ଓଃ beautiful ! ସୁର କହିଲେ କି ଏଥର ତପସ୍ଵିନୀ ହେଇଗଲା ସୁମିତ ର, ଆଉ ଶଶୁର କି ଯିଏ ଆସିଲେ ବି ତାଙ୍କ ଯୋଡ଼ି ଛିଣ୍ଡେଇ ପାରିବେନି

କଂଗ୍ରେସ ନେତା ସୁର ଭାଇଙ୍କୁ ଆପଣମାନେ ସମସ୍ତେ ନିଶ୍ଚୟ ଭାବେ ଜାଣିଥିବେ ।ସେ ଯେତେବେଳେ ଯେଉଁଠି ବି କିଛି କହିଥାନ୍ତି ତାଙ୍କ କଥାରେ ସବୁ ଲୋକ ହସିଥାନ୍ତି ଓ ତାଙ୍କ କଥା ଏକ ପ୍ରକାର ଗୋଟେ ଡାଇଲଗ୍ ହୋଇଯାଏ।ଏବଂ ଏଥିପାଇଁ ସୁର ଭାଇ ବହୁତ୍ ଫେମଶ ହୋଇଯାଇଛନ୍ତି

ଗଣ ମାଧ୍ୟମ ସାମ୍ନାରେ କଂଗ୍ରେସ ନେତା ସୁର ଭାଇ କଣ କହିଛନ୍ତି ଜାଣନ୍ତୁ। ତପସ୍ୱିନୀ ଓ ଡାକ୍ତର ସୁମିତ ଙ୍କୁ ୭ ଦିନ ପାଇଁ ଗୋଟେ ଘରେ ଭଡ଼ା ଘର କି ନୂଆ ଘର ନ ମିଳିବା ଯାଏଁ ରହିବା ପାଇଁ ଏସ.ଡି.ଯେ.ଏମ୍ କୋର୍ଟ ନିର୍ଦ୍ଧେଶ ନେଇଥିଲେ।ସୁର ଭାଇ କହିଛନ୍ତି – ସେ ତାଙ୍କର ପୁରା ଘର ଭିତରକୁ ପଶି ସାରିଲେଣି।

ଆଉ କହିଛନ୍ତି କି କଥା ଏସବୁ? ତାଙ୍କର ନିବିଡ଼ଟା ଏତେ ଭିତରକୁ ଗଲାଣି ଆଉ କୌଣସି ଭାବରେ ଛିଣ୍ଡିବ ନାହିଁ।ତାଙ୍କ ବାପା ଛିଣ୍ଡାଇ ପାରିବନି , କି ତାଙ୍କ ବୋଉ ମଧ୍ୟ ଯେତେ ଚାହିଁଲେ ଛିଣ୍ଡାଇ ପାରିବନି।ପୋଲିସ ଜଗିଛନ୍ତି।ବହୁତ୍ ଭଲ କାମ କରିଛନ୍ତି।ତାଙ୍କ ସୁରକ୍ଷା ପାଇଁ ସଚେତନ ରହୁଛନ୍ତି।

କାରଣ କାଳେ କିଏ ପଶିଯିବେ । ତପସ୍ଵନି ଓ ସୁମିତ୍ କେତେବେଳେ କଣ କଥା ବାର୍ତ୍ତା ହେଉଥିବେ କି କଣ ହେଉଥିବେ।ପୋଲିସ ଯେଉଁ ଜଗେଉଛନ୍ତି ସେଥିପାଇଁ ଧନ୍ୟବାଦ କରିଛନ୍ତି।ଆଉ ବଢିଆ ମୂଲ୍ୟବାନ ଜର୍ଜ ଅଟନ୍ତି ବୋଲି ଗଣମାଧ୍ୟମରେ ସୁର ଭାଇ କହିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top