ନିଜ ଭାଉଜ କୁ Blackmail କରି ଦିଅର ସବୁଦିନ କରୁଥିଲା ବ-ଳା-ତ୍କା-ର, ପରେ ଦିନେ ଭାଉଜ ଯାହା କଲା ଆପଣ ଙ୍କ ହୋସ ଉଡ଼ିଯିବ

ହରିୟାଣାର ପାଲୱାଲ ଜିଲ୍ଲାରେ ଜଣେ ଯୁବକ ତାଙ୍କ ଭାଉଜ କୁ ବ୍ଲାକମେଲ କରି ତିନି ବର୍ଷ ଧରି ବ-ଳା-ତ୍କା-ର କଲାବେଳେ ଦିନେ ରହସ୍ୟ ପଦାକୁ ପଡ଼ିଗଲା। ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଆନନ୍ଦ କୁମାର କହିଛନ୍ତି ଯେ 27 ବର୍ଷ ବୟସ୍କା ମହିଳା ତାଙ୍କ ସ୍ୱାମୀଙ୍କ ସହ ବିବାଦ ଲାଗି ରହିଥିବା ଅଭିଯୋଗ କରିଛନ୍ତି। ପ୍ରାୟ ତିନିବର୍ଷ ଧରି ଭାଉଜ ଙ୍କ ସହ ତାଙ୍କ ସ୍ଵାମୀ ସମ୍ପର୍କ ରଖିନଥିଲେ..

ଆଉ ଏହା ର ସୁଯୋଗ ନେଇ ଦିଅର ସବୁ ବେଳେ ଭାଉଜ ଉପରେ ଖରାପ୍ ନଜର ପକାଉଥଲା, ଥରେ ଗାଧେଇଲା ବେଳେ ଭାଉଜ ର କିଛି ଗୁପ୍ତ ଫୋଟୋ ଉଠେଇ ରଖିଦେଇଥିଲା ଦିଅର ଆଉ ତାପରେ ଦିଅର ଅମର ପୀଡିତା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଥିବା ବିବାଦର ସୁଯୋଗ ନେଇ ତାଙ୍କୁ ବ-ଳା-ତ୍କା-ର କରିଥିଲେ | ଯାହା ପରେ ଅମର ପୀଡିତାଙ୍କୁ କହିବା ଆରମ୍ଭ କଲା ଯେ ସେ ତାଙ୍କ ଭିଡିଓ ପ୍ରସ୍ତୁତ କରିଛନ୍ତି |

ତାପରେ ସ୍ବାମୀ ଙ୍କୁ ଏକଥା ସେ କହିଥିଲେ ବି ସ୍ବାମୀ ଏହା ଶୁଣି ନଥିଲେ ଆଉ ଦିଅର ବରାବର ତାଙ୍କ ସହ ସମ୍ପର୍କ ରଖିଚାଲିଥିଲା, ପରେ ଦିନେ ଭାଉଜ ମନା କରିଦେଲା କି ମୁ ଆଉ ତମ ସହ ସମ୍ପର୍କ ରଖିବି ଆଉ ଏହା ଶୁଣି ଦିଅର ରାଗିଗଲା ଆଉ ରାଗରେ ଭାଉଜ ସହ ସେ ଅନ୍ତରଙ୍ଗ ଭିଡିଓ କୁ ଭାଇରାଲ କରିଦେଲା

ପରେ ଭାଉଜ ପୋଲିସ ରେ ଯାଇ ଏସବୁ ବିଷୟରେ ଅଭିଯୋଗ କରିଥିଲେ ଆଉ ପୋଲିସ ସଦଳବଳେ ଚଢାଉ କରି ଦିଅରକୁ ଗିରଫ କରିଦେଇଥିଲେ, ଆଉ ତାକୁ ନିଜ ଭାଉଜ କୁ ଲଗାତାର 4ବର୍ଷ ବ-ଳା-ତ୍କା-ର କରିବା ଅଭିଯୋଗ ରେ କୋର୍ଟ ଚାଲାଣ କରିଦେଇଥିଲେ

Leave a Comment

Your email address will not be published. Required fields are marked *

Scroll to Top