Special Report

ମୋ ଖୋଲା ଦେହ ଦେଖି ଆଉ ସମ୍ଭାଳି ନପାରି ମୋତେ ଭିତରକୁ ଟାଣି ନେଲା,ଆଉ ମୋର ସବୁ ସାରିଦେଲା…

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ଆଉ ସୋସିଆଲ ମିଡ଼ିଆ ହିଁ ଆମକୁ ଅନେକ ପ୍ରକାରର ଖବର ଆଉ ଦେଶ ବିଦେଶର ଏବଂ

ସବୁ ଅଞ୍ଚଳର ଖବର ଆମକୁ ଯୋଗାଇଥାଏ। ଆଉ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଲୋକମାନେ ଯେ କୌଣସି ସ୍ଥାନରେ ରହି ସବୁ ଖବର ବିଷୟରେ ସହଜରେ ଜାଣିବାକୁ ପାଇଥାଆନ୍ତି।

ତେବେ ବନ୍ଧୁଗଣ ଖାସ୍‌ କରି ଯୁବତୀମାନେ କୌଣସି ବି ଜିନିଷ କିଣିବା ପୂର୍ବରୁ ଟ୍ରାଏଲ ରୁମ୍‌ ଯାଇ ତାହାର ଫିଟ୍‌ ଠିକ୍‌ ହେଉଛି ନାହିଁ ଦେଖିଥାନ୍ତି। କିନ୍ତୁ ଆଜିକାଲି ପୋଷାକ ଦୋକାନରେ ଲାଗୁଥିବା ହିଡ଼େନ୍‌ କ୍ୟାମେରା ପାଇଁ

କିଛି ଲୋକ ଡ଼ରରେ ଟ୍ରାଏଲ ରୁମ୍‌କୁ ଯାଆନ୍ତି ନାହିଁ। ଏନେଇ ଆପଣମାନଙ୍କୁ ସତର୍କ ହେବା ଅତ୍ୟନ୍ତ ଜରୁରୀ। କୌଣସି ବି ସ୍ଥାନକୁ ପୋଷାକ କିଣିବାକୁ ଯାଉଥିଲେ ଟ୍ରାଏଲ ରୁମ୍‌ର ଭଲ ଭାବରେ ତଦାରଖ କରନ୍ତୁ।

ବେଳେ ବେଳେ ଟ୍ରାଏଲ ରୁମ୍‌ରେ କ୍ୟାମେରାଗୁଡ଼ିକୁ କବାଟର ହ୍ୟାଣ୍ଡେଲ ବା ହୁକ୍‌ରେ ଲୁଚାଇ ରଖା ଯାଇଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ବନ୍ଧୁଗଣ ଗୋଟେ ଝିଅ ପିଲା ସପିଙ୍ଗମଲ୍ କୁ ଆସିଥିଲା ଡ୍ରେସ କିଣିବା ପାଇଁ। ଆଉ କିଛି ଡ୍ରେସ ବାଛି ଟ୍ରାଏଲ ରୁମ ଭିତରକୁ ଯାଇଥିଲା। ଏବଂ ସେଠାରେ ଝିଅ ଜଣକ ଡ୍ରେସ ଖୋଲିବାକୁ ଚେଷ୍ଟା କରୁଛି।

କିନ୍ତୁ ଏହି ସବୁ ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ଼ ହେଉଛି। ଝିଅ ଜଣକ ଡ୍ରେସ ଖୋଲିବାକୁ ଚେଷ୍ଟା କରୁଥିଲେ କିନ୍ତୁ ତାଙ୍କ ନଜର ପଡିଥିଲା ସିସିଟିଭି କ୍ୟାମେରା ଉପରେ।

https://youtu.be/NSavhTZEwGM?si=k5fWPxTt7H6T_vbn

କାରଣ ଝିଅ ଜଣକ ଆସିଥିଲେ ସପିଂ ମଲ ଟ୍ରାଏଲରୁମ୍ କୁ ଡ୍ରେସ ଚେଞ୍ଜ କରିବାକୁ। ଆଉ ସେହି ରୁମରେ ଫସି ଯାଇଥିଲା ଝିଅ ଜଣକ। ଏହି ଭିଡ଼ିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *