ଏମିତି video ଯାହା ଦେଖିଲେ ଆପଣ ଙ୍କ ମୁଣ୍ଡ ଘୁରି ଯିବ, ଦେଖନ୍ତୁ..

ୟୁ ଟ୍ୟୁବ୍ ରେ ହେଉ କି ଇନଷ୍ଟାଗ୍ରାମ୍ ରେ ହେଉ, ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଛି। କେତେକ ଲୋକଙ୍କୁ ଭଲ ଲାଗିଥାଏ ତ ଆଉ କେତେ ଜଣଙ୍କୁ ଭଲ ଲାଗିନଥାଏ।ଲୋକମାନେ ସେହି ଭିଡିଓ ଦେଖି ଖୁସି ହୋଇ ଲାଇକ କରନ୍ତି।

ଯେଉଁଠି ପାଇଁ ଭିଡିଓ ଟି ଭାଇରାଲ ହୋଇଥାଏ।ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି।ସେହି ଭିଡିଓ ଟି ଦେଖିଲେ ଆପଣମାନେ ଆଶ୍ଚଜ୍ୟ ହେବା ସହିତ ମଜା ମଧ୍ୟ ଲାଗିବ ।ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହିତ ଗାଡ଼ିରେ ଯାଉଥିବା ସମୟରେ ଏହି ଭିଡିଓ ଟି କରାଯାଇଥିଲା।

ରାସ୍ତାରେ ୨ ଜଣ ସ୍ବାମୀ ଓ ସ୍ତ୍ରୀ ଗାଡ଼ିରେ ଯାଉଥିଲେ। ସେ ମହିଳା ଜଣଙ୍କ ଯିବା ସମୟରେ ଆଉ ଗୋଟେ ଯୁବକ ଗାଡ଼ିରେ ଆସିଲେ। ସେ ପୁଅ ଟି ଯାହା କରିଲା ସେ ମହିଳା ଜଣଙ୍କ କିଛି ବି କହିଲେ ନାହିଁ।ଆଜିକାଲି ଯୁଗରେ ଯୁବପିଢି ଓ ଯୁବକ ମାନେ ପ୍ରେମ କରୁଥିଲେ।କିନ୍ତୁ ଏଠି କିଭଳି ସ୍ବାମୀ ପାଖରେ ଥାଇ ମଧ୍ୟ ମହିଳା ଜଣଙ୍କ ଯାଉଥିବା ସମୟରେ ଗୋଟେ ଯୁବକ ଆସି ମହିଳାଙ୍କ ଗାଲ କୁ ଧରି ପକେଇଲେ।

ଏବଂ ସେ ମହିଳା ଜଣଙ୍କ କିଛି କହିଲେ ନାହିଁ।ପଛରେ ଯାଉଥିବା ଜଣେ ଯୁବକ ଏହି ଭିଡିଓଟି କୁ ରେକର୍ଡ କରିଥିଲେ।ଏବଂ ପୋଷ୍ଟ କରିଦେଇଥିଲେ।ଯାହାକି ଏବେ ସୋସିଆଲ ମିଡିଆରେ ଅଧିକ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି।

Leave a Comment

Your email address will not be published. Required fields are marked *

Scroll to Top