ଜ୍ୟୋତିଷ ଶାସ୍ତ୍ର

ନୂଆବର୍ଷରେ ଘରକୁ ଆଣନ୍ତୁ ଏହି ଜିନିଷ ଘରେ ଭର୍ତି ହେଇଯିବ ଧନ ଏତେ ଧନ ମିଳିବ ଯେ ରଖିବାକୁ ଜାଗା ମିଳିବନି

ନୂଆ ବର୍ଷ ଆରମ୍ଭ ସବୁବେଳେ ଭଲ ଜିନିଷ ରୁ କରିବା ଦରକାର ଯାହା ଦ୍ଵାରା କି ଜୀବନରେ ସବୁବେଳେ ଭଲ ହେବ ଏବଂ ସୁଖ ସମୃଦ୍ଧି ଲାଗି ରହିବ ।

ଜୀବନରେ ସଭିଏଁ ଆଶା ରଖିଥାନ୍ତି ଜୀବନରେ ସବୁବେଳେ ତାଙ୍କ ସହ ଭଲ ହେଉ । ନୂଆ ବର୍ଷ ବାସ୍ତୁ ଶାସ୍ତ୍ର ଅନୁଯାୟୀ ସମସ୍ତଙ୍କ ପ୍ରତି ହିତ କାରକ ହୋଇଥାଏ ।

ନୂଆ ବର୍ଷ ରେ ଆମେ ଭଗବାନ ଙ୍କ ମୂର୍ତ୍ତି ଏବଂ ଲାଫିଁ ବୁଧ ମୃତି ଆଣିଥାନ୍ତି ତାହା ଆମ ପାଇଁ ଭଲ ହୋଇଥାଏ । ନୂଆ ବର୍ଷ ରେ ଗୁରୁଜନ ଙ୍କ ଆଶ୍ରିବାଦ ମଧ୍ୟ ହିତ କାରକ ହୋଇଥାଏ ।

ଗୁରୁଜନ ମାନେ ସବୁବେଳେ ଖୁସିରେ ରହିଲେ ପରିବାର ଉପରେ ସେହି ପ୍ରଭାବ ପଡ଼ିଥାଏ । ନୂଆ ବର୍ଷ ପୂର୍ବରୁ ଘରର ସମସ୍ତ ଅଳିଆ ଆବର୍ଜ୍ଜନା ସଫା କରିବା ଆବଶ୍ୟକ ହୋଇଥାଏ ଏହାଦ୍ବାରା ଘରର ସମସ୍ତ ନକର୍ତ୍ମକ ତା ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *