିଛନ୍ତି । ଗୁରୁଙ୍କୁ ସମସ୍ତେ ଭଗବାନ ବୋଲି ମାନିଥାନ୍ତି କିନ୍ତୁ ଏହି ଗୁରୁ ଯଦି ଏଭଳି କାମ କରିବେ ତାହେଲେ ଆପଣ ଆଉ କାହାକୁ ଦୋଷ ଦେବେ।

ନିଜ ସ୍କୁଲର ଛାତ୍ରୀଙ୍କ ସହିତ ଖରାପ କାମ କରୁଥିଲେ ଏହି ଶିକ୍ଷକ ଜଣକ। ଏହି ଶିକ୍ଷକ ଜଣକ ଏଭଳି ନିର୍ଲଜ୍ଜ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ।

https://youtu.be/pJW2QKcxjLo?si=mlO0vVjnU58BFvb_

ଏହି ଶିକ୍ଷକ ଜଣକ ସ୍କୁଲରେ ପାଠ ପଢ଼ାଇବା ବଦଳରେ ଛାତ୍ରୀଙ୍କ ଉପରେ ଖରାପ ନଜର ପକାଉଥିଲେ। ଏହି ଶିକ୍ଷକ ଜଣକ ଛାତ୍ରୀଙ୍କୁ ନିଜ ରୁମକୁ ଡାକି ଖରାପ କାମ କରୁଥିଲେ। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *