ନୂଆ ବର୍ଷ ଆରମ୍ଭ ସବୁବେଳେ ଭଲ ଜିନିଷ ରୁ କରିବା ଦରକାର ଯାହା ଦ୍ଵାରା କି ଜୀବନରେ ସବୁବେଳେ ଭଲ ହେବ ଏବଂ ସୁଖ ସମୃଦ୍ଧି ଲାଗି ରହିବ ।
ଜୀବନରେ ସଭିଏଁ ଆଶା ରଖିଥାନ୍ତି ଜୀବନରେ ସବୁବେଳେ ତାଙ୍କ ସହ ଭଲ ହେଉ । ନୂଆ ବର୍ଷ ବାସ୍ତୁ ଶାସ୍ତ୍ର ଅନୁଯାୟୀ ସମସ୍ତଙ୍କ ପ୍ରତି ହିତ କାରକ ହୋଇଥାଏ ।
ନୂଆ ବର୍ଷ ରେ ଆମେ ଭଗବାନ ଙ୍କ ମୂର୍ତ୍ତି ଏବଂ ଲାଫିଁ ବୁଧ ମୃତି ଆଣିଥାନ୍ତି ତାହା ଆମ ପାଇଁ ଭଲ ହୋଇଥାଏ । ନୂଆ ବର୍ଷ ରେ ଗୁରୁଜନ ଙ୍କ ଆଶ୍ରିବାଦ ମଧ୍ୟ ହିତ କାରକ ହୋଇଥାଏ ।
ଗୁରୁଜନ ମାନେ ସବୁବେଳେ ଖୁସିରେ ରହିଲେ ପରିବାର ଉପରେ ସେହି ପ୍ରଭାବ ପଡ଼ିଥାଏ । ନୂଆ ବର୍ଷ ପୂର୍ବରୁ ଘରର ସମସ୍ତ ଅଳିଆ ଆବର୍ଜ୍ଜନା ସଫା କରିବା ଆବଶ୍ୟକ ହୋଇଥାଏ ଏହାଦ୍ବାରା ଘରର ସମସ୍ତ ନକର୍ତ୍ମକ ତା ଦୂର ହୋଇଥାଏ ।